ଓଡ଼ିଶାରେ ପ୍ରତିଷ୍ଠା ହେବ ବଜ୍ରାଘାତ ଗବେଷଣା କେନ୍ଦ୍ର

ଓଡ଼ିଶାରେ ପ୍ରତିଷ୍ଠା ହେବ ବଜ୍ରାଘାତ ଗବେଷଣା କେନ୍ଦ୍ର

ଓଡ଼ିଶାରେ ପ୍ରତିଷ୍ଠା ହେବ ବଜ୍ରାଘାତ ଗବେଷଣା କେନ୍ଦ୍ର ।  ପ୍ରଥମ ଥର ପାଇଁ ଦେଶରେ ଏହି ଅନୁସନ୍ଧାନ କେନ୍ଦ୍ର ଖୋଲିବ  । ଗବେଷଣା କେନ୍ଦ୍ର ଦ୍ୱାରା ବଜ୍ରାଘାତ ସମ୍ବନ୍ଧରେ ଆହୁରି ସଠିକ ତଥ୍ୟ ମିଳି ପାରିବ  । ଏନେଇ ଭୁବିଜ୍ଞାନ ପକ୍ଷରୁ ନିଷ୍ପତି ନିଆଯାଇଛି  ।

ବାଲେଶ୍ୱରରେ ବଜ୍ରାଘାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ପାଇଁ ଯୋଜନା ହେଉଥିବା ସୂଚନା ରହିଛି  । ବଜ୍ରାଘାତର ସଠିକ ଆକଳନ ଦ୍ୱାରା ଧନଜୀବନ ରକ୍ଷା କରାଯାଇ ପାରିବ ବୋଲି IMD ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର। ସୂଚନା ଦେଇଛନ୍ତି  ।  ବଜ୍ରାଘାତର ନିର୍ଭୁଲ ତଥ୍ୟ ପାଇଁ ବଜ୍ରାଘାତ ଗବେଷଣା କେନ୍ଦ୍ରର ଆବଶ୍ୟକତା ରହିଛି  ।

Leave a Reply

Your email address will not be published. Required fields are marked *