ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ଵାନ କ୍ରମେ ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ଆହ୍ଵାନ କ୍ରମେ ସମ୍ବଲପୁର ଡିଭିଜନ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସମ୍ବଲପୁର ଜିଲ୍ଲପାଳଙ୍କୁ ଏକ
Category: Regional
ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା
ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଜାରି ରହିବ। ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଖରାବର୍ଷାର ଲୁଚକାଳି ଜାରି ରହିଛି।
ଆଜି ଦିନ ୧୧ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ। ଦିନ ୧୧ଟାରେ ପ୍ରକାଶ ପାଇବ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ଫଳାଫଳ ଘୋଷଣା କରାଯିବ। ଏନେଇ
ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ
ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ l ଗତକାଲି ଚାର୍ଲସ ନାୟକଙ୍କ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢଉ କରିଥିଲା କଟକ ଭିଜିଲାନ୍ସ
ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସ୍ଥିର ହେଲା
ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ମଙ୍ଗଳାର୍ପଣ ରାତି ୩ଟା ୩୦ରେ ହେବାକୁ ଥିବା ବେଳେ ୪ ଟାରୁ ୬ଟା ମଧ୍ୟରେ ଡେରିଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ।
ମାନେଶ୍ଵର ବ୍ଳକ ଗସ୍ତ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର୍ ରୋହିତ ପୂଜାରୀ
ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର୍ ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ମାନେଶ୍ଵର ବ୍ଳକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତରୁ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗକୁ ଆଲୋଚନା କରିଛନ୍ତି l ମାନେଶ୍ଵର ବ୍ଳକ BDO
ମାନପୁର ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ
ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରେ ପ୍ରାଥମିକ ବିକାଶକୁ ନଜରରେ ରଖୀ ପ୍ରତେକ ଗ୍ରାମ ପଂଚାୟତକୁ ଯାଇ ସମସ୍ୟାର ସମାଧାନ କରୁଛନ୍ତି ବିଧ୍ୟାୟୀକା ସ୍ନେହାଙ୍ଗିନୀ ଛୁରିଆ ।ଏହି ଅବସରରେ ଭେଡେନ ବ୍ଲକର ମାନପୁର ଗ୍ରାମ
TPNDOL ଠିକା ସଂସ୍ଥାରେ କାର୍ଯ୍ୟରତ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ
TPNDOL ଠିକାରେ କାର୍ଯ୍ୟ କରୁଥିବା ସମୟରେ ଘଟିଲା ଦୁର୍ଘଟଣା । କ୍ଷତି ପୂରଣ ଦାବିରେ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ଆଗରେ ଶବ ରଖି ଧାରଣା ଦେଲେ କର୍ମଚାରୀ। ସୂଚନା ମୁତାବକ ଭଦ୍ରକ ଟାଟା ପାୱାର
ସୋନପୁରଠାରେ ସାତ ଦିନିଆ ଟେରାକୋଟା ଶିବିର ଉଦଯାପିତ
ଓଡ଼ିଶା ଲଲିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସହଯୋଗରେ ସୋନପୁରର କୁମ୍ଭାରପଡାଠାରେ ସାତ ଦିନିଆ ପାରମ୍ପରିକ ଟେରାକୋଟା ଶିବିର ଉଦଯାପିତ ହୋଇଯାଇଛି
କେନ୍ଦ୍ରାପଡ଼ାରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁଣାତ୍ମକ ମୁଲ୍ୟବୋଧ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ
ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଦ୍ବାରା ସ୍ଥାନୀୟ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର କେନ୍ଦ୍ରାପଡା ଓ ଯୁଦୁପୁରରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଗୁଣାତ୍ମକ ମୁଲ୍ୟବୋଧ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ

