ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର । ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି । ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ଯ୍ୟରେ ୨ ଜେସିବି
Category: Regional
ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ
ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଟି ଗାଡିକୁ ଜବତ କଲେ ଏମ ରାମପୁର ଥାନ ଅଧିକାରୀ
କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନ ଅଧିକାରୀ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଟି ଗାଡିକୁ ଜବତ କରିଛି। ସୂଚନା ମୁତାବକ ଦିନ ୧୨ଟା ସମୟରେ ଏମ ରାମପୁର ଥାନ ଅଧିକାରୀ ଯୋରାଡୁବୁରା ଠାରୁ
ଜୁନ ୨୩ରୁ HSRP ନମ୍ବର ପ୍ଲେଟ ନଥିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ
HSRP ନମ୍ବର ପ୍ଲେଟ ନଥିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ । ଜୁନ ୨୩ରୁ ଆଦାୟ ହେବ ମୋଟା ଅଙ୍କର ଫାଇନ୍ । HSRP ନମ୍ବର ପ୍ଲେଟ ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା
ମନୋରମା ଶାଢ଼ୀ ସେଣ୍ଟରରେ ବରଗଡ଼ ଓ ସମ୍ବଲପୁର CT ଏବଂ GST ବିଭାଗର ଚଢ଼ାଉ
ବରଗଡରେ ଥିବା ମନୋରମା ଶାଢ଼ୀ ସେଣ୍ଟରରେ ଟାକ୍ସ ଫାଙ୍କିବା ଅଭିଯୋଗରେ ଉଭୟ ବରଗଡ଼ ଓ ସମ୍ବଲପୁର CT ଏବଂ GST ବିଭାଗର ଚଢ଼ାଉ ଜାରି ରହିଛି । ତେବେ ଅଭିଯୋଗ ପାଇଲା ପରେ ସଶସ୍ତ୍ର
ଭୁବନେଶ୍ବରରେ ଅଜନ୍ତା ସର୍କସ
ଆଜିଠୁ ଭୁବନେଶ୍ବରରେ ଚାଲିବ ଅଜନ୍ତା ସର୍କସ । ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଅଜନ୍ତା ସର୍କସ ଆରମ୍ଭ ହେବ । ଦୀର୍ଘ ୮ ବର୍ଷ ପରେ ଓଡ଼ିଶାକୁ ଏହି ସର୍କସ ଆସିଛି । ଆଜି ଉଦଘାଟନୀ
ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡା ବାସୁଳାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 1985-86 ମସିହାରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସେହି ସମୟର
ପରସିଙ୍ଗା ପଞ୍ଚାୟତରେ ଶଶ୍ମାନ ନିର୍ମାଣ ନେଇ ସରପଞ୍ଚଙ୍କୁ ଆକ୍ରମଣ
ପରସିଙ୍ଗା ପଞ୍ଚାୟତରେ ଶଶ୍ମାନ ନିର୍ମାଣ ନେଇ ସରପଞ୍ଚଙ୍କୁ ଆକ୍ରମଣ ଭଦ୍ରକ ଗ୍ରାମଞ୍ଚଳ ଥାନା ଅଧିନ ପରସିଙ୍ଗା ପଞ୍ଚାୟତରେ ଶଶ୍ମାନ ନିର୍ମାଣ ନେଇ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ସହ ମହିଳା ସରପଞ୍ଚଙ୍କୁ ଦୁର୍ବବ୍ୟବହାର ହୋଇଥିବା ନେଇ
ଦୁଇ ଦିନିଆ ରାୟଗଡା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ
ଦୁଇ ଦିନିଆ ରାୟଗଡା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ସକାଳୁ ସକାଳୁ ବିକାଶ କାମର ସମୀକ୍ଷା ପାଇଁ ବାହାରିଛନ୍ତି 5T ସଚିବ । ଆଉ କିଛି ସମୟ ପରେ କାଶିପୁର ନିୟୁ
ଖବର ଆଜିର : ତାରିଖ ୦୮/୦୬/୨୩, ଗୁରୁବାର
୧-ବାଲେଶ୍ୱର ରେଳ ଦୁର୍ଘଟଣା: ଓଡ଼ିଶାରେ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍। ୨-ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ଶିକ୍ଷାର