ଅପରାଧିକ ପ୍ରକ୍ରିୟା ସଂହିତା ୧୯୭୩ (ଆକ୍ଟ ୨ ର ୧୯୭୪) ର ଧାରା ୨୦ (୧) ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଏହିପରି ଶ୍ରୀ ତ୍ରିଲୋଚନ ମାଜି, (ଓଏଏସ)ଙ୍କୁ ଭଦ୍ରକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତ କରିଛନ୍ତି।
Category: Regional
ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ –
ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ôଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରାଯାଇଥିବା ଜଣାପଡିଛି ।
ଏବେ ମଧ୍ୟ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଜାତିଭେଦର କରୁଣ ଚିତ୍ର ଦେଖାଯାଉଛି: ପିତାଙ୍କ ଶବକୁ ଶଗଡରେ ନେଲେ ନାବାଳକ-
ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ଏକ ଗାଁରେ ଜଣେ ନାବାଳକକୁ ନିଜର ପିତାର ଶବକୁ ଶଗଡରେ ନେଇ ଶ୍ମସାନକୁ ନେବାକୁ ପଡିଛି ।
ଛଟେଇ କମ୍ପ୍ୟୁଟର ଶିକ୍ଷକମାନେ ଫିନାଇଲ ପିଇ ସାମୁହିକ ଆତ୍ମହତ୍ୟା କରିବାକୁ ଚେଷ୍ଟା
ଶାନ୍ତିପୁର୍ଣ୍ଣ ଆନ୍ଦୋଳନରେ କିଛି ସୁଫଳ ମିଳିଲାନୀ । ଛଟେଇ ପ୍ରତିବାଦରେ ଆଜି ଓସେପା ଅଫିସ ସାମ୍ନାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ।
କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ
ପୁଣି କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଲାଗବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ର ମିଳିତ ଚଢଉରେ ବ୍ରାଉନସୁଗାର ଜବତ କରାଯାଇଛି ।
ଜ୍ୟୋତିଷ ବିଚାର
ଅଦ୍ୟ ଅଗଷ୍ଟ ମାସ ୦୮ ତାରିଖ ୨୦୨୧ ମସିହା(ରବିବାର)
ବିଏମସି କମିଶନରଙ୍କ ସୂଚନା ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ-
ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି ।
ବଜ୍ରାଘାତରେ ଚାଲିଗଲା ତିନି ମହିଳାଙ୍କ ଜୀବନ-
ବଜ୍ରାଘାତରେ ଚାଲିଗଲା ତିନି ମହିଳାଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ବସ୍ତା ବ୍ଲକରେ ବଜ୍ରାଘାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି ।
ସ୍ତ୍ରୀ ବର୍ଷା ପ୍ରିୟଦର୍ଶୀନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଅନୁଭବ ମହାନ୍ତି-
ରାଗ ଅଭିମାନକୁ ଭୁଲି ସ୍ତ୍ରୀ ବର୍ଷା ପ୍ରିୟଦର୍ଶୀନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସ୍ୱାମୀ ଅନୁଭବ ମହାନ୍ତି । ସଂସଦ ଅନୁଭବ ଟ୍ୱିଟ କରି ବର୍ଷାଙ୍କୁ ଶୁଭେଛା ଜଣାଇଛନ୍ତି ।
ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ: ୨୧ ଜଣ ଗିରଫ
ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ୨ ଜଣ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ୧୭ ଜଣ ଗିରଫ ହୋଇଛନ୍ତି । ଏହାସହିତ ୪ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି

