ବାତ୍ୟା ‘ୟଶ୍‌’ ପାରାଦୀପ ଠାରୁ ୪୯୦ କିମି ଦୂରରେ: ତୁରନ୍ତ କଚ୍ଚା ଘର ଛାଡି ବାତ୍ୟା ଆଶ୍ରୟସ୍ଥଳୀ ଯିବାକୁ ନିର୍ଦ୍ଦେଶ

ପାଣିପାଗ ବିଭାଗର ତାଜା ଅପଡେଟ୍ ଅନୂଯାଇ ଏବେ ସାମୁଦ୍ରିକ ଝଡ ୟଶ୍ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୨-୩ କିମି ବେଗରେ ଗତି କରୁଥବବା ବାତ୍ୟା ୟଶ୍ ଆସନ୍ତା ୨୬ ତାରିଖରେ ପାରାଦୀପ ଓ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ କରିବାର ପୂର୍ବାନୁମାନ କରାଯାଇଛି ।

ବାତ୍ୟା ୟାସ୍‌ କେନ୍ଦ୍ରାପଡା ଏବଂ ଭଦ୍ରକ ମଧ୍ୟରେ ସ୍ଥଳଭାଗ ଛୁଇଁବ-

ସମୁଦ୍ରିକ ବାତ୍ୟା ୟାସ୍ କେନ୍ଦ୍ରାପଡା ଏବଂ ଭଦ୍ରକ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ବିଶ୍ୱର ବିଭିନ୍ନ ପାଣୀପାଗ ସଂସ୍ଥା କହିଛନ୍ତି ।

ବାତ୍ୟା ୟାସ ପ୍ରଭାବ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମୀକ୍ଷା କରିବେ , ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା-

ବାତ୍ୟା ୟାସର ପ୍ରଭାବ ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମୀକ୍ଷା କରିବେ । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ।

ଭାରତୀୟ ନାସାଲ ଡ୍ରପ୍ କରୋନାର ତୃତୀୟ ଲହରରେ ଶିଶୁଙ୍କ ପାଇଁ ଉପାଦାୟୀ ହେବ-

ଭାରତରେ କରୋନା ଦ୍ବିତୀୟ ଲହର ସବୁଆଡେ ମାଡିଥିବାବେଳେ ସମୟରେ ତୃତୀୟ ଲହର ଭୟ ଜୋର ଧରିଛି । ଦାବି କରାଯାଉଛି ଯେ କରୋନାର ପରବର୍ତ୍ତୀ ଲହର ପିଲାମାନଙ୍କୁ ଟାର୍ଗେଟ କରିପାରେ।

ବାତ୍ୟା ୟସ୍ ପ୍ରସ୍ତୁତି: ଭଦ୍ରକ ଧାମରା ସାମୁଦ୍ରିକ ପୋଲିସ ପକ୍ଷରୁ ସମୁଦ୍ରରେ ପେଟ୍ରୋଲିଂ

ବାତ୍ୟା ୟସ ନେଇ ଏବେ ସବୁଠି ଆଗୁଆ ପ୍ରସ୍ତୁତି ଚାଲିଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜି ଲଘୁଚାପ କ୍ଷେତ୍ରଟି ଅବପାତ ରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ଉପକୂଳ ଛୁଇଁବ।

ବାତ୍ୟା ‘ୟସ’ ୱେଲମାର୍କଡ୍ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ନେବ ବାତ୍ୟାର ରୂପ-

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୱେଲମାର୍କଡ୍ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି ।

ଆଜି ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ବାତ୍ୟା ୟସ୍ ର ମୁକାବିଲା ସମୀକ୍ଷା କରିବେ, ବୈଠକରେ ଯୋଗଦେବେ ବହୁବରିଷ୍ଠ ଅଧିକାରୀ

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିବେ । ସକାଳ ୧୧ଟାରେ ଏହି ଉଚ୍ଚସ୍ତରୀୟ ବୈଠକରେ ଆରମ୍ଭ ହେବ ବୋଲି ଜଣାପଡିଛି ।

ଭାରତ ସରକାର ସାମାଜିକ ଗଣମାଧ୍ୟମରେ କରୋନାର ଭାରତୀୟ ଭାରିଏଣ୍ଟ ଭଳି ଶବ୍ଦ ବ୍ୟବହାର ହୋଇଥିବା ଖବର ହଟାଇବାକୁ ନିର୍ଦ୍ଦେଶ

ଭାରତ ସରକାର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ କରୋନାର ଭାରତୀୟ ଭାରିଏଣ୍ଟ ସହ ଜଡିତ ସମସ୍ତ ବିଷୟବସ୍ତୁକୁ ନିଜ ପ୍ଲାଟଫର୍ମରୁ ହଟାଇବାକୁ କହିଛନ୍ତି।

ଗୋଆ ଦୌରା ଜଜ୍‌ ୮ବର୍ଷ ପରେ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ –

ନିଜ ସହକର୍ମୀଙ୍କୁ ବଳାତ୍କାର ମାମଲାରେ ତେହଲକା ମାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ ଦୋଷମୁକ୍ତ ହୋଇଛନ୍ତି। ଗୋଆ ଦୌରାଜଜ୍‌ କୋର୍ଟ ୮ ବର୍ଷ ପରେ ଅଭିଯୁକ୍ତ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କରିଛନ୍ତି।

କରୋନା ସଂକ୍ରମଣରେ ପରିବେଶବିତ୍ ସୁନ୍ଦରଲାଲ ବାହୁଗୁନାଙ୍କର ମୃତ୍ୟୁ

ରସିକେଷ ଏମ୍ସରେ ପରିବେଷବିତ୍ତ୍ ଶୁନ୍ଦରିଲାଲ ବହୁଗୁଣଙ୍କର ଆଜି କରୋନା ସଂକ୍ରମଣରେ ଚିକିତ୍ସାଧିନ ଅବସ୍ତାରେ ଦେହାନ୍ତହୋଇଛି ।

1 10 11 12 13 14 34