ସାଇକେଲ ଚୋରିରୁ ମହାଭାରତ । ଦୁଇ ଗୋଷ୍ଠିଙ୍କ ମଧ୍ୟରେ ହଣାକଟାରେ ଜଣେ ଗୁରୁତର । ଢେଙ୍କନାଳ କାମାକ୍ଷାନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାମାକ୍ଷାନଗର ଥାନା ଅନ୍ତର୍ଗତ ରାଇସିଙ୍ଗା ଗ୍ରାମରେ ଚରଣ ନାୟକଙ୍କ
Category: State
ବାଲିନୀତିକୁ ନେଇ ଗୃହରେ ଉଠିଲା ଝଡ, ଓଡିଶାରେ ବାଲିନୀତି କାର୍ଯ୍ୟକାରୀ ଏତେ ବିଳମ୍ବ କାହିଁକି ବୋଲି : ପ୍ରଶ୍ନ କଲେ ମୋହନ ମାଝୀ
ବିଧାନସଭାରେ ବାଲି ତାତି । ପ୍ରଶ୍ନକାଳରେ ବାଲିନୀତିକୁ ନେଇ ଉଠିଲା ଝଡ । ଓଡିଶାରେ ବାଲିନୀତି କାର୍ଯ୍ୟକାରୀ ଏତେ ବିଳମ୍ବ କଣ ପାଇଁ ବୋଲି ପ୍ରଶ୍ନ କଲେ ମୋହନ ଚରଣ ମାଝୀ । ଗୃହରେ
ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ, ବିଏସଏଫ ଯବାନ ଠାବ କଲେ ବିପୁଳ ବିସ୍ଫୋରକ
ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ । ଅଘଟଣରୁ ବର୍ତ୍ତିଲେ ବିଏସଏଫ ଯବାନ । ଠାବ ହେଲା ବିପୁଳ ପରିମାଣର ବିସ୍ଫୋରକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ପିଣ୍ଡାପଦର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର
ମେଜିକ ଟାୟାର ବଜାର କୁ ଆଣିଛନ୍ତି ସମ୍ବଲପୁର ର ବୈଜ୍ଞାନିକ, ପମ୍ପଚର କେବେ ହେବନି-
ଏକ ମେଜିକ ଟାୟାର ବଜାରକୁ ଆସିଛି । ଏହା ଯେଉଁ ଗାଡ଼ିରେ ଲାଗିଥିବ ସେ ଗାଡି ରାସ୍ତାରେ ପମ୍ପଚର ହେବନି କି ଚକ ଫାଟିବନି । ସମ୍ବଲପୁର ର ଜଣେ ଇଞ୍ଜିନିୟର ଏହି ବିରଳ ଟାୟାର
ଜମ୍ମୁରେ କଂଗ୍ରେସର ‘ଅସନ୍ତୁଷ୍ଟ ନେତା’ ଏକତ୍ର ହେଲେ: ରାହୁଲଙ୍କ ବୟାନ ଉପରେ ହୋଇପାରେ ଚର୍ଚ୍ଚା-
କଂଗ୍ରେସ ପାର୍ଟିର ଅନ୍ତଃଦ୍ୱନ୍ଦ୍ୱ ପୁଣିଥରେ ଦେଖିବାକୁ ମିଳିଛି । ଯଦିଓ ଏହା ପୂରାପୁରି ସାମ୍ନାକୁ ଆସି ନାହିଁ ତଥାପି ଦଳରେ କିଛି ନେତା ଅସନ୍ତୁଷ୍ଟ ଥିବା ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଉତ୍ତର
ଆଜି ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ଆଜି ଶ୍ରୀଜିଉଙ୍କ ଗଜଉଦ୍ଧାରଣ ବେଶ । ପାରମ୍ପାରିକ ବିଧି ଅନୁସାରେ ମାଘ ମାସ ପୂର୍ଣ୍ଣିମା ତିଥିରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ଗଜଉଦ୍ଧାରଣ ବେଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି
ଅଦା ବୋଝେଇ ଟ୍ରକରୁ ୭୩୮ କେଜି ସବୁଜ ଜହର( ଗଞ୍ଜେଇ) ଜବତ ଏବଂ ତିନି ଜଣ ଗିରଫ – ଜୟପୁର
ଗଞ୍ଜେଇ ଚାଲାଣର ନୂଆ ତରିକା । ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୭୩୮ କେଜି ଗଞ୍ଜେଇ ଜବତ କଲା ଜୟପୁର ପୋଲିସ । କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ
ଦଶାହ ଭୋଜି ଖାଇ ପଏଁର ଗାଁର ୨୦ରୁ ଅଧିକ ଲୋକ ଅସୁସ୍ଥ-
ଦଶାହ ଭୋଜି ହେଲା କାଳ । ଭୋଜି ଖାଇ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁର ୨୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି
ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ କରିଥିବା ଏସିଡ୍ ମାଡ଼ର ଅଭିଯୁକ୍ତ ଦୀର୍ଘ ୧୯ ବର୍ଷ ପରେ ଧରାପଡିଲା-
୧୯ ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ । ଦୁଷ୍କର୍ମ ଉଦ୍ୟମ ପାଇଁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସୁବାସ ବେହେରାକୁ ଗିରଫ କରିଛି ଭଦ୍ରକ
ଓଡ଼ିଶା ୧୨ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବ- କରୋନା ଡ଼ର
କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ଭୟ ବଢିଥିବା ବେଳେ ରାଜ୍ୟ କଟକଣା କୁ ମଧ୍ୟ କଡାକଡି କରାଯାଇଛି । ପ୍ରଥମେ ବିମାନ ବନ୍ଦରରେ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା