ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୫ରେ, ୨୦୨୨ରେ ହାଇଦ୍ରାବାଦ ଗସ୍ତ କରିବେ । ଏହି ଅବସରେ ସେ ହାଇଦ୍ରାବାଦର ପାଟନଚେରୁ ସ୍ଥିତ ଅନ୍ତର୍ଜାତୀୟ ଫସଲ ଗବେଷଣା କେନ୍ଦ୍ର ICRISATର ୫୦ ପ୍ରତିଷ୍ଠା ଦିବସରେ ସାମିଲ ହେବେ।
Category: National
ଆଜି ଜାତୀୟ ପ୍ରେସ୍ ଦିବସ
୧୯୬୬ ମସିହାରେ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ପ୍ରତିଷ୍ଠାକୁ ସମ୍ମାନ ଏବଂ ସ୍ୱୀକୃତି ଦେବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ ରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଏ ।
ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ଭୁବନେଶ୍ୱରରେ ପହଁଚିବ-
୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ କରାଯାଉଛି।
ଭାରତ ଇତିହାସରେ ଆଉ ଏକ ଅଧ୍ୟାୟ : ଏକାସାଙ୍ଗେ ସପଥ ନେଲେ ୯ ବିଚାରପତି
ଭାରତ ଇତିହାସରେ ଯୋଡି ହେଲା ଆଉ ଏକ ଅଧ୍ୟାୟ । ଏକାସାଙ୍ଗେ ସପଥ ନେଲେ ୯ ବିଚାରପତି । ଶପଥପାଠ ପ୍ରଧାନ ବିଚାରପତି ଏନ.ଭି ରମନ୍ନା କରାଇଛନ୍ତି ।
ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଦିଲ୍ଲୀ ବିମାନବନ୍ଦରରେ ବିସ୍ପୋରଣ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଗକୁ ସ୍ୱାଧୀନତା ଦିବସ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆକର୍ଟ ଜାରି କରାଯାଇଛି ।
ଅମିତାଭ ବଚ୍ଚନଙ୍କ ବଙ୍ଗଳା ଏବଂ ମୁମ୍ବାଇର ୩ଟି ରେଳ ରେଳ ଷ୍ଟେସନ ଉପରେ ବୋମା ବିସ୍ଫୋରଣ ପାଇଁ ଧମକ: ଭୟଭୀତ ମୁମ୍ବାଇ ପୋଲିସ-
ମୁମ୍ବାଇର ୩ଟି ରେଳ ରେଳ ଷ୍ଟେସନ ଏବଂ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସୂଚନା ଦେଲେ, ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଓଡ଼ିଶାରେ ଦୁଇଟି
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଦ୍ୱାରା ୨୪ ଟି ବିଶ୍ୱବିଦ୍ୟାଳୟକୁ ନକଲି ଘୋଷଣା କରାଯାଇଛି ।
ଉତ୍ତର ସିକ୍କିମରେ ହଟଲାଇନ୍ ସ୍ଥାପିତ, ଭାରତ-ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଆଉ ଏକ ପଦକ୍ଷେପ-
ଭାରତୀୟ ସେନା ଓ ଚୀନ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ କୌଣସି ପ୍ରକାରର ଉତ୍ତେଜନାରୁ ବର୍ତ୍ତିବା ଳାଗି ରବିବାର ଉତ୍ତର ସିକ୍କିମ ଅଂଚଳରେ ଏକ ହଟଲାଇନ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆଜି ଡିଜିଟାଲ ପେମେଣ୍ଟ ସଲ୍ୟୁଶନ e-RUPIର ଶୁଭାରମ୍ଭ କରିବେ,
ଭାରତ ଡିଜିଟାଲ ପେମେଣ୍ଟକ୍ଷେତ୍ରରେ ଆଜି ପୁଣି ଏକ ବଡ଼ ପଦକ୍ଷେପ ଉଠାଇବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଇ-ଭାଉଚର-ବେସ୍ଡ ଡିଜିଟାଲ ପେମେଣ୍ଟ ଲସ୍ୟୁସନ e-RUPIର ଶୁଭାରମ୍ଭ କରିବେ
ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ-
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଉତ୍ତର ପ୍ରଦେଶ ଗସ୍ତରେ ରହିବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ‘ବାରାଣସୀ’ ମଧ୍ୟ ଯିବେ ।