ଚାଷୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଡିଏପି ସାର ଉପରେ ଚାଷୀଙ୍କୁ ୧୪୦ ପ୍ରତିଶତ ସବସିଡ଼ି ମିଳିବ । ଏହା ଦ୍ୱାରା ଦେଶର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ ।
Author: Kusum Tv
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୨୦ ତାରିଖ ୨୦୨୧ ମସିହା(ଗୁରୁବାର)
ହାଇକୋର୍ଟ ୨୦ରୁ ୨୭ ତାରିଖ ଯାଏ ବନ୍ଦ, କିଛି ଷ୍ଟାଫ୍ ସଂକ୍ରମିତ ଚିହ୍ନଟ –
ଓଡିଶା ହାଇକୋର୍ଟର ଅନେକ ବିଚାର ପତି ଏବଂ ବିଭୀନ୍ନ ଷ୍ଟାଫ୍ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଛି ।ଏହି ନିଷ୍ପତି ଅନୁିଯାଇ ଆସନ୍ତା ୨୦ ତାରିଖରୁ ୨୭ ତାରିଖ ପର୍ଯୟନ୍ତ ହାଇକୋର୍ଟକୁ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ୍: ଭୟ,ଭ୍ରାନ୍ତି ଦୂର କରି କରୋନା ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ଅନୁରୋଧ-
ଭଳି ଜାତୀୟ ବିପତ୍ତି ବେଳେ ସର୍ବମତକୁ ପ୍ରାଥମିକତା ଦେବା ସହ ସମାଜକୁ ସମ୍ଭାଳିବାର ଅଛି । ଓଡିଶାରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରି ପଛୁଆ ଅଞ୍ଚଳକୁ ଗୁରୁତ୍ବ ଦେବାକୁ ପଡିବ ।
ଚିହ୍ନଟ ହେଲେ ୪୩୧ ଆକ୍ରାନ୍ତ, ସକ୍ରିୟଙ୍କ ସଂଖ୍ୟା ୩ହଜାର ଟପିଲା-
ଦ୍ରକ ଜିଲ୍ଲାରୁ ୪୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରୁ ଏଯାବତ୍ ମୋଟ ୧୩ ହଜାର ୪୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।
ଏସଆରସି ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କହିଲେ –
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କରାଯାଇଥିବା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏଏସପି ମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ପୋଲିସ ଓ ଉଠାଦୋକାନୀ ମୁହାଁମୁହିଁ , ଘଟଣାସ୍ଥଳରେ ସାମ୍ବାଦିକଙ୍କୁ ମାଡ ମାରିଥିବା ଅଭିଯୋଗ
ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ପୋଲିସ ଓ ଉଠାଦୋକାନୀ ମୁହାଁମୁହିଁ ହୋଇଥିବା ଖବର ମିଳିଛି । ଏପରିକି ଉପସ୍ଥିତ ରହିଥିବା ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ମାଡ ମାରିଛି ।
ଭୀମସାରେ ଉତ୍ତେଜନା: କରୋନା ଆକ୍ରାନ୍ତଙ୍କୁ ଭୂଲ୍ ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ,
ସମ୍ବଲପୁର ଭୀମସାର କୋଭିଡ ୧ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କୁ ନର୍ସ ଭୂଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ସେଠାରେ ଉପସ୍ଥିତ ଶତାଧିକ ଲୋକେ ଭିତରକୁ ଧସେଇ ପଶିଥିଲେ ।
କୋଭିଡ୍ ଟେଷ୍ଟ ସେଣ୍ଟରରେ ଗର୍ଭବତୀ ମହିଳା ଏକ ପୁତ୍ର ସନ୍ତାନ ପ୍ରସବ, ମହିଳା ମଧ୍ୟ ଥିଲେ କରୋନା ସଂକ୍ରମିତ-
କୋଭିଡ୍ ଟେଷ୍ଟ ସେଣ୍ଟର ପରିସରରେ ଜଣେ ଗର୍ଭବତୀ ମହିଳା ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ପରେ ଜଣାପଡ଼ିଛି ମହିଳା ମଧ୍ୟ ଥିଲେ କରୋନା ସଂକ୍ରମିତ ଏହା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ପାରୁଆ ଗ୍ରାମରେ
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନାରେ ଆକ୍ରାନ୍ତ ହେଲେ
କରୋନାରେ ଆକ୍ରାନ୍ତ ହେଲେ ୭୭ ବର୍ଷୀୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ଡାକ୍ତରମାନେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।