ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ କଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରୁ । ସୂଚନା ଅନୁସାରେ, ଜଣେ ଯୁବକ ତିନି ଦିନ ତଳେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । ମାତ୍ର ପରିବାର ପକ୍ଷରୁ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ଗଟିଥିବା ଅଭିଯୋଗ କରାଯାଇଛି । ମୃତ ଯୁବକଙ୍କ ଶବ ରଖି ପରିବାର ପକ୍ଷରୁ ହସ୍ପଡିଟାଲ ବାହାରେ ଧାରଣା ଦିଆଯାଇଛି । 

Leave a Reply

Your email address will not be published. Required fields are marked *