ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା ଗିରଫ: ଭିଜିଲାନ୍ସ

ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜୟନ୍ତୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ପରେ ଜୟନ୍ତୀଙ୍କ ୧୪୫ ପ୍ରତିଶତରୁ

କୁସୁମ ଟିଭି ପରିବାର ତରଫରୁ ରାଜ୍ୟ ସେବା ରତ୍ନ ସମ୍ମାନ

ବାହାନଗା ଟ୍ରେନ ଦୁର୍ଘଟଣାରେ ସେବା କାର୍ଯ୍ୟ ଯୋଗାଇଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ କୁସୁମ ଟିଭି ପରିବାର ତରଫରୁ କୋଟି କୋଟି ପ୍ରଣାମ । ଆଗାମୀ ଅକ୍ଟୋବର ୦୨ ତାରିଖ ୨୦୨୩ ସକାଳ ୧୦

ଖବର ଆଜିର: ତାରିଖ ୨୪/୦୬/୨୩, ଶନିବାର

ତାରିଖ ୨୪/୦୬/୨୩, ଶନିବାର ୧-ସାରା ଓଡ଼ିଶା ଛୁଇଁଲା ମୌସୁମୀ,୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ୨-ଆଜିଠାରୁ ମିଳିବ ଦଶମ ଶ୍ରେଣୀ ପ୍ରମାଣ ପତ୍ର,ଜୁଲାଇ ୫ରୁ ୧୪ ମଧ୍ୟରେ ସଂଶୋଧନ। ୩-୫-ଟି ଉପକ୍ରମରେ

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପଜିଲ୍ଲାପାଳ: ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି। ଏକକାଳୀନ ୯ ଟି ସ୍ଥାନରେ ଚାଲିଛି ଚଢ଼ାଉ।  ତେବେ ଚଢାଉ ବେଳେ

ହେଲପିଙ୍ଗ ହାଣ୍ଡସ ସଙ୍ଗଠନ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ପାଣି ବଣ୍ଟନ

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ହେଲପିଙ୍ଗ ହାଣ୍ଡସ ବହୁତ କାର୍ଯ୍ୟ କରି ସାରିବା ସ୍ୱତେ ପୁଣି ଥରେ ରଥଯାତ୍ରା ଉପଲକ୍ଷେ ଆଉ ଏକ କାର୍ଯ୍ୟ କରି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର

 ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡ଼ ଭିତରକୁ ଯାଇ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି। ପ୍ରବଳ ଭିଡ଼ରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟାଣିଛନ୍ତି

ମଇଳା ପାଣିରେ ଉବୁଟୁବୁ ହେଉଛନ୍ତି ଭବାନୀପାଟଣା ମୁନସିପାଲଟିର 6 ନମ୍ବର ୱାର୍ଡ ବାସି

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ପ୍ରବଳ ଝଡ଼ ତୋଫାନ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ପାଣିଜମିଥିବା ବେଳେ ମୁନସିପାଲଟିର 6ନମ୍ବର ୱାର୍ଡରେ ମଇଳା ପାଣି ପଶିବା ଫଳରେ ଲୋକେ ବହୁ ହନ୍ତସନ୍ତ ହେଉଛନ୍ତି।

ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ଆକ୍ରମଣ କଲା ସ୍ବାମୀ

ସୋନପୁର ଜିଲ୍ଲା ହିକୁଡି ଗ୍ରାମରେ ସ୍ବାମୀ ସୁରଥ ସୁନା ଏକ ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀ ନଳିନୀ ସୁନାଙ୍କୁ ଆକ୍ରମଣ କରିଥିଲେ । ଫଳରେ ପିଠିରେ ଓ କାନ ପାଖରେ ଆଘାତ ଲିଗିଥିବାରୁ ସଙ୍ଗେ

ଖବର ଆଜିର: ତାରିଖ ୨୦/୦୬/୨୩, ମଙ୍ଗଳବାର

୧-ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ସିଂହଦ୍ୱାର ଆଗରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ। ଦିନ ୯ଟା୩୦ରେ ହେବ ପହଣ୍ଡି, ଅପରାହ୍ନ ୪ଟାରେ ରଥ ଟଣା। ୨-ପଶ୍ଚିମ ଜଳିଲା, ଉପକୂଳରେ

ବଦଳିବ କନ୍ଧମାଳର କାୟାକଳ୍ପ :5T ସଚିବ ଭିକେ ପାଣ୍ଡିଆନ

ଶାଳ ବଣରେ ସମୃଦ୍ଧିର ସ୍ବାକ୍ଷର। ବଦଳିବ କନ୍ଧମାଳର କାୟାକଳ୍ପ। ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା। ଗ୍ରାଉଣ୍ଡକୁ ଯାଇ ବିକାଶ ଅଗ୍ରଗତିର ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଦୁଇଦିନିଆ ଗସ୍ତର

1 9 10 11 12 13 121