ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ, ୩ ଜଣ ଗିରଫ

ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ, ୩ ଜଣ ଗିରଫ

ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଜଙ୍ଗଲର ପଶୁ ,ପକ୍ଷୀଙ୍କ ଉପରେ ପଡ଼ୁଛି ଜଙ୍ଗଲ ମାପିଆ ମାନଙ୍କ ନଜର । ଆଜି ବାଘ ଛାଲ ଓ ହାତୀ ଦାନ୍ତ ବିକ୍ରି ପାଇଁ ଡ଼ିଲ୍ ଚାଲିଥିଲା ବେଳେ  କ୍ରାଇମବ୍ରାଞ୍ଚ ଏସଟିଏଫ ଘଟଣାସ୍ଥଳରେ ଚଢାଉ କରିଛି ।

ଗୋଟିଏ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ଏସଟିଏଫ୍ । ମୟୂରଭଞ୍ଜ ଓ କେନ୍ଦୁଝରରୁ କଲରାପତରିଆ ବାଘ ଚମଡ଼ା ଓ ହାତୀ ଦାନ୍ତ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ପଚରାଉଚରା କରୁଛି ଏସଟିଏଫ୍ । 

Leave a Reply

Your email address will not be published. Required fields are marked *