ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ମେଡିକାଲ ମାନ ସ୍ଥାପନା କରୁଛନ୍ତି । ଏହି ଧାରାରେ ଆଜି ପୁରୀରେ ଆଜି ଏକ କୋଭିଡ ମେଡିକାଲର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।
Year: 2021
ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ଆସନ୍ତା ୨୩ରେ ଲଘୁଚାପରେ ପରିଣତ ହେବ
ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେଊଛି । ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଜି ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ୨୩ରେ ଅବପାତର ରୂପ ନେବ ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୨୨ ତାରିଖ ୨୦୨୧ ମସିହା(ଶନିବାର) ବୈଶାଖ ମାସ-ଶୁକ୍ଳପକ୍ଷ
ଗୋଆ ଦୌରା ଜଜ୍ ୮ବର୍ଷ ପରେ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ –
ନିଜ ସହକର୍ମୀଙ୍କୁ ବଳାତ୍କାର ମାମଲାରେ ତେହଲକା ମାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ ଦୋଷମୁକ୍ତ ହୋଇଛନ୍ତି। ଗୋଆ ଦୌରାଜଜ୍ କୋର୍ଟ ୮ ବର୍ଷ ପରେ ଅଭିଯୁକ୍ତ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କରିଛନ୍ତି।
କରୋନା ସଂକ୍ରମଣରେ ପରିବେଶବିତ୍ ସୁନ୍ଦରଲାଲ ବାହୁଗୁନାଙ୍କର ମୃତ୍ୟୁ
ରସିକେଷ ଏମ୍ସରେ ପରିବେଷବିତ୍ତ୍ ଶୁନ୍ଦରିଲାଲ ବହୁଗୁଣଙ୍କର ଆଜି କରୋନା ସଂକ୍ରମଣରେ ଚିକିତ୍ସାଧିନ ଅବସ୍ତାରେ ଦେହାନ୍ତହୋଇଛି ।
୮୦୦ ଜଣ କର୍ମଚାରୀ ରାଉରକେଲା ଇସ୍ପାତ କାରଖାନାର କରୋନା ପଜିଟିଭ୍ ଚିହ୍ନଟ-
କରୋନା ମହାମାରୀ ସମୟରେ ବିଭିନ୍ନ ଜିଲ୍ଲାରୁ ଏକାଧିକ କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ରାଉରକେଲା ଇସ୍ପାତ କାରଖାନାରୁ ଏକାଥରକେ ୮ ଶହ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ।
ସମ୍ଭାବ୍ୟ ବାତ୍ୟା ୟଶ୍ ଦାନା ବାନ୍ଧୁଛି : ବାଲେଶ୍ୱର ଓ ଦୀଘା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍
ଇଣ୍ଡିଆନ୍ ନ୍ୟାସ୍ନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ (ଆଇଏନ୍ସିଓଆଇଏସ୍)ର ମଡେଲ ଅନୁଯାୟୀ, ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍’ ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ।
କରୋନା ଆତଙ୍କ ମାଓ ସଙ୍ଗଠନରେ: ଭୟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ
ମାଓ ସଙ୍ଗଠନରେ ଏବେ କରୋନା ଆତଙ୍କ ଦେଖାଦେଇଛି । ୫୦ରୁ ଅଧିକ ମାଓବାଦୀ କୋଭିଡ୍ ସଂକ୍ରମିତ ଥିବା ନିକଟରେ ଦାନ୍ତେଓ୍ୱାଡା ଏସପି କହିଥିଲେ ।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ଆଜି କରୋନା ମୁକାବିଲା ନେଇ ହୋଇପାରେ ନିଷ୍ପତ୍ତି
ଆଜି ସଂଧ୍ୟା ସାଢେ଼ ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ।
ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ
ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଏବଂ ନକ୍ସଲମାନଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଅତି କମରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି।

