କରୋନାର ଦ୍ୱିତୀୟ ଲହର କାରଣରୁ ଦୀର୍ଘ ୩ମାସ ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ଅଗଷ୍ଟ ପହିଲାରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ।
Category: Regional
ରାଜ୍ୟରୁ ଲକଡାଉନ୍ କଟକଣା ହଟିଲା , ଅନଲକ୍ ପର୍ଯ୍ୟାୟ ଆରମ୍ଭ ହେଲା-
ଆସନ୍ତା କାଲିଠୁ ରାଜ୍ୟରେ ଲକଡାଉନ୍ କଟକଣା ହଟିବାକୁ ଯାଉଛି । ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଅନଲକ୍ ।
ଖବର କାଗଜ ସାମ୍ବାଦିକଙ୍କୁ ଆକ୍ରମଣ, ପୋଲିସ କର୍ମୀ ବି ଆହତ-
ଟାର୍ଗେଟରେ ସାମ୍ବାଦିକ । ଆକ୍ରମଣର ହେଲେ ଶିକାର ।
ନିଖିଳ ଉକ୍ତଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ-
ଭଦ୍ରକ ଜିଲ୍ଲା ବନ୍ତବ୍ଳକ ମହତାବ୍ ମଇ ସ୍କୁଲ୍ ଠାରେ ନିଖିଳ ଉକ୍ତଳ ସଂଘ ତରଫରୁ ପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି ଦାବିକୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ,ଶିକ୍ଷାମନ୍ତ୍ରୀ ଶିକ୍ଷକ ମାନଙ୍କର ଦୀର୍ଘ ଦିନର
ଚଳିତ ବର୍ଷ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନି ପଡିଆରେ ୭୫ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ-
ଚଳିତ ବର୍ଷ ୭୫ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନି ପଡିଆରେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବେ ।
କ୍ୟାପିଟାଲ୍ ଥାନା ପୋଲିସ୍ ମାଷ୍ଟରକ୍ୟାଣ୍ଟିନ ଗ୍ୟାଙ୍ଗୱାର ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା-
ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଦୁଇ ଜଣଙ୍କୁ ହାଣିଥିଲେ ଦୁର୍ବୃତ୍ତ। ନିଶାଦ୍ରବ୍ୟ କାରବାରକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା ।
ରାଉରକେଲାରେ ପିଲା ବିକ୍ରି ଅପରାଧ ସମ୍ପୃକ୍ତରେ,୫ ମହିଳାଙ୍କ ସମେତ ୭ ଗିରଫ-
ସ୍ମାର୍ଟ ସିଟି ରାଉରକେଲା ସକ୍ରିୟ ପିଲା ବିକ୍ରି ଗ୍ୟାଙ୍ଗ । ଏକ ବଡ ସଫଳତା କ୍ରମେ ରାଉରକେଲା ପ୍ଲାଣ୍ଟ ସଇଟ ପୋଲିସ ୭ ଜନଙ୍କୁ ଗିରଫ କରିଛି ।
ଜୁଲାଇ ୨୮ ରୁ ୩୦ ତାରିଖ ମଧ୍ୟରେ ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା-
ଉତ୍ତର ବଙ୍ଗୋପସାଗର ତଥା ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ପ୍ରଭାବରେ ଜୁଲାଇ ୨୮ ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହିତ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି
କାର ଓ ଟ୍ରକ ମୁହାଁମୁହିଁ ଧକ୍କାରେ ଦୁଇ ମୃତ ଦୁଇ ଆହତ
ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ କାୟାକୁଦା ନିକଟରେ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ରାଇରଖୋଲ କାୟାକୁଦା ନିକଟରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା।
ଦିର୍ଘ ଦେଢବର୍ଷ ସ୍କୁଲ୍ ବନ୍ଦ ପରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣି ଖୋଲିବ-
ରଜ୍ୟରେ ଦିର୍ଘ ଦେଢବର୍ଷ ସ୍କୁଲ୍ ବନ୍ଦ ରହିବା ପରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣି ଖୋଲିବ । ଏଥିପାଇଁ ସ୍କୁଲ ଗୁଡିକୁ ବିଶୋଧନ କରାଯାଇଛି ।

