କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନର ଅନୁପାଳନ ପାଇଁ କୋୱିନ ପୋର୍ଟାଲରେ ୮୪ ଦିନ ପୂର୍ବରୁ ସ୍ଲଟ ବୁକିଂ ହୋଇପାରିବନାହିଁ ବୋଲି କୁହାଯାଇଛି ।
Category: National
ବଢୁଛି ବିପଦ ଶିଶୁଙ୍କ ଉପରେ , ଦୁଇବର୍ଷରୁ ଉର୍ଦ୍ଧ୍ବ ଶିଶୁମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ରାଜ୍ୟସରକାର ଆଜି ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଦୁଇ ବର୍ଷରୁ ଅଧିକ ପିଲାମାନେ ବାହାରକୁ ଯିବାବେଳେ ମାସ୍କ ପିନ୍ଧାନ୍ତୁ। ମହାମାରୀର ଦ୍ୱିତୀୟ ଲହରରେ ପିଲାମାନଙ୍କ ମଧ୍ୟରେ କୋଭିଡ୍ ପଜିଟିଭ୍ ମାମଲା ବୃଦ୍ଧି ପାଇବା ପରେ ଏହି ପରାମର୍ଶ ଦିଆଯାଇଛି।
ଜିଓର ବଡ ଘୋଷଣା ରିଚାର୍ଜ କରିବାକୁ ପଡିବ ନାହିଁ ,ମାଗଣାରେ ମିଳିବ ସୁବିଧା…
କରୋନା ମହାମାରୀ ସମୟରେ ଲୋକଙ୍କୁ ଲୋକ ମାନଙ୍କୁ ଯୋଡି ରଖିବା ପାଇଁ ସାହାଯ୍ୟ କରିବାକୁ ଜିଓ ଏହାର ବ୍ୟବହାରକାରୀଙ୍କ ପାଇଁ ନୂତନ ଯୋଜନା ଏବଂ ମାଗଣା ଯୋଜନା ଘୋଷଣା କରିଛି
ଯବାନଙ୍କୁ ବଡ଼ ସଫଳତା ମିଳିଲା, ଏନକାଉଣ୍ଟରରେ ୨ ନକ୍ସଲ ନିହତ ସହ ବିପୁଳ ବିସ୍ଫୋରକ ଜବତ-
ଯବାନଙ୍କୁ ମିଳିଲା ବଡ଼ ସଫଳତା । ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ ଦୁଇ ହାର୍ଡକୋର ମାଓବାଦୀ ମୃତ୍ୟୁବରଣ କରିଛନ୍ତି ।
ଜୁନ ୨୩ ରେ କଂଗ୍ରେସ ସଭାପତି ଚୟନ ଲାଗି ନିର୍ବାଚନ ହେବ ,
ଭାରତୀୟ ଜାତୀୟ କଂଗ୍ରେସ ଏହାର ପରବର୍ତ୍ତି ସଭାପତିଙ୍କୁ ବାଛିବା ଲାଗି ନିର୍ବାଚନ କରିବାକୁ ନିଷ୍ପତି ନେଇଛି
ୱାର୍ଲଡ୍ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା ବାଦ୍ ପଡିଲେ ହାର୍ଦିକ ଏବଂ ପୃଥୀ ଶ
ଇଂଲଣ୍ଡରେ ହେବାକୁ ଥିବା ୱାର୍ଲଡ୍ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଏଥିରୁ ଭାରତୀୟ ଷ୍ଟାର ଅଲ-ରାଉଣ୍ଡର ହାର୍ଦକ ପାଣ୍ଡ୍ୟ ବାଦ୍ ପଡିଛନ୍ତି,
ସୁପ୍ରିମ କୋର୍ଟ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଦିଲ୍ଳୀକୁ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ତାଗିଦ କଲେ
ଆଜି ଲଗାତାର ତୃତ୍ୱୀୟ ଦିନ ପାଇଁ ଦିଲ୍ଲୀରେ ଅକ୍ସିଜେନ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷୀଛନ୍ତି ସୁପ୍ରୀମ୍କୋର୍ଟ ।
ରେଳ ବିଭାଗ କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ଟ୍ରେନକୁ ବାତିଲ କଲା
କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତନ ରେଳବାଇ ଅଧୀନରେ ଥିବା ବିଭିନ୍ନ ସ୍ଥାନରୁ ଉତ୍ପନ୍ନ ଚାରୋଟି ସ୍ୱତନ୍ତ୍ର ଟ୍ରେନର ସେବାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି।
ଏମ୍.କେ ଷ୍ଟାଲିନ୍ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଡିଏମ୍କେ ମୁଖ୍ୟ ଏମ୍.କେ ଷ୍ଟାଲିନ୍ ଶପଥ ଗ୍ରହଣ କରିଛନ୍ତି। କରୋନା କଟକଣା ମଧ୍ୟରେ ରାଜଭବନ ପରିସରରେ ଆୟୋଜିତ ସମାରୋହରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତର ଶପଥ ପାଠ କରାଇଛନ୍ତି।
୧୦ରୁ ୨୪ ଯାଏଁ ରାଜସ୍ଥାନରେ ଶକ୍ତ ‘ଲକ୍ଡାଉନ୍’ ନିଷ୍ପତ୍ତି, ବିବାହ କାର୍ଯ୍ୟକ୍ରମ ମନା
କରୋନା ସଂକଟ ଯୋଗୁଁ ରାଜସ୍ଥାନ ସରକାର ରାଜ୍ୟରେ ଆସନ୍ତା ୧୦ ତାରିଖ ଠାରୁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

