ଲାଗିଛି ସଟଡାଉନ । କରୋନା ସଂକ୍ରମଣ ରୋକିବାକୁ ସାରା ରାଜ୍ୟର ସବୁ ସହରଞ୍ଚଳକୁ ଫେରିଛି ସପ୍ତାହନ୍ତ ସଟଡାଉନ
Category: News
ଲସି ପିଇ ମାଲକାନଗିରିରେ 100 ଜଣରୁ ଅଧିକ ଅସୁସ୍ଥ, ଗୁରୁତରଙ୍କ ମଧ୍ୟରେ ଅନେକ ଛୋଟପିଲା
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଲସି ପିଇ 100 ଜଣରୁ ଅଧିକ ଅସୁସ୍ଥ । ଅସୁସ୍ଥମାନଙ୍କୁ କାଲିମେଳା ଓ ପଡିଆ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି
ଆଜିଠୁ ୩ ମାସ ପର୍ଯ୍ୟନ୍ତ ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ରହିବ –
ଆଜିଠୁ ୩ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ
ସୁଦର୍ଶନ ପଟ୍ଟନାୟକ ଇର୍ଫାନ୍ଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକରେ ବାଲୁକା କଳାରେ ସ୍ମୃତିକୁ ତୋଳିଲେ-
ଓଡିଶାର ପ୍ରସିଦ୍ଧ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକ ବଲିଉଡର ସ୍ୱର୍ଗତ ଅଭିନେତା ଇର୍ଫାନ୍ଙ୍କ ଖାନଙ୍କୁ ତାଙ୍କର ପ୍ରଥମ ଶ୍ରଦ୍ଧା ବାର୍ଷିକରେ ମନେ ପକାଇ ପୁରୀର ସ୍ୱର୍ଣ୍ଣୀମ ବେଳେଭୁମିରେ ଅତି ସୁନ୍ଦର ଭାବରେ ତାଙ୍କର ସ୍ମୃତିକୁ
ସାରା ରାଜ୍ୟରେ ଦିନ 2 ଟା ପରେ ସବୁ ଦୋକାନ ବଜାର ବନ୍ଦ ରହିବ: ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତି
ସାରା ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା ଭାଇରସ । ଏହାରି ଭିତରେ ବିଭିନ୍ନ ସ୍ଥାନରେ କଟକଣା କଡ଼ା ହୋଇଛି । କରୋନାକୁ ମୁକାବିଲା କରିବା ପାଇଁ ଏବେ ଅଣ୍ଟା ଭିଡିଛି ବ୍ୟବସାୟୀ ମହାସଂଘ
ସରକାରଙ୍କ ବଡ଼ ନିଷ୍ପତ୍ତି,ମେ’ ଓ ଜୁନ ଦୁଇମାସ ପାଇଁ ହିତାଧିକାରୀମାନଙ୍କୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଦିଆଯିବ-
କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାନକ ଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜାରୀ ହୋଇଥିବା ସଟ୍ଡ଼ାଉନ୍ ଓ ଲକ୍ଡ଼ାଉନ୍ରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଭୁଶୁଡ଼ି ପଡ଼ିଲାଣି
ଅଗ୍ନିକାଣ୍ଡରେ ଜଳିଗଲା ଛଅ ଦୋକାନ ଓ ଲକ୍ଷାଧିକ ଟଙ୍କାର ଜିନିଷ-
ନିଆଁ ଲାଗି ଜଳିଗଲା ୬ ଦୋକାନ ଓ ଲକ୍ଷାଧତ୍କ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ୧୬ ନଂ ଜାତୀୟ ରାଜପଥ କଡରେ ଥିବା ରାଣୀତାଲ ବଜାରରେ
ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତରେ କୋଭିଡ ଯୋଗୁଁ ଆଗୁଆ ଗ୍ରୀଷ୍ମକାଳୀନ ଅବକାଶ-
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖ ଯାଏଁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତରେ ଆଗୁଆ ଗ୍ରୀଷ୍ମକାଳୀନ ଅବକାଶ ଲାଗୁ କରାଯାଇଛି ।
ଗ୍ରାମବାସୀ ଦୁସ୍କର୍ମକାରିକୁ ପିଟିପିଟି ମାରି ଦେଲେ
ସୋର ଥାନା ଅଚଂଳରେ ଜଣେ ଦୁସ୍କର୍ମ କାରିକୁ ଉତ୍ୟକ୍ତ ଗ୍ରାମବାସିମାନେ ଉଲଗ୍ନ କରି ପିଟିପିଟି ଜୀବନରୁ ମାରି ଦେଇଛନ୍ତି ।
ପାଣି ପାଇଁ କିର୍ଗିଜସ୍ତାନ ଏବଂ ତାଜିକିସ୍ତାନ ମଧ୍ୟରେ ସଂଘାତିକ ସଂଘର୍ସ
ସିଆ ମହାଦେଶର ଦୁଇ ପଡୋଷି ରାଷ୍ଟ୍ର କିର୍ଗିଜସ୍ତାନ୍ ଏବଂ ତାଜିକିସ୍ତାନ ମଧ୍ୟରେ ଗତ ବୁଧବାର ଦିନ ପାଣୀ ପାଇଁ ସ୍ଥାନିୟ ଲୋକ ମାନଙ୍କ ଭିତରେ ସଂଘର୍ସ ଘଟିଛି

