କୃଷକ ଆନ୍ଦୋଳନକୁ ନେଇ ଟୁଲକିଟ୍ ମାମଲାରେ ଦିଶା ରବି ଗିରଫ !

କୃଷକ ଆନ୍ଦୋଳନକୁ ନେଇ ଟୁଲକିଟ୍ ମାମଲାରେ ଦିଶା ରବି ଗିରଫ !

ନୂଆଦିଲ୍ଲୀ ୧୫/୦୨ : ଗ୍ରେଟା ଥନବର୍ଗଙ୍କ ତରଫରୁ କୃଷକ ଆନ୍ଦୋଳନକୁ ନେଇ ସେୟାର କରିଥିବା ଟୁଲକିଟ ମାମଲାରେ କ୍ଲାଇମେଟ୍ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର ସାଇବର କ୍ରାଇମ ୟୁନିଟ ଶନିବାର ଦିନ ଦିଶାଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘରୁ ଗିରଫ କରିଥିଲେ। ପୋଲିସ କହିଛି ଯେ ଦିଶା ସ୍ୱିଡ଼େନର ଗ୍ରେଟା ଥନବର୍ଗଙ୍କୁ ଟୁଲ କିଟ ଦେଇଥିଲେ ଏବଂ ସେ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଏହି ମାମଲାକୁ ଜାନୁଆରୀ ୨୬ ତାରିଖ ଦିଲ୍ଲୀରେ ହୋଇଥିବା ହିଂସା ଘଟଣା ସହ ସଂଯୋଜିତ କରାଯାଇଛି।

Leave a Reply

Your email address will not be published. Required fields are marked *