କେବଳ କୋଟିଆ ନୁହେଁ ଗଞ୍ଜାମ ପାତ୍ରପୁରରେ ବି ଚାଲିଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ

କେବଳ କୋଟିଆ ନୁହେଁ ଗଞ୍ଜାମ ପାତ୍ରପୁରରେ ବି ଚାଲିଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ

କେବଳ କୋଟିଆ ନୁହେଁ ଗଞ୍ଜାମ ଜିଲ୍ଲାର କିଛି ସୀମାନ୍ତ ବର୍ତ୍ତି ଗାଁ ଗୁଡିକ ଉପରେ ବି ଆନ୍ଧ୍ର ର ଦାଦାଗିରି ଜାରି ରହିଛି । ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଥିବା ବେଳେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ୍ ଅଧିନସ୍ଥ ୮ ଟି ସୀମାନ୍ତବର୍ତ୍ତି ଗାଁରେ ଆଜି ସକାଳୁ ଆରମ୍ଭ ହୋଇଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ୮ଟି ଗାଁରେ ଏହି ନିର୍ବାଚନ ପାଇଁ ଆଜି ସକାଳ ୭ ଟାରୁ ମନ ଦାନ ଆରମ୍ଭ ହୋଇଛି । ଏଥି ପାଇଁ ଆନ୍ଧ୍ର ସରକାର ବ୍ୟପକ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି । ଉତ୍ତେଜନା କୁ ଦୃଷ୍ଟିରେ ରଖି ଉଭୟ ସରକାରଙ୍କ ପଟୁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *