ପ୍ରଧାନମନ୍ତ୍ରୀ ମୋଦି କହିଲେ ପ୍ରଧାନ ସେବକ ଭାବରେ ମୁଁ ଆପଣଙ୍କର ପ୍ରିୟଜନଙ୍କୁ ହରାଇବାର ଯନ୍ତ୍ରଣା ଅନୁଭବ କରୁଛି –

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନା ମହାମାରୀରେ ଦେଶବାସୀ ସେମାନଙ୍କର ପ୍ରୟଜନଙ୍କୁ ହରାଇବାର ସମାନ ଯନ୍ତ୍ରଣା ଏବଂ କ୍ଷତି ସେ ମଧ୍ୟ ଅନୁଭବ କରୁଛନ୍ତି ।

୯.୫ କୋଟି ଚାଷୀଙ୍କ ଖାତାକୁ ଗଲା ୧୯ ହଜାର କୋଟି ଟଙ୍କା: ପିଏମ କିଷାନ ସମ୍ମାନ ନିଧି ଯୋଜନା-

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଦେଶର ୯.୫ କୋଟି ଚାଷୀଙ୍କୁ ସହାୟତା ଆର୍ଥିକ ରାଶି ପ୍ରଦାନ କରିଛନ୍ତି ।

କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଏଣିକି ୮୪ ଦିନ ପୂର୍ବରୁ ମିଳିବନି –

କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନର ଅନୁପାଳନ ପାଇଁ କୋୱିନ ପୋର୍ଟାଲରେ ୮୪ ଦିନ ପୂର୍ବରୁ ସ୍ଲଟ ବୁକିଂ ହୋଇପାରିବନାହିଁ ବୋଲି କୁହାଯାଇଛି ।

ରକେଟ ଆକ୍ରମଣରେ ଭାରତୀୟ ମହିଳା ସୌମ୍ୟା ମୃତ, ପରିବାରର ଖର୍ଚ୍ଚ ଉଠାଇବେ ଇସ୍ରାଏଲ ସରକାର

ରକେଟ ଆକ୍ରମଣରେ ମୃତ୍ୟୁ ହୋଇଥିବା କେରଳର ମହିଳା ସୌମ୍ୟା ସନ୍ତୋଷଙ୍କ ପରିବାର ଖର୍ଚ୍ଚ ଉଠାଇବେ ଇସ୍ରାଏଲ ସରକାର । ଇସ୍ରାଏଲ ସରକାରଙ୍କର ଜଣେ ଅଧିକାରୀ ଏହି ଘୋଷଣା କରିଛନ୍ତି

ରାଜ୍ୟର ଜେଲ ଗୁଡିକରେ କରୋନା ଅଣାୟତ , ଗୋଟିଏ ଦିନରେ ୪୬ ଜଣ କଏଦୀଙ୍କ ରିପୋର୍ଟ ପଜିଟିଭ୍‌

ବର୍ତମାନ ରାଜ୍ୟର ଜେଲ ଗୁଡିକରେ ଅଣାୟତ ହୋବରେ ଲାଗିଛି କରୋନା, ଗୋଟିଏ ପରେ ଗୋଟିଏ କଏଦୀ ଚିହ୍ନଟ ହେଉଛନ୍ତି କରୋନା ପଜିଟିଭ୍ ।

ବଢୁଛି ବିପଦ ଶିଶୁଙ୍କ ଉପରେ , ଦୁଇବର୍ଷରୁ ଉର୍ଦ୍ଧ୍ବ ଶିଶୁମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ରାଜ୍ୟସରକାର ଆଜି ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଦୁଇ ବର୍ଷରୁ ଅଧିକ ପିଲାମାନେ ବାହାରକୁ ଯିବାବେଳେ ମାସ୍କ ପିନ୍ଧାନ୍ତୁ। ମହାମାରୀର ଦ୍ୱିତୀୟ ଲହରରେ ପିଲାମାନଙ୍କ ମଧ୍ୟରେ କୋଭିଡ୍ ପଜିଟିଭ୍ ମାମଲା ବୃଦ୍ଧି ପାଇବା ପରେ ଏହି ପରାମର୍ଶ ଦିଆଯାଇଛି।

ବିଶ୍ୱ ସୁନ୍ଦରୀ ‘ମାନୁଷି’ ୨୪ ବର୍ଷ ବୟସରେ ପାଦ ଦେଲେ

ଦୀର୍ଘ ୧୭ ବର୍ଷର ଅପେକ୍ଷା ପରେ ଭାରତକୁ ପାଇଁ ଗର୍ବ ଆଣିଥିବା ତଥା ମିସ୍ ୱାଲର୍ଡ ୨୦୧୭ ର ବିଜୟିନୀ ମାନୁଷି ଚିଲାର ଆଜି ତାଙ୍କର ୨୪ ତ୍ତମ ଜନ୍ମଦିନ ପାଳୁଛନ୍ତି

ଉତ୍ୟକ୍ତ ସ୍ୱାମୀର ନୃଶଂସତା, ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟI କଲା ସ୍ୱାମୀ

ପାରିବାରିକ କଳହର ଚରମ ସିମା ଖେିବାକୁ ମିଳିଛି କୋରାପୁଟ ଜିଲ୍ଲାର ବିସଂପୁର ଗ୍ରାମରେ । ଉତ୍ୟକ୍ତ ସ୍ୱାମୀ ନିଜର ୭ ବର୍ଷର ପୁଅ ସହିତ ସ୍ତ୍ରୀକୁ ମଧ୍ୟ ହତ୍ୟା କରିଛି

ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା, ଲକ୍ଷାଧୀକ ଟଙ୍କାର ଗଞ୍ଜେଇ ଜବତ

ଆଜି ସକଳେ ଅବକାରୀ ବିଭାଗ ରାସୋଳ ଥାନା ଅଞ୍ଚଳରେ ନାଉକୀଆରୀରୁ ଜଣ ଗଞ୍ଜାଇ ଚାଲାଣକାରି ସହିତ ପଚାଶ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି ।

ଜିଓର ବଡ ଘୋଷଣା ରିଚାର୍ଜ କରିବାକୁ ପଡିବ ନାହିଁ ,ମାଗଣାରେ ମିଳିବ ସୁବିଧା…

କରୋନା ମହାମାରୀ ସମୟରେ ଲୋକଙ୍କୁ ଲୋକ ମାନଙ୍କୁ ଯୋଡି ରଖିବା ପାଇଁ ସାହାଯ୍ୟ କରିବାକୁ ଜିଓ ଏହାର ବ୍ୟବହାରକାରୀଙ୍କ ପାଇଁ ନୂତନ ଯୋଜନା ଏବଂ ମାଗଣା ଯୋଜନା ଘୋଷଣା କରିଛି