ଅଗ୍ନିକାଣ୍ଡ: ଗ୍ୟାସ୍ ଲିକ୍‌ରୁ ଜିଅନ୍ତା ଜଳିଗଲେ ନାବାଳକ-

ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ ହୋଇ ଜିଅନ୍ତା ଜଳିଗଲେ ୯ ବର୍ଷର ନାବାଳକ । ଏପରି ଅଭାବନୀୟ ଘଟିଛି ସୋନପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ଗାଁରେ ।

ଭୁବନେଶ୍ବର ଖରା ତାତିରେ ସିଝୁଛି , ରାଜ୍ୟର ୧୨ଟି ସହର ଆଜି ପାରଦ ୪୦ ଉପରେ

ଖରା ତାତିରେ ସିଝୁଛି ଭୁବନେଶ୍ବର। ଆଜି ସର୍ବାଧିକ ୪୨.୧ ଡିଗ୍ରୀ ସେଲସିୟସ୍ ସହ ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।

ଭୟଙ୍କର ଅଗ୍ନିକାଣ୍ଡରେ ୮ ଗୋରୁ ଜୀବନ୍ତ ଦଗ୍ଧ,୨ ଗୁରୁତର

ନିଆଁ ଲାଗି ୮ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏପରି ଘଟଣା ଘଟିଛି କାକଟପୁର ଥାନା ଅନ୍ତର୍ଗତ ଜଳେଶ୍ୱରପଡ଼ା ଗ୍ରାମପଞ୍ଚାୟତ ର କରୁଣା ଗାଁ ରେ ।

ଗତକାଲି ଭଳି ଆଜି ମଧ୍ୟ ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ, ଅମାନିଆଙ୍କୁ ନିସ୍ତାର ନାହିଁ ।

ରବିବାର ହେଉଛି ସଟଡାଉନର ଦ୍ୱିତୀୟ ଦିନ । ଶନିବାରଠାରୁ ରାଜ୍ୟରେ ଲାଗୁ ହୋଇଥିବା ସପ୍ତାହନ୍ତ ସଟଡାଉନ ଦ୍ୱିତୀୟ ଦିନରେ ପହଁଚିଛି ।

ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୧୧୬ ଚିହ୍ନଟ-

ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି ମହାମାରୀ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀରେ ହାହାକାର : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ ଦେବାକୁ ଅରବିନ୍ଦ କେଜ୍ରିୱାଲ ନିବେଦନ କଲେ-

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଜି କହିଛନ୍ତି ମୁଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଅନୁରୋଧ କରୁଛି ଯଦି ସେମାନଙ୍କ ପାଖରେ ବଳକା ଅକ୍ସିଜେନ ଅଛି ତାହାକୁ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ ।

ବାଚସ୍ପତି: ଶୀଘ୍ର ଡିଜିଟାଲାଇଜ୍ ହେବ ବିଧାନସଭାର ସମସ୍ତ ରିପୋର୍ଟ –

ଓଡ଼ିଶା ବିଧାନସଭାର ସମସ୍ତ ରିପୋର୍ଟ ଶୀଘ୍ର ଡିଜିଟାଲାଇଜ୍ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବୈଠକରେ କହିଛନ୍ତି ।

ଆଇପିଏଲ୍‌: ଗେଲ ଓ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇ ୯ ୱିକେଟ୍‌ରେ ପରାସ୍ତ –

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୭ତମ ମୁକାବିଲାରେ ପଂଜାବ କିଙ୍ଗ୍‌ସ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍‌ସକୁ ୯ ୱିକେଟ୍‌ରେ ପରାସ୍ତ କରିଛି । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ପଂଜାବ କିଙ୍ଗ୍‌ସ ଟସ୍ ଜିଣି ପ୍ରଥମେ ବୋଲିଂ