ନୂଆଦିଲ୍ଲୀ: ୨୦/୦୩(ଅଖିଳେଶ ତ୍ରିପାଠୀ ): ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ୫୮ କୋଟି
Month: March 2025
ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ
ଭୁବନେଶ୍ବରର/ କେନ୍ଦୁଝର:୨୦/୦୩(ଅଶୋକ ସାହୁ ): କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡ୍ରେ ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ
ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ମାଓବାଦୀଙ୍କ ପ୍ରାଣହାନି, ଜଣେ ଯବାନ ସହିଦ
ମାଲକାନଗିରି:୨୦/୩(ଶିବାନୀ ପଣ୍ଡା): ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ମାଓବାଦୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ଭିନ୍ନ ଭିନ୍ନ ଅପରେସନରେ ବିଜାପୁରରେ ୨୦ ଓ କାଙ୍କେରରେ ୪ ମାଓବାଦୀଙ୍କ
ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍, ସରକାର
ଭୁବନେଶ୍ୱର,୨୦।୩(ଅଶୋକ ସାହୁ ): ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍। ଯୋଜନାକୁ ନେଇ ବିଧାନସଭାରେ ବଡ଼ ସୂଚନା ଦେଲେ ରାଜ୍ୟ ସରକାର। ସରକାର ଗୃହରେ କହିଛନ୍ତି, ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଆଗ୍ରହ
ଭିମ-ୟୁପିଆଇ କାରବାର (P2M) କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖବର
ନୂଆଦିଲ୍ଲୀ:୧୯/୦୩: ଭିମ-ୟୁପିଆଇ କାରବାର (P2M) କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖବର ଅଛି। କେନ୍ଦ୍ର ସରକାର ଏବେ କମ୍ ମୂଲ୍ୟର ଭିମ-ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛନ୍ତି। ଯାହା ଅଧୀନରେ
ନବ ଦାସ ହତ୍ୟା ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ’
ଭୁବନେଶ୍ବର:୨୯/୦୩(ଅଶୋକ ସାହୁ ): ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ
ରାଜଧାନୀରେ ଡବଲ ମର୍ଡର
ଭୁବନେଶ୍ବର:୧୫/୦୩(ପ୍ରତୀକ୍ଷା ମିଶ୍ର ): ହୋଲିରେ ରାଜଧାନୀ ଭୁବନେଶ୍ବରରେ ଡବଲ ମର୍ଡର ହୋଇଛି। ଉଭୟ ଘଟଣାରେ ଛୁରି ଭୁସି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି। ଏନେଇ ଏବେ କମିସନରେଟ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
ପିକଅଫ ଗାଡି ଦୁର୍ଘଟଣାରେ ବାପା ପୁଅ ମୃତ ମା ଗୁରୁତ୍ତର: ଡ୍ରାଇଭର ଫେରାର.
ଭବାନୀପାଟଣା:୧୪/୦୩(ଜୟକୃଷ୍ଣ ବେହେରା ): 14ମାର୍ଚ୍ଚ ସକାଳ ପ୍ରାୟ 5ଘଣ୍ଟା ସମୟରେ ବୋର୍ଦା ପୋଲିସ ନିକଟ ବୁଡ଼ା ପଡା ଛକ ନିକଟ ରାଜ ରାସ୍ତାରେ ବୋର୍ଦାର ରାଜେଶ ଜୈନଙ୍କ ପିକ ଅପ ଗାଡି ନମ୍ବର -ଓ
ଖମ୍ବେଶ୍ୱରୀ ବସ୍ କଳିଙ୍ଗା ଘାଟିରେ ଓଲୋଟିଲା , ୧୦ ଆହତ
ଭଞ୍ଜନଗର,୧୪ା୩(କେଶବ ନାହାକ ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଶୁକ୍ରବାର ପ୍ରତ୍ୟୁଷରେ ଖମ୍ବେଶ୍ୱରୀ ବସ୍ ଓଲୋଟି ପଡିଛି। ଏଥିରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ୩ ଜଣଙ୍କ
ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି: ନିବେଶକମାନେ ଫେରି ଖୁବ୍ ଶୀଘ୍ର ପାଇବେ ଜମା ଟଙ୍କା
ଭୁବନେଶ୍ୱର,୧୪ା୩: ଚିଟଫଣ୍ଡ ଫାର୍ମ, ରୋଜଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀଜ୍ର ଠକ ନିବେଶକମାନେ ଖୁବ୍ ଶୀଘ୍ର ସେମାନଙ୍କର ଟଙ୍କା ଫେରି ପାଇବେ। ଗୁରୁବାର ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜୋନାଲ ଅଫିସ୍ ଦ୍ୱାରା ଏହା ପ୍ରକାଶ ପାଇଛି