ପୁଣି କରୋନାରେ ପାଟଣାଗଡ଼ର ସାମ୍ବାଦିକ କୈଳାଶ ସାହୁଙ୍କ ବିୟୋଗ:

ସାଂଘାତିକ କରୋନା ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ର ବାସିନ୍ଦା କୈଳାଶ ସାହୁ ରବିବାର ସଂକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ ।

ବୃତ୍ତିଧାରୀଙ୍କ ପାଇଁ ଦ୍ବୈତନଗରୀରେ ଆରମ୍ଭ ହେଲI ଇ-ପାସ୍ ପ୍ରକ୍ରିୟା-

ଲକଡାଉନ୍ ସମୟରେ ଭୁବନେଶ୍ୱର ଓ କଟକରେ ଆଇଟି ସମେତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ କମିଶନରେଟ ପୋଲିସ୍ ଇ-ପାସ୍ ସୁବିଧା ଆରମ୍ଭ କରିଛି।

ଏଣିକି କରୋନା ରୋଗୀ ଭୁବନେଶ୍ୱରର ବଡ ହୋଟେଲରେ ରହିବେ, ମିଳିବ ଉତ୍ତମ ଚିକିତ୍ସା-

ଦିଲ୍ଲୀ ଓ ମୁମ୍ବାଇରେ ଭଳି ଏବେ ରାଜଧାନୀରେ କରୋନା ରୋଗୀ ବଡ ବଡ଼ ହୋଟେଲରେ ରହିବେ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ ।

ପ୍ରଧାନମନ୍ତ୍ରୀ ମୋଦି କହିଲେ ପ୍ରଧାନ ସେବକ ଭାବରେ ମୁଁ ଆପଣଙ୍କର ପ୍ରିୟଜନଙ୍କୁ ହରାଇବାର ଯନ୍ତ୍ରଣା ଅନୁଭବ କରୁଛି –

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନା ମହାମାରୀରେ ଦେଶବାସୀ ସେମାନଙ୍କର ପ୍ରୟଜନଙ୍କୁ ହରାଇବାର ସମାନ ଯନ୍ତ୍ରଣା ଏବଂ କ୍ଷତି ସେ ମଧ୍ୟ ଅନୁଭବ କରୁଛନ୍ତି ।

୯.୫ କୋଟି ଚାଷୀଙ୍କ ଖାତାକୁ ଗଲା ୧୯ ହଜାର କୋଟି ଟଙ୍କା: ପିଏମ କିଷାନ ସମ୍ମାନ ନିଧି ଯୋଜନା-

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଦେଶର ୯.୫ କୋଟି ଚାଷୀଙ୍କୁ ସହାୟତା ଆର୍ଥିକ ରାଶି ପ୍ରଦାନ କରିଛନ୍ତି ।

କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଏଣିକି ୮୪ ଦିନ ପୂର୍ବରୁ ମିଳିବନି –

କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନର ଅନୁପାଳନ ପାଇଁ କୋୱିନ ପୋର୍ଟାଲରେ ୮୪ ଦିନ ପୂର୍ବରୁ ସ୍ଲଟ ବୁକିଂ ହୋଇପାରିବନାହିଁ ବୋଲି କୁହାଯାଇଛି ।

ରକେଟ ଆକ୍ରମଣରେ ଭାରତୀୟ ମହିଳା ସୌମ୍ୟା ମୃତ, ପରିବାରର ଖର୍ଚ୍ଚ ଉଠାଇବେ ଇସ୍ରାଏଲ ସରକାର

ରକେଟ ଆକ୍ରମଣରେ ମୃତ୍ୟୁ ହୋଇଥିବା କେରଳର ମହିଳା ସୌମ୍ୟା ସନ୍ତୋଷଙ୍କ ପରିବାର ଖର୍ଚ୍ଚ ଉଠାଇବେ ଇସ୍ରାଏଲ ସରକାର । ଇସ୍ରାଏଲ ସରକାରଙ୍କର ଜଣେ ଅଧିକାରୀ ଏହି ଘୋଷଣା କରିଛନ୍ତି

ରାଜ୍ୟର ଜେଲ ଗୁଡିକରେ କରୋନା ଅଣାୟତ , ଗୋଟିଏ ଦିନରେ ୪୬ ଜଣ କଏଦୀଙ୍କ ରିପୋର୍ଟ ପଜିଟିଭ୍‌

ବର୍ତମାନ ରାଜ୍ୟର ଜେଲ ଗୁଡିକରେ ଅଣାୟତ ହୋବରେ ଲାଗିଛି କରୋନା, ଗୋଟିଏ ପରେ ଗୋଟିଏ କଏଦୀ ଚିହ୍ନଟ ହେଉଛନ୍ତି କରୋନା ପଜିଟିଭ୍ ।

ବଢୁଛି ବିପଦ ଶିଶୁଙ୍କ ଉପରେ , ଦୁଇବର୍ଷରୁ ଉର୍ଦ୍ଧ୍ବ ଶିଶୁମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ରାଜ୍ୟସରକାର ଆଜି ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଦୁଇ ବର୍ଷରୁ ଅଧିକ ପିଲାମାନେ ବାହାରକୁ ଯିବାବେଳେ ମାସ୍କ ପିନ୍ଧାନ୍ତୁ। ମହାମାରୀର ଦ୍ୱିତୀୟ ଲହରରେ ପିଲାମାନଙ୍କ ମଧ୍ୟରେ କୋଭିଡ୍ ପଜିଟିଭ୍ ମାମଲା ବୃଦ୍ଧି ପାଇବା ପରେ ଏହି ପରାମର୍ଶ ଦିଆଯାଇଛି।