ମାଲକାନଗିରି ସୀମା ଦେଇ ପ୍ରବେଶ କରୁଥିବା ପ୍ରବାସୀଙ୍କୁ ଜଗିବେ ଶିକ୍ଷକ ଓ ଅଧ୍ୟାପକ

ସୀମା ଦେଇ ମାଲକାନଗିରିକୁ ଆସୁଥିବା ପ୍ରବାସୀଙ୍କୁ ଶିକ୍ଷକମାନେ ଚେକିଂ କରିବେ । ତେବେ କାର୍ଯ୍ୟରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି

ରାଜ୍ୟବ୍ୟାପୀ ଆଜିଠାରୁ ୧୪ ଦିନିଆ ଲକଡାଉନ, ଅତ୍ୟାବଶ୍ୟକ ସାମଗ୍ରୀ ସକାଳୁ ଖୋଲିଛି-

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟବ୍ୟାପୀ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହେଉଛି। ଆସନ୍ତା ମେ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ କଟକଣା ବଳବତ୍ତର ରହିବ।

ପ୍ରଭାବ ଲକଡାଉନର: ବ୍ୟବସାୟୀ ବେପାର କରି ନପାରି ରାସ୍ତାରେ ଫୋପାଡିଲେ ପନିପରିବା-

ସଂକ୍ରମଣ ଚେନ୍ ରୋକିବାକୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଲକଡାଉନ ଘୋଷଣା କରିଥିବାବେଳେ ବଲାଙ୍ଗୀରରେ ପନିପରିବା ବ୍ୟବସାୟୀ ପରିବା ବିକ୍ରି ନକରିପାରି ରାସ୍ତାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି

2ବର୍ଷ ପୂରିଛି ବାତ୍ୟା ଫୋନି କୁ, ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ, ପଲିଥିନ ତଳେ କଟୁଛି ବିପନ୍ନଙ୍କ ଜୀବନ

ଫୋନି ବାତ୍ୟାକୁ ପୂରିଛି 2ବର୍ଷ । ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ । 2019 ମସିହା ମେ 3ତାରିଖରେ ପ୍ରଳୟଙ୍କାରୀ ସାମୁଦ୍ରିକ ବାତ୍ୟା ଫୋନି ରଚିଥିଲା ତାଣ୍ଡବ

ରୋଗିଙ୍କୁ ଯୌନ ଶୋଶଣ ଅଭିଯୋଗରେ ଗିରଫ ହେଲେ କରୋନା ସଂକ୍ରମିତ

କରୋନାରେ ସଂକ୍ରମିତ ହୋଇ ମେଡିକାଲର ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ସେଇ ମେଡିକାଲରେ ଅନ୍ୟ ଜଣେ ରୋଗିଙ୍କୁ ଯୌନ ଶୋଶଣ ଅଭିଯୋଗରେ ପୋଲିସ ଗିରଫ କରିଛି ନୁଆପଡା ପୋଲିସ

ଡିଜିପିଙ୍କର କୋଭିଡ ସ୍ଥିତି ସମୀକ୍ଷା ପାଇଁ ରାଉରକେଲା ଗସ୍ତ

ଇସ୍ପାତ ସହରରେ କୋଭିଡ କାର୍ଯ୍ୟକାରୀ ପଦକ୍ଷେପ ସମୀକ୍ଷା କରିବା ପାଇଁ ପୋଲିସ ଡିଜିପି ଅଭୟ ଆଜି ରାଉରକେଲା ଗସ୍ତ କରିଛନ୍ତି।

ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନେ ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା ଘୋଷଣା ହେଲେ , ରାଜ୍ୟର ୬୯୪୪ ସାମ୍ବାଦିକ ଉପକୃତ ହେବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା ଘୋଷଣା କରିଛନ୍ତି।

ଚଇତି ପର୍ବରେ ଭିଡ ହଟାଇବାକୁ ଉଦ୍ୟମ କରିବାରୁ ପୋଲିସ ଉପରକୁ ଆକ୍ରମଣ: ଏଏସଆଇ ଗୁରୁତର

ବାରିପଦା ନିକଟ କପ୍ତିପଦା ଥାନା ଅଞ୍ଚଳରେ ଚଇତି ପର୍ବ ପାଳନ ଚାଲିଥିବାବେଳେ ପୋଲିସ ଭିଡ ନିୟନ୍ତ୍ରଣ ପାଇଁ ବନ୍ଦ କରିବାରୁ ଲୋକେ ପାଲଟା ଆକ୍ରମଣ କରିଛନ୍ତି ।

1 71 72 73 74 75 121