ଗତକାଲି କଟକ ନକଲି ଔଷଧ କାରବାର ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଏସଟିଏଫ ଟିମ୍ ଏମାନଙ୍କ ମଧ୍ୟରେ ଶିବ ପ୍ରସନ୍ନ ଜେନାର ସ୍ତ୍ରୀ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି ।
Category: Regional
ଜ୍ୟୋତିଷ ବିଚାର
ଅଦ୍ୟ ଜୁନ ମାସ ୨୩ ତାରିଖ ୨୦୨୧ ମସିହା(ବୁଧବାର) ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ
ହାତୀ ଦଳରୁ ଅଲଗା ହେବାରୁ ଭଦ୍ରକରେ ଆତଙ୍କ ସୃଷ୍ଟି , ଗାଁରେ ହଇଚଇ –
ସୋମବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାର ବନ୍ତ ପୋଲିସ ସୀମା ଅନ୍ତର୍ଗତ ଗାନିଜଙ୍ଗା ପଞ୍ଚାୟତର ବାସିନ୍ଦା ଅଲଗା ହୋଇଥିବା ଏକ ହାତୀ ଦେଖିବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଆଜି ପ୍ରବଳ ବର୍ଷା ସମ୍ଭାବନା: ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା-
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଆସନ୍ତାକାଲି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା: ୧୪୪ ଧାରାଆଜିଠାରୁ ପୁରୀରେ-
ଆଜି ରାତିରୁ ପୁରୀ ସହରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଲାଗି ୧୪୪ ଧାରା ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ ହୋଇ ୨୫ ତାରିଖ ଯାଏ ଏହା ବଳବତ୍ତର ରହିବ।
ବ୍ୟୋମକେଶ ରାୟ ଚାନ୍ଦବାଲି ବିଧାୟକଙ୍କ ଦ୍ବିତୀୟ ବିବାହ ପାଇଁ ଜୋରଦାର ପ୍ରସ୍ତୁତି-
ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।
୧୨ ଫୁଟ ବିଶିଷ୍ଟ ବିରାଟକାୟ ଅଜଗର ଯାଜପୁରରୁ ଉଦ୍ଧାର
ଯାଜପୁର ସାମିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁବୁଲି ଗ୍ରାମରୁ ଜଙ୍ଗଲ ଅଧିକାରୀମାନେ ୧୨ ଫୁଟର ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି ।
ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି-
ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରାତି ୧୧ଟାରେ ମୃତ୍ୟୁ ହୋଇଯାଇଛି । ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍ରେ ତପୁଙ୍କର ଅମ୍ଲଜାନ ସ୍ତର ବହୁତ କମିଆସୁଥିବା କହିଥିଲେ ଡାକ୍ତର ।
ମଦ ନିଶାରେ ବାପାକୁ ହାଣି ହତ୍ୟା କଲା ପୁଅ-
ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଂଚାୟତ ଅଧିନ ପାଇକପଡା ଗ୍ରାମର ନାଇକି ସାହିରେ ନିଶାସକ୍ତ ଅବସ୍ଥାରେ ପୁଅ ବାପାର ଜୀବନ ନେଇଛି । ବାପାକୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
କୋଭିଡ କଟକଣା ନମାନି ଭାଇ ବାହାଘରରେ ନାଚିବା ମହଙ୍ଗା ହେଲା, ତହସିଲଦାର ନିଲମ୍ବିତ-
ଯାଜପୁର ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।