ଆପଣ ସାଧାରଣତଃ ଶୁଣିଥିବେ କଟକରେ ନକଲି ଘିଅ,ଚା ପତି’,ତେଲ,ସସ୍ ଆଦି ବିଭିନ୍ନ ଜିନିଷ ବିକ୍ରି କରାଯାଇଥାଏ ଏବଂ ଚଢାଉ ପରେ ଅସଲ କଥା ସାମ୍ନାକୁ ଆସିଥାଏ ।
Category: Entertainment
ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ଭଉୟ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର-
ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା । କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ।
ସାରା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପହିଲି ଶୀତର ମଜା ନେଉଛନ୍ତି ଲୋକେ
ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ତାପମାତ୍ରା ବି ହ୍ରାସ ହୋଇଛି ।
ମୁଣ୍ଡଳି ବ୍ରିଜ୍ରୁ ମହାନଦୀକୁ ଡ଼େଇଁ ଯୁବକ ନିଖୋଜ,କାରଣ ଅସ୍ପଷ୍ଟ-କଟକ
କଟକ ମୁଣ୍ଡଳି ବ୍ରିଜ୍ରୁ ମହାନଦୀକୁ ଡ଼େଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି । ବ୍ରିଜ୍ରେ ସ୍କୁଟି ଓ ମୋବାଇଲ୍ ରଖି ମହାନଦୀକୁ ଡ଼େଇଁ ପଡ଼ିଥିିବା ଜଣାପଡ଼ିଛି । ଯୁବକଙ୍କ ଘର ଭୁବନେଶ୍ୱର ହୋଇଥିବା ସୁଚନା ମିଳିଛି ।
ଭୁବନେଶ୍ୱରରେ ୧୦ ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ରାଲି-
୧୦ ଦଫା ଦାବି ନେଇ ଆଜି ଭୁବନେଶ୍ୱରରେ ବିଶାଳ ରାଲି କରୁଛି ଓଡିଶା ଡ୍ରାଇଭର ମହାସଂଘ । ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡ୍ରାଇଭର ମାନେ ଆସି ବିଶାଳ ରାଲି ପ୍ରଦର୍ଶନ କରିଛନ୍ତି ।
ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ନଛୋଡବନ୍ଧା-ମମିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଆସୁଛନ୍ତି ବିଜେପିର କେନ୍ଦ୍ରୟ ଟିମ୍
ମମିତା ଅପହରଣ ଏବଂ ହତ୍ୟା ମାମାଲାରେ ରାଜ୍ୟ ରାଜନିତୀ ଏବେ ଉଠୁଛି ପଡୁଛି । ଘଟଣାରେ ସପୃକ୍ତି ଅଭିଯୋଗ କରି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ନଛୋଡବନ୍ଧା ।
ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ଭୁବନେଶ୍ୱରରେ ପହଁଚିବ-
୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ କରାଯାଉଛି।
ଗଣବଳାତ୍କାର କରିବା ପରେ ହତ୍ୟା ଘଟଣାରେ କେନ୍ଦୁଝର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କଲା
କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଏକ ଗାଁରୁ ରବିବାର ଅପରାହ୍ନରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ୨୦ବର୍ଷିୟା ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।
ମୁଖ୍ୟମନ୍ତ୍ରୀ ମୋ କଲେଜ ଅଭିଯାନ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୧୨ ଟି କଲେଜ ଏବଂ ୨ ଟି ବିଶ୍ୱବିଦ୍ୟାଳୟକୁ ୧.୫ କୋଟି ଟଙ୍କା ଅନୁଦାନ ପ୍ରଦାନ କଲେ-
ମୋ କଲେଜ ଅଭିଯାନ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୧୨ ଟି କଲେଜ ଏବଂ ଦୁଇଟି ବିଶ୍ୱବିଦ୍ୟାଳୟକୁ ୧.୫ କୋଟି ଟଙ୍କା ଅନୁଦାନର ପ୍ରଥମ କିସ୍ତି ପ୍ରକାଶ କରିଛନ୍ତି।
ଆଇପିଏସ୍ କେ ସିଭା ସିବିଆଇ ଏସ୍ପି ଭାବରେ ନିଯୁକ୍ତି ପାଇଲେ-
ଆଇପିଏସ୍ ଅଧିକାରୀ କେ ସିଭା ସୁବ୍ରମଣି, ଢେଙ୍କାନାଳର ବର୍ତ୍ତମାନର ଏସପି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏସପି ଭାବରେ ନିଯୁକ୍ତ ହୋଇଛନ୍ତି।

