ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚାଲିଥିବା ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ରେ ରାଜସ୍ଥାନ ପକ୍ଷରୁ ଦଳର ଦୁର୍ଦଶ ବ୍ୟଟ୍ସମ୍ୟାନ୍ ଜସ୍ ବଟଲରଙ୍କ ଧମାକାଦାର ଶତକ ବଳରେ ହାଇଦ୍ରାବାଦ ପାଇଁ ରାଜସ୍ଥାନ ୨୨୧ ରନ୍ ର ବିଜୟ ଲକ୍ଷ ସ୍ଥିର କରିଛି
Year: 2021
ଡିଜିପିଙ୍କର କୋଭିଡ ସ୍ଥିତି ସମୀକ୍ଷା ପାଇଁ ରାଉରକେଲା ଗସ୍ତ
ଇସ୍ପାତ ସହରରେ କୋଭିଡ କାର୍ଯ୍ୟକାରୀ ପଦକ୍ଷେପ ସମୀକ୍ଷା କରିବା ପାଇଁ ପୋଲିସ ଡିଜିପି ଅଭୟ ଆଜି ରାଉରକେଲା ଗସ୍ତ କରିଛନ୍ତି।
ନୁତନ ମଦ ଦୋକାନ କୁ ବିରୋଧ ପ୍ରତି ବାଦରେ ସାମ୍ବାଦିକ ସମ୍ମିଳନୀ…
ନୁତନ ମଦ ଦୋକାନ କୁ ବିରୋଧ ପ୍ରତି ବାଦରେ ସାମ୍ବାଦିକ ସମ୍ମିଳନୀ…
ପ୍ରାରମ୍ଭିକ ଟ୍ରେଣ୍ଟରେ ଡିଏମକେ ଓ ସହଯୋଗି ଆଗରେ, ଶାସକ ଏଆଇଡିଏମକେ ପଛରେ ପଡିଲା : ତାମିଲନାଡୁ ନିର୍ବାଚନ-
ତାମିଲନାଡୁ ସାଧାରଣ ନିର୍ବାଚନ ୨୦୨୧ ପ୍ରରମ୍ଭିକ ପର୍ଯ୍ୟାୟରେ ଡିଏମକେ ଓ ତାର ସହଯୋଗିମାନେ ଆଗରେେ ରହିଛନ୍ତି
ଟି. ରବି ଶଙ୍କର ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେବେ
ଏପ୍ରିଲ ମାସରେ ରିଜର୍ବ ବ୍ୟାଙ୍କର ଡେପ୍ୟୁଟି ଗଭର୍ଣ୍ଣର ବି.ପି କାନୁନଗୋ ଅବସର ନେବା ପରେ ଏବେ ତାଙ୍କ ସ୍ଥାନରେ ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ ହେବାକୁ ଯାଉଛନ୍ତି ଟି. ରବି ଶଙ୍କର
ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନେ ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା ଘୋଷଣା ହେଲେ , ରାଜ୍ୟର ୬୯୪୪ ସାମ୍ବାଦିକ ଉପକୃତ ହେବେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା ଘୋଷଣା କରିଛନ୍ତି।
ଚଇତି ପର୍ବରେ ଭିଡ ହଟାଇବାକୁ ଉଦ୍ୟମ କରିବାରୁ ପୋଲିସ ଉପରକୁ ଆକ୍ରମଣ: ଏଏସଆଇ ଗୁରୁତର
ବାରିପଦା ନିକଟ କପ୍ତିପଦା ଥାନା ଅଞ୍ଚଳରେ ଚଇତି ପର୍ବ ପାଳନ ଚାଲିଥିବାବେଳେ ପୋଲିସ ଭିଡ ନିୟନ୍ତ୍ରଣ ପାଇଁ ବନ୍ଦ କରିବାରୁ ଲୋକେ ପାଲଟା ଆକ୍ରମଣ କରିଛନ୍ତି ।
ନିର୍ବାଚନ କାର୍ଯ୍ୟକୁ ଲକଡାଉନ ସମୟରେ ଅନୁମତି-
ରାଜ୍ୟରେ ଲାଗୁ ହେଉଥିବା ଲକଡାଉନ ସମୟରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକୁ ଅନୁମତି ମିଳିବ ବୋଲି କୁହାଯାଇଛି । ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ସଟଡାଉନ ଓ ଲକଡାଉନ ଲାଗୁ ହେବ ନାହିଁ ।
ରାଜ୍ୟରେ ବୁଧବାର ଠାରୁ ଲାଗୁ ହେଲା ୧୪ ଦିନିଆ ଲକଡାଉନ, ଲାଗିଲା ପ୍ରତିବନ୍ଧକ-
ରାଜ୍ୟସରକାର ରବିବାର ମେ ୫ (ବୁଧବାର) ସକାଳ ଠାରୁ ମେ ୧୯ (ବୁଧବାର) ସକାଳ ପର୍ଯ୍ୟନ୍ତ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।
ଜ୍ୟୋତିଷ ବିଚାର
ଆଜିର ରାଶିଫଳ
ଅଦ୍ୟ ମଇ ମାସ ୦୨ ତାରିଖ ୨୦୨୧ ମସିହା(ରବିବାର)

