ବେଦାନ୍ତ ଫେକର ଗେଟ୍ ସମ୍ମୁଖରେ ଛଟେଇ ଶ୍ରମିକଙ୍କ ଧାରଣା, ଆଲୋଚନା କଲେ ସମାଜ ସେବୀ ଶୁତାସୁ ଶେଖର

ବେଦାନ୍ତ ଫେକର ଗେଟ୍ ସମ୍ମୁଖରେ ଛଟେଇ ଶ୍ରମିକଙ୍କ ଧାରଣା, ଆଲୋଚନା କଲେ ସମାଜ ସେବୀ ଶୁତାସୁ ଶେଖର

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ଗେଟ ସମ୍ମୁଖରେ ଛଟାଇ ହୋଇଥିବା ୩୮ଜଣ ନିରୀହ ଶ୍ରମିକ ୫ ଦିନ ହେବ ଭୋକ ଉପାସରେ ଧାରଣାରେ ବସି ଛନ୍ତି। ଧାରଣାରେ ବସିଥିବା ଶ୍ରମିକ ମାନଙ୍କ ପାଖରେ ପହଞ୍ଚିଛନ୍ତି ଭଦ୍ରକ ର ଯୁବ ସମାଜ ସେବୀ ସୁତାଶୁ ଶେଖର ମହାପାତ୍ର ଓରଫ (ଚଦୁ ନନା) ଧାରଣାରେ ବସିଥିବା ଶ୍ରମିକ ମାନଙ୍କ ସହିତ ଆଲୋଚନା କରିବା ସହିତ ଯଦି ଫେକର ବେଦାନ୍ତ କମ୍ପାନୀ ଛଟାଇ କରିଥିବା ଶ୍ରମିକ ମାନଙ୍କୁ ଶିଘ୍ର କାମରେ ନିୟେଜିତ ନ କରେ ଆଗାମୀ ଦିନରେ ଭଦ୍ରକ ରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥି ପାଇଁ ଦାୟ ରହିବ ଫେକର ବେଦାନ୍ତ କମ୍ପାନୀ ବୋଲି ଚେତାବନୀ ଦେଇଛନ୍ତି

Leave a Reply

Your email address will not be published. Required fields are marked *