କରୋନା ସଂକ୍ରମଣ ମଧ୍ୟରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି । ଯାହାଫଳରେ ରହିବା ,ଖାଇବା ,ପିଇବାରେ ବିଭିନ୍ନ ସମସ୍ୟା ଉପୁଜୁଛି । ତେବେ ଏହାକୁ ଦୃଷ୍ଟିରେ ରଖି ଉଠା ଦୋକାନୀଙ୍କ ପାଇଁ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି ।
Month: June 2021
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବଶିଷ ପାଣିଗ୍ରାହୀ ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ-
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବଶିଷ ପାଣିଗ୍ରାହୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଆଜି କୋଲକାତାକୁ ବିମାନ ଯୋଗେ ନିଆଯାଇଛି। କରୋନା ସଂକ୍ରମିତ ହେବା ପରେ ପାଣିଗ୍ରାହି କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭେଣ୍ଟିଲେଟର ଥିଲେ।
ଆଜି ସଂଧ୍ୟା 5 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରିବେ –
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ 5 ଟାରେ ଦେଶକୁ ସମ୍ବୋଧିତ କରିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଏକ ଟୁଇଟରେ ଯୋଗେ ସୁଚନା ଦିଆଯାଇଛି।
ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ-
ଲକଡାଉନ କଟକଣା ଜାରି ରହିଥିବାରୁ ମହିଳାମାନେ ସାବିତ୍ରୀରେ ବିଭିନ୍ନ ପୂଜା ସାମଗ୍ରୀ କିଣିବା ଲାଗି ଚିନ୍ତାରେ ପଡିଛନ୍ତି । ତେବେ ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ ।
ଗଞ୍ଜାମ ପୁଅ ଅରୁଣ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦେବେ କାଠର ପୁସ୍ତକରେ ଖୋଦିତ କରିଥିବା ହନୁମାନ ଚାଳିଶା ଉପହାର-
ଗଞ୍ଜାମ ଜିଲ୍ଲାର କଣ୍ଟେଇକୋଳି ଗାଁର ଅରୁଣ ସାହୁ କାଠରୁ ଏକ ପୁସ୍ତକ ତିଆରି କରିଛନ୍ତି ଓ ସେଥିରେ ହନୁମାନ ଚାଳିଶା ଖୋଦିତ ହୋଇଥିବା ଦେଖିବାକୁ ମିଳିଛି ।
ଘରୋଇ କଳିରେ ଅଭିଯୁକ୍ତ ଶାଳୀର ତଣ୍ଟିକୁ କାଟି ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ କଲା –
ଘରୋଇ କଳିରେ ଶାଳୀର ତଣ୍ଟିକୁ କାଟି ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ କଲା ଅଭିଯୁକ୍ତ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କିରିବୁର ଅଞ୍ଚଳରେ । ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ଜଣକ ହେଉଛି ରୂପ ସିଂ ସିଦ୍ଧୁ ।
କଟକ ଚୌଦ୍ବାରରେ କରୋନା ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଚାଇଲ୍ଡଲାଇନ ନାବାଳିକାକୁ ଉଦ୍ଧାର କରିଛନ୍ତି-
କଟକ ଚୌଦ୍ବାରରେ କରୋନା ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଚାଇଲ୍ଡଲାଇନ ନାବାଳିକାକୁ ଉଦ୍ଧାର କରିଛନ୍ତି । ତାଙ୍କୁ ଉଦ୍ଧାର କରିବା ପରେ ଏକ ଚାଇଲ୍ଡ କେୟାର ଘରେ ଆଶ୍ରୟ ଦିଆଯାଇଛି।
ମହାରାଷ୍ଟ୍ରରେ ଏଣ୍ଟରଟେନ୍ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର, ନିୟମିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ମିଳିଲା ଅନୁମତି-
କରୋନା କଟକଣା ମଧ୍ୟରେ ଫସିଯାଇଛନ୍ତି ସିନେ କଳାକାରମାନେ ଯାହାଫଳରେ ରୋଜଗାର କରିବାର ପନ୍ଥା ଏକପ୍ରକାର ଠପ୍ ହୋଇଯାଇଛି । ତେଣୁ ମହାରାଷ୍ଟ୍ରରେ ଏଣ୍ଟରଟେନ୍ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର ମଧ୍ୟ ରହିଛି।
ରାଜ୍ୟରେ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ: ବଢିବ କାଳବୈଶାଖୀ ବର୍ଷା-
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାରୁ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କରିଛି । ଟ୍ରପଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ଜାରି ରହିଛି ।
ରାଜ୍ୟର ୫ଟି ସହରରେ ଘରେ ଘରେ ମିଳିବ ଅକ୍ସିଜେନ କନସେଣ୍ଟ୍ରଟର, ବୁକ୍ ପରେ ହେବ ହୋମ ଡେଲିଭେରି
ରାଜ୍ୟର ୫ଟି ସହରରେ ଅକ୍ସିଜେନ କନସେଣ୍ଟ୍ରଟର ହୋମ ଡେଲିଭେରି ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି ।

