ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ-

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଉତ୍ତର ପ୍ରଦେଶ ଗସ୍ତରେ ରହିବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ‘ବାରାଣସୀ’ ମଧ୍ୟ ଯିବେ ।

ନିଖିଳ ଉକ୍ତଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ-

ଭଦ୍ରକ ଜିଲ୍ଲା ବନ୍ତବ୍ଳକ ମହତାବ୍ ମଇ ସ୍କୁଲ୍ ଠାରେ ନିଖିଳ ଉକ୍ତଳ ସଂଘ ତରଫରୁ ପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି ଦାବିକୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ,ଶିକ୍ଷାମନ୍ତ୍ରୀ ଶିକ୍ଷକ ମାନଙ୍କର ଦୀର୍ଘ ଦିନର

ଚଳିତ ବର୍ଷ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନି ପଡିଆରେ ୭୫ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ-

ଚଳିତ ବର୍ଷ ୭୫ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନି ପଡିଆରେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବେ ।

କ୍ୟାପିଟାଲ୍ ଥାନା ପୋଲିସ୍‌ ମାଷ୍ଟରକ୍ୟାଣ୍ଟିନ ଗ୍ୟାଙ୍ଗୱାର ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା-

ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଦୁଇ ଜଣଙ୍କୁ ହାଣିଥିଲେ ଦୁର୍ବୃତ୍ତ। ନିଶାଦ୍ରବ୍ୟ କାରବାରକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା ।

ରାଉରକେଲାରେ ପିଲା ବିକ୍ରି ଅପରାଧ ସମ୍ପୃକ୍ତରେ,୫ ମହିଳାଙ୍କ ସମେତ ୭ ଗିରଫ-

ସ୍ମାର୍ଟ ସିଟି ରାଉରକେଲା ସକ୍ରିୟ ପିଲା ବିକ୍ରି ଗ୍ୟାଙ୍ଗ । ଏକ ବଡ ସଫଳତା କ୍ରମେ ରାଉରକେଲା ପ୍ଲାଣ୍ଟ ସଇଟ ପୋଲିସ ୭ ଜନଙ୍କୁ ଗିରଫ କରିଛି ।

ଜୁଲାଇ ୨୮ ରୁ ୩୦ ତାରିଖ ମଧ୍ୟରେ ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା-

ଉତ୍ତର ବଙ୍ଗୋପସାଗର ତଥା ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ପ୍ରଭାବରେ ଜୁଲାଇ ୨୮ ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହିତ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି

କାର ଓ ଟ୍ରକ ମୁହାଁମୁହିଁ ଧକ୍କାରେ ଦୁଇ ମୃତ ଦୁଇ ଆହତ

ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ କାୟାକୁଦା ନିକଟରେ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ରାଇରଖୋଲ କାୟାକୁଦା ନିକଟରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା।

ଦିର୍ଘ ଦେଢବର୍ଷ ସ୍କୁଲ୍ ବନ୍ଦ ପରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣି ଖୋଲିବ-

ରଜ୍ୟରେ ଦିର୍ଘ ଦେଢବର୍ଷ ସ୍କୁଲ୍ ବନ୍ଦ ରହିବା ପରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣି ଖୋଲିବ । ଏଥିପାଇଁ ସ୍କୁଲ ଗୁଡିକୁ ବିଶୋଧନ କରାଯାଇଛି ।

ଆଜି ହେଉଛି ଭାରତୀୟ ସେନାଙ୍କ ୨୨ତମ କାରଗିଲ ବିଜୟ ଦିବସ-

ଆଜିର ଦିନ(୧୯୯୯ ଜୁଲାଇ ୨୬)ରେ ଭାରତୀୟ ସେନା ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲେ । କାରଗିଲ ଯୁଦ୍ଧରେ ସହିତ ହୋଇଥିବା ଯବାନଙ୍କ ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ ହୋଇ ଆସୁଛି ।

କରୋନା କଟକଣା କାରଣରୁ କାଉଡିଆ ମାନଙ୍କ ବୋଲବମ ଯାତ୍ରାକୁ ଲାଗିଲା କଟକଣା-

ରାଜ୍ୟରେ ସରକାର ଲାଗୁ କରିଥିବା କରୋନା କଟକଣା କାରଣରୁ ଶ୍ରାବଣ ସୋମବାରରେ ଶୈବପୀଠ ଗୁଡିକରେ କାଉଡିଆ ମାନଙ୍କର ଭିଡ ନାହିଁ ।

1 68 69 70 71 72 177