ଆଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର ଏବଂ କଟକ ଟ୍ୱିନ୍ ସିଟି ପାଇଁ ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ । ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଟ୍ୱିନ୍ ସିଟି
Month: March 2021
ଗୌତମ ଦାସ ୨୦୨୧ ଜେଇଇ ମେନରେ ଓଡିଶାରୁ ଟପ୍ପର
୨୦୨୧ ଜେଇଇ ମେନ୍ (ଫେବୃଆରୀ ସେସନ)ରେ ରାଜ୍ୟ ଟପ୍ପର ଭାବରେ ଗୌତମ ଦାସ ସ୍ଥାନ ପାଇଛନ୍ତି । ୨୦୨୧ ଜେଇଇ ମେନର ଫଳାଫଳ ସୋମବାର ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ଘୋଷଣା କରାଯାଇଛି
ଶକ୍ତିଶାଳୀ ବିସ୍ଫୋରଣରେ ୨୦ ମୃତ, ୪୦୦ରୁ ଅଧିକ ଆହତ
ଇକ୍ୱେଟୋରିଆଲ୍ ଗିନିର ମିଲିଟାରୀ ବାରାକରେ ସିରିଏଲ୍ ବିସ୍ଫୋରଣ । ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୪୦୦ରୁ ଅଧିକ । ବାଟା ସହରରେ ଥିବା ମିଲିଟାରୀ ବାରାକରେ ଏହି ବିସ୍ଫୋରଣ
ଅନ୍ତର୍ଜାତୀୟ ମହିଳା ଦିବସ’: ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ମହିଳା ଶିଳ୍ପୀ
ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ
ଜାତୀୟ ସାଇକେଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଶା ଝିଅ ଶ୍ୱାତୀ
ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରାଉରକେଲା ଝିଅ ଶ୍ବାତୀ ସିଂ। ମୁମ୍ବାଇରେ ଅନୁଷ୍ଠିତ ୩୫ ତମ ଜାତୀୟ ସଡକ ସାଇକେଲ ଚାମ୍ପିୟନସିପ୍ରେ ମହିଳା ବର୍ଗ ଅଧୀନରେ ୬୦ କିଲୋମିଟର ରୋଡ୍ ମାସ୍ ଷ୍ଟାର୍ଟରେ ଓଡିଶାର
ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୯ ଜଣିଆ ଟାକ୍ସ ଫୋର୍ସ କମିଟି ଗଠନ କଲେ ରାଜ୍ୟ ସରକାର
ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର । ନିଆଁ ଆୟତ୍ତ ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ଜଣିଆ କମିଟି ଗଠନ କରିଛନ୍ତି
ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବାବଦରେ ସୂଚନା ଦେଲେ ମିଳିବ ପୁରସ୍କାର
ରାଜ୍ୟରେ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ । ଲିଭାଇବା କାମରେ ଲାଗିଛନ୍ତି ବନ ବିଭାଗ ଓ ଅଗ୍ନିଶମ ବାହିନୀ କର୍ମଚାରୀ । ଏଣିକି ଜଙ୍ଗଲରେ ନିଆଁ ଲଗାଇବେ ଗିରଫ ହେବେ । ଏନଇ କଡ଼ା
ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭା ପାଇଁ ପଠାଗଲା ଆଉ ଚାରୋଟି ଅଗ୍ନିଶମ ଟିମ
ଲିଭିବାର ନାଁ ଧରୁନି ଶିମିଳିପାଳରେ ନିଆଁ । ଉତ୍ତର ଶିମିଳିପାଳରେ ଏହି ନିଆଁ ପ୍ରାୟ ୧୮ଟି ସ୍ଥାନରେ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗର କର୍ମଚାରୀ ନିୟୋଜିତ
ବଡ ମେଡିକାଲ ଛାତରୁ ସିଲିଂ ଫ୍ୟାନ ପଡି ରୋଗୀ ଗୁରୁତର
ଆଜି ସକାଳେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସର୍ଜରୀ ୱାର୍ଡ ଭିତରେ ଚଳନ୍ତା ସିଲିଂ ଫ୍ୟାନ୍ ଜଣେ ମହିଳାଙ୍କ ଉପରେ ପଡ଼ିଯିବାରୁ ସେ ଆଘାତ ହୋଇଛନ୍ତି ।ସୂଚନାନୁସାରେ, ଯାଜପୁରର ବାସିନ୍ଦା ଜଣେ ମହିଳାଙ୍କୁ
ପରିବେଶ ଅପରିଚ୍ଛନ୍ନତା ଓ ବଜ୍ୟ ପକାଇବା କ୍ଷେତ୍ରରେ ଶ୍ରେଷ୍ଠ ୨୩ତମ ସ୍ଥାନରେ ଓଡିଶା
ଓଡିଶା ପରିବେଶ ପ୍ରଦୂଷଣ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିଛି । ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଓଡିଶା ପରିବେଶର ଅପରିଚ୍ଛନ୍ନତା ଓ ବଜ୍ୟ ଖୋଲାରେ ପକାଇବା କ୍ଷେତ୍ରରେ ୨୩ତମ ସ୍ଥାନ ଅଧିକାର କରିଛି

