ଝାରସୁଗୁଡ଼ା :୧୧/୦୫: ଝାରସୁଗୁଡା ୪୫ ଡିଗ୍ରି ଖରାରେ କୋଇଲା ଖଣିର ଉତ୍ତାପ ଭିତରେ ଝାଳ ବୁହାଇ ପରିଶ୍ରମ କରୁଥିବା ଶ୍ରମିକ ସେମାନଙ୍କ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ଖଣି ଭିତରେ ବିଭିନ୍ନ କାର୍ଯ୍ୟ ପାଇଁ
Category: KHABAR AAJIRA
ଶ୍ରୀମନ୍ଦିରରେ ସୁରକ୍ଷା କଡ଼ାକଡ଼ି, ବଢ଼ିଲେ ସଶସ୍ତ୍ର ବାହିନୀ: ମନ୍ଦିର ଭିତରେ, ବାହାରେ ୩୩ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ
ପୁରୀ: ୧୦/୦୫: ସୀମାରେ ଭୟାନକ ଲଢ଼େଇ ପରେ କଡ଼ା ସୁରକ୍ଷା ବଳୟରେ ରହିଛି ଶ୍ରୀମନ୍ଦିର। ‘ଅପରେସନ ସିନ୍ଦୂର୍ ୨.୦’ ପରେ ପାକିସ୍ତାନ ପାଲଟା ଆକ୍ରମଣ ପାଇଁ ପ୍ରୟାସ କରୁଥିବାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ
ମହାପ୍ରଭୁଙ୍କ ରଥର ୪୨ଟି ତୁମ୍ବର ବିନ୍ଧ ପରଖ ଶେଷ
ପୁରୀ: ୧୦/୦୫: ରଥଯାତ୍ରାର ଭିନ୍ନ ଭିନ୍ନ ନାମ ରହିଛି। ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ହେଉଥିବା ନବଦିନାତ୍ମକ ଯାତ୍ରାକୁ ପତିତପାବନ ଯାତ୍ରା, ଘୋଷଯାତ୍ରା, ଗୁଣ୍ଡିଚା ଯାତ୍ରା, ସୁନ୍ଦରାଚଳ ଯାତ୍ରା, ଜନ୍ମବେଦୀ ଯାତ୍ରା, ଦଶାବତାର
୨୦୩୬ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ୩୬ଟି କାର୍ଯ୍ୟକ୍ରମ
ଭୁବନେଶ୍ବର:୧୦/୦୫: ୨୦୩୬ ମସିହା ସୁଦ୍ଧା ଗଠନ ହେବ ସମୃଦ୍ଧ ଓଡ଼ିଶା। ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ରାଜ୍ୟକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ
ସମ୍ଭାବ୍ୟ ବନ୍ୟାର ସଫଳ ମୁକାବିଳା ପାଇଁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର ତା ୦୯/୦୫/୨୫(ଭାସ୍କର ଦାଶ):-ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଳା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ
ଧରଣୀଧରଙ୍କ ପାଇଁ ୧୧୫୫ କୋଟିର ପ୍ରକଳ୍ପ ଘୋଷଣା: ରାଜଧାନୀରେ ହେବ ଧରଣୀ ଭବନ
କେନ୍ଦୁଝର: ୦୬/୦୫: ବିପ୍ଳବର ବହ୍ନିଶିଖା ଥିଲେ ଧରଣୀ। ଅନ୍ୟାୟ, ଅତ୍ୟାଚାର ସହ ସାଲିସ ନ କରି କିଭଳି ବିପ୍ଲବ କରି ବଞ୍ଚିହେବ, ତାହା ଶିଖାଇଥିଲେ। ତାଙ୍କ ବିପ୍ଳବ ଆଜି ଅନ୍ୟମାନଙ୍କୁ ଅନ୍ୟାୟ ଓ ଅତ୍ୟାଚାର
ବିଜେଡିର ବିଶାଳ ଟିମ୍: ୧୦ ବରିଷ୍ଠ ନେତାଙ୍କୁ ଛାମୁଆ ସଂଗଠନ ଦାୟିତ୍ବ, ରାଜ୍ୟ କମିଟିରେ ୮୧ ଜଣ
ଭୁବନେଶ୍ବର: ୦୬/୦୫(ଅଶୋକ ସାହୁ): ବହୁ ଛକାପଞ୍ଝା ପରେ ବିଜେଡି ତା’ର ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଶତାଧିକ ନେତାଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରାଯାଇଛି। ରାଜ୍ୟ ଶାଖାରେ ୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା
କମ୍ବିଂ ଅପରେସନ୍ ସମୟରେ ୪ ବୋମା ନିଷ୍କ୍ରିୟ କଲା ପୁଲିସ
ରାୟଗଡ଼ା: ୦୬/୦୫: କମ୍ବିଂ ଅପରେସନ୍ ସମୟରେ ଡିଭିଏଫ୍ ଯବାନ ଅମ୍ବାଦଳା ଥାନାର ଜଗଦଲପୁର ଓ ଶରଧାପୁର ଅଞ୍ଚଳରୁ ୪ଟି ଆଇଇଡି ଠାବ କରିଛନ୍ତି। ଠାବ ଆଇଇଡି ମଧ୍ୟରେ ଗୋଟିଏ ପ୍ରେସର ବୋମା ଓ ୩ଟି
ପ୍ରଭାବଶାଳୀ ହେବ ପୁଲିସର କାର୍ଯ୍ୟଦକ୍ଷତା: ମୁଖ୍ୟମନ୍ତ୍ରୀ
କେନ୍ଦୁଝର:୦୬/୦୫: ପୁଲିସର କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ଭିତ୍ତିଭୂମିର ବ୍ୟବସ୍ଥା କରାଯାଉଛି। ଆଜି କେନ୍ଦୁଝର ଟାଉନ ଥାନା ଓ ରିଜର୍ଭ କାର୍ଯ୍ୟାଳୟର ନୂତନ
ସରଡେଗା ରନିଂ ରୁମ୍ ଦୁର୍ଘଟଣାର ଡିଆର୍ଏମ୍ଙ୍କ ତଦନ୍ତ
ବନ୍ଧମୁଣ୍ଡା:୦୧/୦୪: ଏପ୍ରିଲ ୨୩ରେ ସୁନ୍ଦରଗଡ଼ ଜିଲ୍ଲାର ଚକ୍ରଧରପୁର ରେଳମଣ୍ଡଳର ସରଡେଗାସ୍ଥିତ ରେଳବାଇ ରନିଂ ରୁମ୍ରେ ସୁରକ୍ଷା ଅବହେଳା ଯୋଗୁ ଘଟିଥିବା ଦୁର୍ଘଟଣାର ତଦନ୍ତ ଡିଆର୍ଏମ୍ କରିଛନ୍ତି। ମାତ୍ର ତାହାର ଭିଜିଲାନ୍ସ ତଦନ୍ତ କରାଯିବା ପାଇଁ

