ଭଦ୍ରକ ବିଧାୟକଙ୍କ ବାସଭବନରେ ଆଜି ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର ଏକ ପ୍ରତିନିଧି ଦଳ ମିଳିତ ହୋଇ ବିଧାୟକଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତାଞ୍ଜୟତା ଜ୍ଞାପନ କରିଛନ୍ତି l
Month: August 2021
ଓଏସ୍ଏସ୍ସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ
ଗତ ଶୁକ୍ରବାର ଓଏସ୍ଏସ୍ସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ତାଙ୍କ ଘର, ଅଫିସ୍ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ୍ ୬ ଟି ଜାଗାରେ ଚଢ଼ଉ କରିଥିଲା ।
ଜୋର ଧରୁଛି ଆରଡି ମନ୍ଦିର ଖୋଲିବା ଦାବି-
ଧିରେ ଧିରେ କରୋନା କଟକଣା କୋହଳ ହେବାରେ ଲାଗିଛି । ଆଜି ଠାରୁ କଟକଣା ବହୁତ ମାତ୍ରାରେ କୋହଳ କରିଛନ୍ତି ସରକାର ।
ଦୂତୀଙ୍କ ପରାଜୟକୁ ନେଇ ଭଉଣୀ ସରସ୍ୱତୀ ଆଣିଲେ ସଙ୍ଗୀନ ଅଭିଯୋଗ-
୧୦୦ ମିଟର ଦୌଡ ପରେ ଆଜି ୨୦୦ ମିଟର ଦୌଡରେ ବି ଓଡ଼ିଶାର ଦୌଡରାଣୀ ଦୂତୀଚାନ୍ଦ ପରାଜୟ କରିବା ପରେ ରାଜ୍ୟ ବାସୀଙ୍କ ସମେତ ଦେଶ ବାସୀଙ୍କୁ ବି ନିରାଶ କରିଛନ୍ତି ଦୂତୀ ।
ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳରେ ବିପୁଳ ପରିମାଣର କୋରେକ୍ସ ଜବତ , ୨ ଗିରଫ ।
https://youtu.be/50clXGgyqG8
ଜ୍ୟୋତିଷ ବିଚାର
ଅଦ୍ୟ ଅଗଷ୍ଟ ମାସ ୦୨ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩, ସମ୍ବତ -୨୦୭୮, ସାଲ-୧୪୨୮, ସମ୍ବତ୍ସର-ରାକ୍ଷସଶ୍ରାବଣମାସ-କୃଷ୍ଣପକ୍ଷତିଥି-ନବମୀ ଦିବା ଘ୧୦/୨୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର- କୃତ୍ତିକା ରାତ୍ରି ଘ୧୧/୧୮ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର-ବୃଷ, ଯୋଗ-ବୃଦ୍ଧି, କରଣ-ଗରସୌରମାସ-କର୍କଟ
ଉତ୍ତର ସିକ୍କିମରେ ହଟଲାଇନ୍ ସ୍ଥାପିତ, ଭାରତ-ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଆଉ ଏକ ପଦକ୍ଷେପ-
ଭାରତୀୟ ସେନା ଓ ଚୀନ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ କୌଣସି ପ୍ରକାରର ଉତ୍ତେଜନାରୁ ବର୍ତ୍ତିବା ଳାଗି ରବିବାର ଉତ୍ତର ସିକ୍କିମ ଅଂଚଳରେ ଏକ ହଟଲାଇନ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ।
ଭୁବନେଶ୍ୱର ସମେତ ରାଜ୍ୟର ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର ସମେତ ରାଜ୍ୟର ଏହି ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ରବିବାର ଦିନ ପାଣିପାଗ ବଭାଗ ଚେତାବନୀ ଦେଇଛି।
ପ୍ରଧାନମନ୍ତ୍ରୀ ଆଜି ଡିଜିଟାଲ ପେମେଣ୍ଟ ସଲ୍ୟୁଶନ e-RUPIର ଶୁଭାରମ୍ଭ କରିବେ,
ଭାରତ ଡିଜିଟାଲ ପେମେଣ୍ଟକ୍ଷେତ୍ରରେ ଆଜି ପୁଣି ଏକ ବଡ଼ ପଦକ୍ଷେପ ଉଠାଇବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଇ-ଭାଉଚର-ବେସ୍ଡ ଡିଜିଟାଲ ପେମେଣ୍ଟ ଲସ୍ୟୁସନ e-RUPIର ଶୁଭାରମ୍ଭ କରିବେ
ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଧିରେ ଧିରେ ଖୋଲୁଛି, ଭିତରକନିକା ଅଗଷ୍ଟ ୫ ରୁ ଖୋଲିବ
ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ଅନ୍ୟପଟେ ଦୀର୍ଘ ଦିନ ଧରି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିବା ପରେ ବର୍ତ୍ତମାନ ଅନଲକ୍ ପର୍ଯ୍ୟାୟରେ ଧିରେ ଧିରେ ଖୋଲିବା ଆରମ୍ଭ ହୋଇଛି ।

