ପ୍ରଧାନମନ୍ତ୍ରୀ ୟାସ୍ ପରିସ୍ଥିତିର ସମୀକ୍ଷା କରି ଓଡିଶାକୁ 500 କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କଲେ-

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସାଇକ୍ଲୋନ ୟାସ୍ ପରିସ୍ଥିତିର ସମୀକ୍ଷା କରି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ଓଡିଶା ଆସି ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପୁରବା ମେଦିନୀପୁରରେ ଘୂର୍ଣ୍ଣିବଳୟ ପ୍ରଭାବିତ ଅଞ୍ଚଳର ଏକ ବିମାନ ସର୍ଭେ କରିଥିଲେ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସାମୁଦ୍ରୀକ ବାତ୍ୟା “ୟାସ୍‌” ର ସମିକ୍ଷା କରିବାକୁ ଓଡିଶା ଆସିବେ-

ଆସନ୍ତାକାଲି ସାମୁଦ୍ରୀକ ବାତ୍ୟା “ୟାସ୍‌” ର ସମିକ୍ଷା କରିବାକୁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଭୁବନେଶ୍ୱରରେ ପହଁଚି ପ୍ରଥମେ ଏକ ସମୀକ୍ଷା ବୈଠକ କରିବେ ତା’ପରେ ସେ ବାଲେଶ୍ୱର, ଭଦ୍ରକ ଏବଂ ପୁର୍ବ ମେଦିନୀପୁରର ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସର୍ଭେ କରିବେ। ଏହା ପରେ ସେ ପଶ୍ଚିମବଙ୍ଗରେ ମଧ୍ୟ ଏକ ସମିକ୍ଷା ବୈଠକରେ ଯୋଗ ଦେବେ ।

କରୋନା ଦୁର୍ଦ୍ଦଶା ସରୁନୀ, ଏପଟେ କବାଟ ବାଡେଇଲେଣି ପଙ୍ଗପାଳ

ଉତ୍ତରପ୍ରଦେଶ କରୋନା ମହାମାରୀର ମୁକାବିଲା କରିବା ସହ ବ୍ଲାକ୍ ଫଙ୍ଗସ ରୋଗର ମୁକାବିଲା ପାଇଁ ସଂଘର୍ଷ କରୁଛି,ଏହାରି ଭିତରେ ପଙ୍ଗପାଳ ଆକ୍ରମଣ ହେବାର ସମ୍ଭାବନା ମଧ୍ୟ ବହୁତ ବଡ ସମସ୍ୟା ରୁପରେ ଆସି କବଟ ବାଡେଇଲାଣି ।

ପ୍ରଧାନମନ୍ତ୍ରୀ ଆଜି ବାତ୍ୟା ‘ୟାସ୍’ରୁ ଉତ୍ପନ୍ନ ପରିସ୍ଥିତିର ମୁକାବିଲା ପାଇଁ ସଂପୃକ୍ତ ରାଜ୍ୟ ତଥା କେନ୍ଦ୍ର ମନ୍ତ୍ରଣାଳୟ, ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି-

ଗୃହ ମନ୍ତ୍ରଣାଳୟ ୨୪ଘଣ୍ଟା ପରିସ୍ଥିତିର ସମୀକ୍ଷା କରୁଛି ଏବଂ ରାଜ୍ୟ ସରକାର ଏବଂ ସଂପୃକ୍ତ କେନ୍ଦ୍ରୀୟ ଏଜେନ୍ସି ସହିତ ଯୋଗାଯୋଗରେ ରହିଛନ୍ତି । ଗୃହମନ୍ତ୍ରଅଳୟ ସମସ୍ତ ରାଜ୍ୟକୁ ଆଗୁଆ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ପ୍ରଥମ କିସ୍ତି ପ୍ରକାଶ କରିସାରିଛି ଏନଡିଆରଏଫର ରେ ୪୬ ଟି ଟିମ୍ ପୂର୍ବରୁ ଆବଶ୍ୟକ ସରଞ୍ଜାମ ସହିତ ମୁତୟନ ହୋଇ ସାରିଛନ୍ତି ।

ହତ୍ୟା ମାମଲାରେ ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାର ଗିରଫ-

ଅଲିମ୍ପିକ୍ ପଦକ ବିଜେତା କୁସ୍ତି ସୁଶୀଲ କୁମାରଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି ଏବଂ ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବା ଲାଗି ପ୍ରକ୍ରିୟା ହୋଇଛି ।

ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ

ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଏବଂ ନକ୍ସଲମାନଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଅତି କମରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି।

କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳରେ କୋଭିଡ ମୁକାବିଲା କରିବା ଲାଗି ନୁଆ ଗାଇଡଲାଇନ୍‌

କୋଭିଡ ସଂକ୍ରମଣକୁ ରୋକିବା ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରି ପରାମର୍ଶ ଦେଇଛି ଯେ ପେରି-ସହରାଞ୍ଚଳ ତଥା ଗ୍ରାମାଞ୍ଚଳଗୁଡିକ ସର୍ବନିମ୍ନ ୩୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକାରୀ କରିବାକୁ ଯେଉଁଠାରେ କି ସାମାନ୍ୟ ସଂକ୍ରମଣର ଲକ୍ଷଣ ଦେଖା ଗଲେ ହୋମ୍ ଆଇସୋଲେସନର ସୁବିଧା ନାହିଁ ।

ଏୟାରଟେଲ୍‌ର ବଡ ଘୋଷଣା ୫,୫୦,୦୦,୦୦୦ କୋଟି ଗ୍ରାହକଙ୍କୁ ମିଳିବ ଏହି ସୁବିଧା…..

ଏୟାରଟେଲ୍ ଏହାର ଗ୍ରହକ ମାନଙ୍କୁ ଗୋଟିଏ ଥର ପାଇଁ ୪୯ ବିଷିଷ୍ଟ ପ୍ୟାକ୍ ରେ ଉପଲବ୍ଧ ସୁବିଧାକୁ ଏହାର ୫,୫୦,୦୦,୦୦୦ କୋଟି ନିମ୍ନ ଆୟକାରୀ ବର୍ଗର ଲୋକଙ୍କୁ ମାଗଣାରେ ପ୍ରଦାନ କରିବ ।

‘ବ୍ଲାକ୍ ଫଙ୍ଗସ୍’ କ’ଣ,ଜାଣନ୍ତୁ ଏହି ରୋଗ ଓ ଏହାର ଲକ୍ଷଣ

ବ୍ଲାକ୍ ଫଙ୍ଗସ୍’ଯାହା ଏବେ ଅଧିକ କରୋନା ରୋଗୀଙ୍କ ଠାରେ ଚିହ୍ନଟ ହେଉଛି । ଏହା ନାକ, ଆଖି ଏବଂ ବେଳେବେଳେ ମସ୍ତିଷ୍କକୁ ବ୍ୟାପିଥାଏ ।

1 10 11 12 13 14 34