ଗୋଆର ବାମ୍ବୋଲିନ ଷ୍ଟାଡିୟମରେ ଚାଲିଥିବା ଆଇଏସଏଲର ଏକ ମୁକାବିଲାରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାରେ ୧୧ ଗୋଲ ସ୍କୋର ହୋଇଥିଲା ।
Category: National
ଇସ୍ରୋ ଚଳିତ ବର୍ଷ ସଫଳତାର ସହ ପ୍ରଥମ ସ୍ପେସ୍ ମିଶନ ଲଞ୍ଚ୍ କଲା
ଇସ୍ରୋ ଆଜି ବର୍ଷର ପ୍ରଥମ ମିଶନକୁ ସଫଳତାର ସହିତ ଲଞ୍ଚ୍ କରିଛି। ଇସ୍ରୋ ଶ୍ରୀହାରିକୋଟା ସ୍ପେସପୋର୍ଟରୁ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆମାଜୋନିଆ-୧ ଏବଂ ୧୮ ଉପଗ୍ରହକୁ ଅନ୍ୟ ଉପଗ୍ରହକୁ ନେଇଯିବା ପାଇଁ PSLV-C51
ଦୁଇ ଦିନ ହେଲା ଜଳୁଛି ଶିମିଳିପାଳ ଜଙ୍ଗଲ,
ଜଳୁଛି ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜରେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି । ଗତ ଦୁଇ ଦିନ ହେଲା ଜଙ୍ଗଲ ଜଳୁଛି । ଆନନ୍ଦପୁର, ଖଣ୍ଡାଚିରା, ବାଲିନାଲ ପାହାଡ଼ରେ ଲାଗିଛି ନିଆଁ
ଆଇପିଏସ୍ ଦମ୍ପତି ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ
ସାତକୋଶିଆ ଇକୋ ରିଟ୍ରିଟରେ ହୋଇଥିବା ଅଗ୍ନିକାଣ୍ଡରୁ ଆଇପିଏସ୍ ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଓଡ଼ିଶା ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ତାଙ୍କ ପତ୍ନୀ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଳା
ଓଡିଶା ମହିଳା ଫୁଟବଲ ଲିଗ ଆସନ୍ତାକାଲି ଠାରୁ ଆରମ୍ଭ ହେବ –
ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ମହିଳା ଫୁଟବଲ ଲିଗ ୨୦୨୦-୨୦୨୧ । ଏହି ଟୁର୍ଣ୍ଣାମେଣ୍ଟ ରାଜଧାନୀର କଳିଙ୍ଗ ଷ୍ଟାଡିଅମ ଏବଂ କ୍ୟାପିଟାଲ ହାଇସ୍କୁଲ ପଡିଆରେ ଖେଳାଯିବ । ଆଜି ଏନେଇ ଏକ
୬୫୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ସିସୋର ଗ୍ରୁପ୍ର ଜବତ-
ଓଡିଶାର ପ୍ରୋଟେକସନ୍ ଅଫ୍ ଡିପୋଜିଟର୍ସ (ଓପିଇଡି) କୋର୍ଟ ଆଜି ବୃହତ ଚିଟଫଣ୍ଡ ଠକେଇ କମ୍ପାନୀ ସିସୋର ଗ୍ରୁପ୍ର ୬୫୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି । କୋର୍ଟଙ୍କ ନିର୍ଦ୍ଦେଶରେ ୧୯୭ ଏକର
ଫେରିଲା ହୋମ୍ ଆଇସୋଲେସନ୍ , ଚିନ୍ତାରେ ଓଡ଼ିଶା ସରକାର –
ଦେଶରେ ଧିରେ ଧିରେ ପୁଣି ମୁଣ୍ଡ ଟେକିଲାଣି କରୋନା । ଯାହାଫଳରେ ଓଡ଼ିଶା ସରକାର ଆଗୁଆ ସଚେତନ ହେବାକୁ ଆରମ୍ଭ କଲେଣି । ତେବେ ଏହି କରୋନା କୁ ଦୃଷ୍ଟିରେ ରଖି ସରକାର ୫ଟି
୩୦ଟି ସାଇନ୍ସ ପାର୍କ ରାଜ୍ୟରେ ନିର୍ମାଣ ହେବ: ମନ୍ତ୍ରୀ ଅଶୋକ ପଣ୍ଡା
ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ କରାଯିବ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ମନ୍ତ୍ରୀ ଅଶୋକ ପଣ୍ଡା ଏହି ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ
ବଢିଲା ଚିନ୍ତା,ବୁର୍ଲା ଭିସୁଟର ୨୫ ଛାତ୍ର କରୋନା ପଜିଟିଭ ଚିହ୍ନଟ
ନିମ୍ନଗାମୀ ହୋଇଥିବା କରୋନା ଏବେ ପୁଣି ଉପରମୁହାଁ ହେବାକୁ ବସିଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏବେ ସମସ୍ତ ରାଜ୍ୟ ସରକାର ସଜାଗ ହୋଇ ଉଠିଛନ୍ତି । ବିଶେଷ ଭାବରେ
ଆରମ୍ଭ ହୋଇଛି ଅସହ୍ୟ ତାତି, ତାପମାତ୍ରା ରାଜଧାନୀ ଭୁବନେଶ୍ବରରେ 40 ଡିଗ୍ରୀ ଟପିଲା –
ବଦଳିଛି ପାଗ । ଶୀତ ସରିବା ସହ ଆରମ୍ଭ ହୋଇଛି ଗ୍ରୀଷ୍ମ ଋତୁ । କଲବଲ କରୁଛି ତାତି । ଏବେଠୁ ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନ ପ୍ରଭାବିତ କରୁଛି। 40 ଡିଗ୍ରୀ

