ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା, ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟୀକା

କୋଭିଡ୍ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କୋଭିଡ ସଂକ୍ରମଣ ରୋକିବାକୁ ନିୟମ ସଠିକ୍ ଭାବେ ଅନୁପାଳନ କରନ୍ତୁ ।

ପୋଲିସ ଡିଜି ଅଭୟଙ୍କ ବାଲେଶ୍ଵରରେ ସ୍ଥିତି ସମୀକ୍ଷା :ପଡ଼ୋଶୀ ରାଜ୍ୟ ପାଇଁ ବଢୁଛି କରୋନା ସଂକ୍ରମଣ –

ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଛି । ଆଜି ବାଲେଶ୍ୱର ଗସ୍ତରେ..

କଠିନ ପରିସ୍ଥିତିରେ କରୋନା ଦ୍ୱିତ୍ୱୀୟ ଲହର, କେନ୍ଦ୍ର ସରକାର ରାଜ୍ୟ ଗୁଡିକର ସମସ୍ତ ପ୍ରକାର ପରିସ୍ଥିତିରେ ସହାଯ୍ୟ କରିବାକୁ ତାଙ୍କ ସହିତ ଅଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମାସିକ ୭୬ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି ଯେ କରୋନା ଦ୍ୱିତ୍ୱୀୟ ଲହରର କଠିନ ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ଗୁଡିକର ସବୁ ପ୍ରକାର ପରିସ୍ଥିତିରେ ତାଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ତାଙ୍କ ସହିତ ଅଛନ୍ତି ।

ଆଇପିଏଲକୁ ଘାରି ପାରେ କରୋନା ଭୟ

ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ ସଂସ୍କରଣ । ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଦେଖିବାକୁ ମିଳିଛି । ପ୍ରତିଦିନ ଦେଶରୁ ୬୦୦୦୦ ରୁ ଉର୍ଦ୍ଧ କରୋନା ରୋଗୀ

କରୋନା ପଜିଟିଭ ଚିହ୍ନଟ ହେଲେ ଭାରତୀୟ ମହିଳା କ୍ରିକେଟର ହରମନପ୍ରୀତ କୌରରୋଡ

ୱାର୍ଲଡ ସିରିଜରେ ଅଂଶଗ୍ରହଣ କରିଥିବା ଚାରି କ୍ରିକେଟର ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନ, ଏସ.ବଦ୍ରିନାଥଙ୍କ ପରେ ଏବେ ମହିଳା କ୍ରିକେଟର ହରମନପ୍ରୀତ କୌର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ

ଆଜି ଭାରତରେ ପହଞ୍ଚିବ ଆଉ ୩ ରାଫେଲ୍

ଭାରତୀୟ ବାୟୁସେନା ଏହାର ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଆଜି ଆଉ ତିନୋଟି ରାଫ‌େଲ ଯୁଦ୍ଧ ବିମାନ ଭାରତ ପହଞ୍ଚିବ।  ଆଜି ସନ୍ଧ୍ୟାରେ ତିନୋଟି ରାଫ‌େଲ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ଅବତରଣ କରିବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ ସଫଳ ହେଲା

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ ହୋଇଛି । ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ବାଇପାସ୍ ସର୍ଜରୀ ସଫଳ ହୋଇଛି । ଟ୍ୱିଟ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୮ ବଖରା ଘର, ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଜଳି ପୋଡି ପାଉଁଶ ହେଇଗଲା 9ଟି ପରିବାରର 18 ବଖରା । ଏପରିକି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି ଗଂଜାମ ଜିଲ୍ଲା ରାଧାକୃଷ୍ଣପୁର ଗାଁରେ।  ମଙ୍ଗଳବାର ଗ୍ରାମର

ଅସଦାଚରଣ କରିଥିବା ଅଭିଯୁକ୍ତ ନିଶା ମୁକ୍ତି କେନ୍ଦ୍ରରେ ୧ ମାସ କରିବ ସେବା

ଦିଲ୍ଲୀ ହାଇକୋର୍ଟ ମହିଳାଙ୍କୁ ଅସଦାଚରଣ କରିଥିବା ଜଣେ ଅଭିଯୁକ୍ତଙ୍କୁ ବିରଳ ଦଣ୍ଡ ଦେଇ ତାର ଅପରାଧକୁ ବୋଧ କରିବାକୁ ଉଦ୍ୟମ କରିଛନ୍ତି । ଅଦାଲତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଖାରଜ କରିବାକୁ ମଂଜୁରୀ ଦେଇଛନ୍ତି