ସାମୁଦ୍ରିକ ଝଡ ୟାସ୍ ମୁକାବିଲା ଲାଗି ଓଡିଶାକୁ ପ୍ରଥମ କିସ୍ତିରେ ୬୪୧.୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
Category: News
ବାତ୍ୟା “ୟାସ୍”ର ତାଣ୍ଡବ ପରେ ପୁନଃଉଦ୍ଧାର କାର୍ଯ୍ୟ ଯୋରଦାର
ସାମୁଦ୍ରିକ ଝଡ “ୟାସ୍” ଧାମରାର ଉତ୍ତର ଏବଂ ବାଲେଶ୍ବରର ଦକ୍ଷିଣ ମଧ୍ୟରେ ଅବତରଣ କରିବା ପରେ ଓଡିଶାର ଉତ୍ତର-ଉପକୂଳ ଦେଇ ଗତି କରିବା ପରେ ଦୁର୍ବଳ ହେବାପରେ ପୁନରୁଦ୍ଧାର କାର୍ଯ୍ୟ
ରେ ନିୟୋଜିତ ବିପର୍ଯ୍ୟୟ ପରିଚାଳନା ଯବାନମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୨୫ ତାରିଖ ୨୦୨୧ ମସିହା(ମଙ୍ଗଳବାର)
ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ-
ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ । ଆକ୍ରମଣରେ ସାନ ଭଉଣୀ ଗୁରୁତର ଆହତ ହୋଇଛନ୍ତି ।ଜମି ବାଡ଼ିକୁ କେନ୍ଦ୍ର କରି ରବିବାର ରାତିରେ ତପନ ମଦ୍ୟପାନ କରି ଆସି ଡଙ୍ଗାପାଳ ଗାଁରେ ବାପା ସନାତନଙ୍କ ସହିତ ପ୍ରଥମେ ଯୁକ୍ତିତର୍କ ଓ ପରେ ଏକ ଟାଙ୍ଗିଆରେ ଗୋଡେଇ ଗୋଡେଇ ହାଣିଥିଲେ ।
ଲୋକପ୍ରିୟ ଜଗନ୍ନାଥ ପ୍ରବଚକ ଚରଣ ରାମ ଦାସଙ୍କ କରୋନା ସଂକ୍ରମଣରେ ଦେହାନ୍ତ –
ଲୋକପ୍ରିୟ ଜଗନ୍ନାଥ ପ୍ରବଚକ ଚାରଣ ରାମ ଦାସଙ୍କ କରୋନା ସଂକ୍ରମଣରେ ଦେହାନ୍ତ ଘଟିଛି । ଗତ କିଛି ଦିନ ହେବ ସେ କରୋନାରେ ପିଡ଼ିତ ହୋଇ ପୁରୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।
ବାତ୍ୟା ପାଇଁ ମେ ୩୧ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ରାଜ୍ୟ ସରକାର-
ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ରାଜ୍ୟ ସରକାର ।
ବାତ୍ୟା ‘ୟଶ୍’ ପାରାଦୀପ ଠାରୁ ୪୯୦ କିମି ଦୂରରେ: ତୁରନ୍ତ କଚ୍ଚା ଘର ଛାଡି ବାତ୍ୟା ଆଶ୍ରୟସ୍ଥଳୀ ଯିବାକୁ ନିର୍ଦ୍ଦେଶ
ପାଣିପାଗ ବିଭାଗର ତାଜା ଅପଡେଟ୍ ଅନୂଯାଇ ଏବେ ସାମୁଦ୍ରିକ ଝଡ ୟଶ୍ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୨-୩ କିମି ବେଗରେ ଗତି କରୁଥବବା ବାତ୍ୟା ୟଶ୍ ଆସନ୍ତା ୨୬ ତାରିଖରେ ପାରାଦୀପ ଓ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ କରିବାର ପୂର୍ବାନୁମାନ କରାଯାଇଛି ।
ବାତ୍ୟା ୟାସ୍ କେନ୍ଦ୍ରାପଡା ଏବଂ ଭଦ୍ରକ ମଧ୍ୟରେ ସ୍ଥଳଭାଗ ଛୁଇଁବ-
ସମୁଦ୍ରିକ ବାତ୍ୟା ୟାସ୍ କେନ୍ଦ୍ରାପଡା ଏବଂ ଭଦ୍ରକ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ବିଶ୍ୱର ବିଭିନ୍ନ ପାଣୀପାଗ ସଂସ୍ଥା କହିଛନ୍ତି ।
୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ଘଟଣାସ୍ଥଳରେ ଡ୍ରାଇଭର ମୃତ-
ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍ ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ସେହି ସ୍ଥାନରେ ପୋଲିସ୍ ପହଂଚି ଅଧିକ ତନାଘନା ଚଳାଇଛି ।
ଗତକାଲି ବିଳମ୍ବିତ ରାତିରେ ମା ସମଲେଶ୍ବରୀଙ୍କ ଦୀପ ଘରେ ନିଆଁ ଲାଗି ଜଳିଗଲା ମାନସିକ ଦୀପ-
ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଦୀପ ଘର ଜଳି ଯାଇଥିଲା। ତେବେ ସର୍ଟସର୍କିଟିଂ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

