ବାତ୍ୟା ୟାସ୍‌ କେନ୍ଦ୍ରାପଡା ଏବଂ ଭଦ୍ରକ ମଧ୍ୟରେ ସ୍ଥଳଭାଗ ଛୁଇଁବ-

ସମୁଦ୍ରିକ ବାତ୍ୟା ୟାସ୍ କେନ୍ଦ୍ରାପଡା ଏବଂ ଭଦ୍ରକ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ବିଶ୍ୱର ବିଭିନ୍ନ ପାଣୀପାଗ ସଂସ୍ଥା କହିଛନ୍ତି ।

୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ଘଟଣାସ୍ଥଳରେ ଡ୍ରାଇଭର ମୃତ-

ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍ ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ସେହି ସ୍ଥାନରେ ପୋଲିସ୍ ପହଂଚି ଅଧିକ ତନାଘନା ଚଳାଇଛି ।

ଗତକାଲି ବିଳମ୍ବିତ ରାତିରେ ମା ସମଲେଶ୍ବରୀଙ୍କ ଦୀପ ଘରେ ନିଆଁ ଲାଗି ଜଳିଗଲା ମାନସିକ ଦୀପ-

ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଦୀପ ଘର ଜଳି ଯାଇଥିଲା। ତେବେ ସର୍ଟସର୍କିଟିଂ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

୮୦୦ ଓଡ୍ରାଫ କର୍ମଚାରୀ ବାତ୍ୟା “ୟାସ୍‌”ର ମୁକାବିଲାରେ ସାମିଲ ହେବେ , ଟ୍ୱିଟ କରି ସୁଚନା ଦେଲେ ଓଡିଶା ପୋଲିସ-

ବଙ୍ଗୋପସାଗରରେ ଆଜି ସକାଳ ୫ଟା ୩୦ରେ ବାତ୍ୟା ରୂପ ନେଇଛି ୟାସ୍ । ଏବେଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବ । ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣପୂର୍ବକୁ ୫୪୦ କିମି ଦୂରରେ ବାତ୍ୟା ୟାସ ।

୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବାତ୍ୟା ୟାସ ମୁକାବିଲା ପାଇଁ ପ୍ରଭାବିତ ଜିଲ୍ଲାରେ ଦାୟିତ୍ବ-

ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ମୁକାବିଲା ଲାଗି ରାଜ୍ୟସରକାର ପ୍ରଶାସନିକସ୍ତରରେ ଦାୟିତ୍ବ ବଣ୍ଟନ କରିଛନ୍ତି । ପ୍ରଭାବିତ ୫ଟି ଜିଲ୍ଲାରେ ପରିସ୍ଥିତିର ମୁକାବିଲା ଲାଗି ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ।

କରୋନା କଟକଣା ସାମାନ୍ୟ କୋହଳ : ବାତ୍ୟା ୟାସ୍ ଲାଗି ଅପରାହ୍ନ ୧ ଯାଏଁ ଆଜି ଓ ଆସନ୍ତାକାଲି ଦୋକାନ ଖୋଲା ରହିବ

ବାତ୍ୟା ୟାସ୍ ଲାଗି ସର୍ବସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରୋନା କଟକଣାକୁ ଦୁଇଦିନ ସମାନ୍ୟ କୋହଳ କରାଯାଇଛି । ଆଜି ଓ ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଦୋକାନ ଖୋଲା ରହିବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ବାତ୍ୟା ୟାସ ପ୍ରଭାବ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମୀକ୍ଷା କରିବେ , ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା-

ବାତ୍ୟା ୟାସର ପ୍ରଭାବ ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମୀକ୍ଷା କରିବେ । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ।

ବାତ୍ୟା ୟାସ୍ ବାଲେଶ୍ବରରେ ପ୍ରବଳ ପ୍ରଭାବ ଦେଖାଇବ , ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ ଗଚ୍ଛିତ ରଖିବାକୁ ଅନୁରୋଧ

ୟାସ ବାତ୍ୟାରେ ପରିଣତ ହୋଇସାରିଛି ଖୁବ୍ ଶୀଘ୍ର ଅତି ଭୀଷଣ ରୂପ ଧାରଣ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୬ ତାରିଖରେ ମଧ୍ୟାହ୍ନରେ ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ।

କରୋନା ଦୁର୍ଦ୍ଦଶା ସରୁନୀ, ଏପଟେ କବାଟ ବାଡେଇଲେଣି ପଙ୍ଗପାଳ

ଉତ୍ତରପ୍ରଦେଶ କରୋନା ମହାମାରୀର ମୁକାବିଲା କରିବା ସହ ବ୍ଲାକ୍ ଫଙ୍ଗସ ରୋଗର ମୁକାବିଲା ପାଇଁ ସଂଘର୍ଷ କରୁଛି,ଏହାରି ଭିତରେ ପଙ୍ଗପାଳ ଆକ୍ରମଣ ହେବାର ସମ୍ଭାବନା ମଧ୍ୟ ବହୁତ ବଡ ସମସ୍ୟା ରୁପରେ ଆସି କବଟ ବାଡେଇଲାଣି ।

1 36 37 38 39 40 128