ବେଙ୍ଗାଲୁରୁର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କୁ ମାନହାନୀ ମକ୍କୋଦମାରେ ନନ୍ଦୀ ଇନ୍ଫ୍ରାଷ୍ଟକଚର କରିଡର ଏଣ୍ଟରପ୍ରାଇଜେସ୍ (NICE) ଲିମିଟେଡ୍ କୁ 2 କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Category: Uncategorized
ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ କରୋନା ସଂକ୍ରମିତ: ଦିଲ୍ଲୀ ଏମ୍ସରେ ଭର୍ତ୍ତି
କରୋନା କବଳରୁ ବର୍ତ୍ତି ପାରନି ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ । ଛୋଟା ରାଜନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି
ଭାରତୀୟ ବାୟୁସେନା ଅକ୍ସିଜେନ ଟ୍ରନ୍ସପୋର୍ଟ ପାଇଁ ୪ ଟି କ୍ରାୟୋଜନିକ ଟ୍ୟାଙ୍କକୁ ସିଙ୍ଗାପୁରରୁ ଭାରତ ଆଣିବ
ଦେଶରେ କରୋନାର କରୁଣ ପରିସ୍ଥିତି ଜାରି ରହିଥିଲା ବେଳେ ୪ଟି କ୍ରାୟୋଜନିକ ଟ୍ୟାଙ୍କକୁ ସିଙ୍ଗାପୁରରୁ ଭାରତ ଆଣିବ ଭାରତୀୟ ବାୟୁସେନା ।
ଶ୍ରୀମନ୍ଦିରରେ ମେ’ ୧୫ ଯାଏଁ ଦର୍ଶନ ବନ୍ଦ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଛି କଟକଣା । ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଫଳରେ ସାଧାରଣ ଶ୍ରଦ୍ଧାଳୁ ଏବେ କାଳିଆ ଦର୍ଶନରୁ ବଂଚିତ ରହିବେ ।
ଯେ କୌଣଷି ବ୍ୟକ୍ତି ଅକ୍ସିଜେନ ଗମନା ଗମନରେ ଅବରୋଧ କରେ ଆମେ ତାକୁ ଫାସିରେ ଝୁଲାଇବୁ- ଦିଲ୍ଲୀ ହାଇକୋର୍ଟ
ଆଜି ଦିଲ୍ଲୀ ହାଇକୋର୍ଟ ମହାରାଜା ଅଗ୍ରାସେନ ମେଡିକାଲର ଏକ ଶୁଣାଣି ସମୟରେ କହିଛନ୍ତି ଯେ ଯଦି କୌଣଷି ଅଫିସର ଅକ୍ସିଜେନ ଟ୍ୟାଙ୍କର ଯିବା ଆସିବାରେ ଅବରୋଧ କରନ୍ତି ତାହେଲେ ଆମେ ସେମାନଙ୍କୁ ଫାସି ଖୁଣ୍ଟରେ ଝୁଲାବୁ ।
ଜଷ୍ଟିସ୍ ଏନ. ଭି. ରାମଣା ଆଜି ଦେଶର 48 ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ –
ଆଜି ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଏନ. ଭି. ରାମଣା ଶପଥ ଗ୍ରହଣ କରିବେ । ଦେଶର 48ତମ ପ୍ରଧାନ ବିଚାରପତି ଭାବେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ଗ୍ରହଣ କରାଇବେ ।
ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ –
ଅପହୃତ ଯବାନ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ । ହତ୍ୟା ନେଇ ପୋଷ୍ଟର ଜାରି କରି ସ୍ପଷ୍ଟ କଲେ ମାଓବାଦୀ । ଛତିଶଗଡ ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କରାଯାଇଛି ।
ପୁରୀକୁ ଟ୍ରିପଲ୍ ମ୍ୟୁଟାଣ୍ଟ ଭୟ, ବାହାର ରାଜ୍ୟ ପର୍ଯ୍ୟଟକଙ୍କୁ ନ ଆସିବାକୁ ଅନୁରୋଧ କଲା ପ୍ରଶାସନ-
ପୁରୀକୁ ବହୁ ସଂଖ୍ୟାରେ ବାହାର ରାଜ୍ୟ ପର୍ଯ୍ୟଟକ ନ ଆସିବାକୁ ଅନୁରୋଧ । କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଫ୍ରି ଓ ପେଡ୍ ସଂଗରୋଧରେ ପର୍ଯ୍ୟଟକ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଟ୍ୱିନସିଟିରେ 68ଟି ସ୍ଥାନରେ ପୋଲିସର ଚେକ୍ ପଏଣ୍ଟ: ସାବଡ଼ ହେବେ ଅମାନିଆ,
ଆଜି ସକାଳ 5 ଟାରୁ ସାରା ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ ହୋଇଛି । ଟ୍ୱିନସିଟିରେ ଅମାନିଆଙ୍କୁ ସାବଡ଼ କରିବ କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ
କ୍ରାଇମବ୍ରାଞ୍ଚ STF କୋଟିଏ ଟଙ୍କାର ବ୍ରାଉନସୁଗାର ଖୋର୍ଦ୍ଧାରୁ ଜବତ କରି 4 ଜଣଙ୍କୁ ଗିରଫ କଲା
ରାଜ୍ୟରେ ବେଧଡକ ଚାଲିଛି ବ୍ରାଉନସୁଗାର ଚାଲାଣ କାରବାର । ଏହାର ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଆଜି ଖୋର୍ଦ୍ଧା ଜିଲ୍ଲାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା କ୍ରଇମବ୍ରାଞ୍ଚ୍ ଏସଟିଏଫ୍ ।

