ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ଗାଁ ନିକଟରେ ଥିବା ଆମ୍ବ ତୋଟା ନିକଟରେ ବନ୍ଧୁକ ଦେଖାଇ ଜଣେ ଫାଇନାଶ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ କର୍ମଚାରୀ ଜଣଙ୍କ ଲୋନ ରିକୋଭରି ଟଙ୍କା ନେଇ ଫେରୁଥିବା ସମୟରେ ତିନି ଜଣ ଦୁର୍ବୁତ୍ତ ହଠାତ ତାଙ୍କ ଉପରକୁ ଆକ୍ରମଣ କରିବା ସହ ପାଖରେ ଥିବା ଟଙ୍କା ଲୁଟି ନେଇଥିଲେ । ଖବର ପାଇ ରରୁଆଁ ପୋଲିସ ଘଟିଯାଇଥିବା ସ୍ଥାନ ପରିଦର୍ଶନ କରି ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରି ଦୁର୍ବୁତ୍ତ ଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *