କୋଭିଡ୍ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କୋଭିଡ ସଂକ୍ରମଣ ରୋକିବାକୁ ନିୟମ ସଠିକ୍ ଭାବେ ଅନୁପାଳନ କରନ୍ତୁ ।
Category: Regional
ପୋଲିସ ଡିଜି ଅଭୟଙ୍କ ବାଲେଶ୍ଵରରେ ସ୍ଥିତି ସମୀକ୍ଷା :ପଡ଼ୋଶୀ ରାଜ୍ୟ ପାଇଁ ବଢୁଛି କରୋନା ସଂକ୍ରମଣ –
ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଛି । ଆଜି ବାଲେଶ୍ୱର ଗସ୍ତରେ..
ସ୍ୱାସ୍ଥ୍ୟବୀମା ଶ୍ରୀମନ୍ଦିରର ସମସ୍ତ ସେବାୟତଙ୍କୁ ମିଳୀବ
ଶ୍ରୀମନ୍ଦିର ସହ ଜଡିତ ଥିବା ସମସ୍ତ ସେବାୟତଙ୍କ ନ୍ୟୁ ଇଣ୍ଟିଆ ଇନ୍ସୁରାନ୍ସ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ମିଳିବା ନେଇ ସୂଚନା ମିଳିଛି
ଅଗ୍ନିକାଣ୍ଡ: ଗ୍ୟାସ୍ ଲିକ୍ରୁ ଜିଅନ୍ତା ଜଳିଗଲେ ନାବାଳକ-
ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ ହୋଇ ଜିଅନ୍ତା ଜଳିଗଲେ ୯ ବର୍ଷର ନାବାଳକ । ଏପରି ଅଭାବନୀୟ ଘଟିଛି ସୋନପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ଗାଁରେ ।
ଭୁବନେଶ୍ବର ଖରା ତାତିରେ ସିଝୁଛି , ରାଜ୍ୟର ୧୨ଟି ସହର ଆଜି ପାରଦ ୪୦ ଉପରେ
ଖରା ତାତିରେ ସିଝୁଛି ଭୁବନେଶ୍ବର। ଆଜି ସର୍ବାଧିକ ୪୨.୧ ଡିଗ୍ରୀ ସେଲସିୟସ୍ ସହ ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।
ଭୟଙ୍କର ଅଗ୍ନିକାଣ୍ଡରେ ୮ ଗୋରୁ ଜୀବନ୍ତ ଦଗ୍ଧ,୨ ଗୁରୁତର
ନିଆଁ ଲାଗି ୮ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏପରି ଘଟଣା ଘଟିଛି କାକଟପୁର ଥାନା ଅନ୍ତର୍ଗତ ଜଳେଶ୍ୱରପଡ଼ା ଗ୍ରାମପଞ୍ଚାୟତ ର କରୁଣା ଗାଁ ରେ ।
୪୦ କିଗ୍ରା ଗଞ୍ଜେଇ ସହ କାର ଜବତ, ଦୁଇ ଗଞ୍ଜେଇ ମାଫିଆ ଗିରଫ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ହାତରେ ଗଞ୍ଜେଇ ମାଫିଆ । ଜବତ ହେଲା 2 ବସ୍ତା ଗଂଜେଇ ।
ଗତକାଲି ଭଳି ଆଜି ମଧ୍ୟ ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ, ଅମାନିଆଙ୍କୁ ନିସ୍ତାର ନାହିଁ ।
ରବିବାର ହେଉଛି ସଟଡାଉନର ଦ୍ୱିତୀୟ ଦିନ । ଶନିବାରଠାରୁ ରାଜ୍ୟରେ ଲାଗୁ ହୋଇଥିବା ସପ୍ତାହନ୍ତ ସଟଡାଉନ ଦ୍ୱିତୀୟ ଦିନରେ ପହଁଚିଛି ।
ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୧୧୬ ଚିହ୍ନଟ-
ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି ମହାମାରୀ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

