ଦେଶରେ COVID-19 ମାମଲା ସଂଖ୍ୟା ହ୍ରାସ ପାଇଥିବାବେଳେ ଏହାର ସଂଖ୍ୟା ଅଧିକ ରହିଛି। ଗତ କିଛି ମାସ ମଧ୍ୟରେ, ସରକାର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ – COVID ଚିକିତ୍ସା ପ୍ରୋଟୋକଲ୍, COVID ଉପଯୁକ୍ତ ଆଚରଣ ଏବଂ ଟୀକାକରଣ ପାଇଁ ପ୍ରିଣ୍ଟ, ଟିଭିଭି, ରେଡିଓ, ସୋସିଆଲ୍ ମିଡିଆ ଇତ୍ୟାଦି ସହିତ ବିଭିନ୍ନ ଉପକରଣ ଏବଂ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି।
Category: Entertainment
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି ହେଲା-
ସାରା ଦେଶରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ସ୍ଥିତି ଲାଗିଥିବା ବେଳେ ଅନେକ ମହିଳା ଏବଂ ବାଳିକା ଘରୋଇ ହିଂସାର ଶିକାର ହେବାର ଖବର ସାମ୍ନାକୁ ଆସୁଛି । ତେଣୁ ଏହାକୁ ରୋକିବାକୁ ମହିଳା ଓ ଶିଶୁଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି କରାଯାଇଛି ।
ଘାଟିରେ ଓଲଟିଲା ଆମ୍ବୁଲାନ୍ସ ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-
ରୋଗୀ ଆଣିବାକୁ ଯାଉଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ । ଗତକାଲି ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଆଣିବାକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଶରତ ଘାଟିରେ ଓଲଟି ପଡ଼ିଛି ।
ଅମ୍ଳଜାନ ସିଲିଣ୍ଡର ନେଇ ଚାଇନାରୁ ଓଡିଶା ବିମାନବନ୍ଦରରେ ପହଞ୍ଚିଲା
ଅମ୍ଳଜାନ ସିଲିଣ୍ଡର ନେଇ ଚାଇନାରୁ ଏକ ମାଲ ପରିବହନ ବିମାନ ଆଜି ଓଡିଶା ରାଜଧାନୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି।
ଓଡିଶାବାସୀଙ୍କ ପାଇଁ କରୋନା ରୋଗୀଙ୍କୁ ସହଯୋଗର ହାତ ବଢାଇଲେ ଓଡିଶା ସୋସାଇଟି ଅଫ୍ ଆମେରିକା-
ଆମେରିକାରେ ଥିବା ଓଡିଶା ସୋସାଇଟି ଅଫ୍ ଆମେରିକାର ଇତିହାସରେ ପ୍ରଥମଥର ପାଇଁ ଏଇ ମେ ମାସ ୩୦ ତାରିଖ ରବିବାରଦିନ ଜାତୀୟ ନାଟ୍ୟ ଦିବସ ପାଳନ କରାଯାଉଛି ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୩୦ ତାରିଖ ୨୦୨୧ ମସିହା(ରବିବାର) ସୌରମାସ-ବୃଷ ୧୬ ଦିନ
ରାଉରକେଲାରେ ଚାରୋଟି ଜୁଆ ଆଡ୍ଡାରେ ଚଢାଉ , ୧୨ ଗିରଫ
ରାଉରକେଲାରେ ଚାରୋଟି ଜୁଆ ଆଡ୍ଡାରେ ଚଢାଉ , ୧୨ ଗିରଫ
ଏଣିକି ବିପର୍ଯ୍ୟୟ ଏବଂ ମହାମାରୀ ମୁକାବିଲା ପ୍ରସ୍ତୁତିକୁ ଛାତ୍ରଛାତ୍ରୀ ପାଠ୍ୟ ପୁସ୍ତକରେ ପଢିବେ-
ବିପର୍ଯ୍ୟୟ ଏବଂ ମହାମାରୀ ପ୍ରସ୍ତୁତିକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମର ଏକ ଅଂଶ କରିବା ପାଇଁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି।
ଅନ୍ଧ ବିଶ୍ୱାସର ନଗ୍ନ ଚିତ୍ର : ମୃତ ପୁଅକୁ ବଞ୍ଚାଇବା ପାଇଁ ଗୁଣି ଗାରେଡି-
ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅନ୍ଧ ବିଶ୍ୱାସର ଶିକାର ହୋଇ ମଲା ପୁଅ ପୁଣି ବଞ୍ଚିବା ଆଶାରେ ଦୀର୍ଘ ୩୦ ଘଣ୍ଟା ଧରି ଚାଲିଛି ପୁଜାର୍ଚ୍ଚନା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଦ୍ବିତୀୟ କାର୍ଯ୍ୟକାଳକୁ ପୂରିଲା ଦୁଇବର୍ଷ, ନିରାଡମ୍ବରରେ ହେବ ସେବା ଦିବସ ପାଳନ
ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ୭ ବର୍ଷ ପୂରଣ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୨ ବର୍ଷ ଆଜି ଅର୍ଥାତ୍ ମେ ୩୦ ରେ ସମାପ୍ତ ହୋଇଛି।

