ଗଛରେ ପିଟି ହେଲା କାର, ୨ ମୃତ ଓ ୨ଗୁରୁତର-

ଗଛରେ ପିଟି ହେଲା କାର, ୨ ମୃତ ଓ ୨ଗୁରୁତର-

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ୨ ମୃତ, ୨ ଗୁରୁତର । ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ସଗାରପାଲି ଛକ ନିକଟରେ ଏକ ଗଛକୁ ଧକ୍କା ଦେଇଥିଲା କାର୍‌ ।ମୃତକ ୨ଜଣ ହେଲେ ବ୍ୟାଙ୍କ ମ୍ୟାନେଜର ରାକେଶ ହେମ୍ବ୍ରମ ଓ ସତ୍ୟଜିତ୍‌ ମାଦଳା । ଅନ୍ୟ ୨ ଗୁରୁତରଙ୍କୁ ବଲାଙ୍ଗିର ଡାକ୍ତରକାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *