ସ୍ବାମୀ-ସ୍ତ୍ରୀର ସମ୍ପର୍କ ପବିତ୍ର ଓ ଚିରନ୍ତନ । ସଧବା ନାରୀଟିଏ ବିବାହ କରିବା ପରଠାରୁ ସ୍ବାମୀ ଭଳି ସାଥୀ ଓ ସହଯୋଗୀଟେ ପାଏ ଯିଏକି ତାର ଭଲମନ୍ଦ, ସୁଖଦୁଖ ଓ ହାନିଲାଭକୁ ବୁଝି ପରିସ୍ଥିତିର ମୁକାବିଲା ଲାଗି ସହଯୋଗ କରେ ।
Category: Regional
ଆଗାମୀ ୧୦ରୁ ୧୪ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି-
ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ବଙ୍ଗୋପସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେହି ପ୍ରଭାବରେ ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେହି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହେବ ।
ECMO ମେସିନ୍ ଏସସିବି ସହିତ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ସ୍ଥାପନା ହେବ –
ସ୍ୱାସ୍ଥ୍ୟମନ୍ତ୍ରୀ ନବା ଦାସ ବୁଧବାର ସୂଚନା ଦେଇଛନ୍ତି ଯେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଛଟି ECMO ମେସିନ୍ ସ୍ଥାପନ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇସାରିଛନ୍ତି ଯେଉଁଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏସସିବି ବ୍ୟତୀତ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ECMO ମେସିନ୍ ମଧ୍ୟ ସ୍ଥାପନ କରାଯିବ।
କରୋନାରେ ଗୁରୁତର ହେବାରୁ ଇକମୋ ଚିକିତ୍ସା ପାଇଁ ଏୟାର ଲିଫ୍ଟ ହେଲେ ଅଭିଷେକ୍ ମହାପାତ୍ର-
ଆଜି ଏୟାର ଆମ୍ବୁଲାନ୍ସ ଯୋଗେ ଅଭିଷେକ୍ ଙ୍କୁ କୋଲକାତା ପଠାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଅଭିଷକ୍ ଙ୍କୁ ଗ୍ରୀନ କରିଡରରେ ଅଭିଷେକ୍ ଙ୍କୁ ବିମାନବ ବନ୍ଦର ପହଞ୍ଚାଯାଇଥିଲା ।
ମୁଖ୍ୟମନ୍ତ୍ରୀ ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ, ୮୭ହଜାରରୁ ଉର୍ଦ୍ଧ ଦୋକାନୀ ଉପକୃତ ହେବେ
କରୋନା ସଂକ୍ରମଣ ମଧ୍ୟରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି । ଯାହାଫଳରେ ରହିବା ,ଖାଇବା ,ପିଇବାରେ ବିଭିନ୍ନ ସମସ୍ୟା ଉପୁଜୁଛି । ତେବେ ଏହାକୁ ଦୃଷ୍ଟିରେ ରଖି ଉଠା ଦୋକାନୀଙ୍କ ପାଇଁ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି ।
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବଶିଷ ପାଣିଗ୍ରାହୀ ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ-
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବଶିଷ ପାଣିଗ୍ରାହୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଆଜି କୋଲକାତାକୁ ବିମାନ ଯୋଗେ ନିଆଯାଇଛି। କରୋନା ସଂକ୍ରମିତ ହେବା ପରେ ପାଣିଗ୍ରାହି କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭେଣ୍ଟିଲେଟର ଥିଲେ।
ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ-
ଲକଡାଉନ କଟକଣା ଜାରି ରହିଥିବାରୁ ମହିଳାମାନେ ସାବିତ୍ରୀରେ ବିଭିନ୍ନ ପୂଜା ସାମଗ୍ରୀ କିଣିବା ଲାଗି ଚିନ୍ତାରେ ପଡିଛନ୍ତି । ତେବେ ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ ।
ଗଞ୍ଜାମ ପୁଅ ଅରୁଣ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦେବେ କାଠର ପୁସ୍ତକରେ ଖୋଦିତ କରିଥିବା ହନୁମାନ ଚାଳିଶା ଉପହାର-
ଗଞ୍ଜାମ ଜିଲ୍ଲାର କଣ୍ଟେଇକୋଳି ଗାଁର ଅରୁଣ ସାହୁ କାଠରୁ ଏକ ପୁସ୍ତକ ତିଆରି କରିଛନ୍ତି ଓ ସେଥିରେ ହନୁମାନ ଚାଳିଶା ଖୋଦିତ ହୋଇଥିବା ଦେଖିବାକୁ ମିଳିଛି ।
କଟକ ଚୌଦ୍ବାରରେ କରୋନା ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଚାଇଲ୍ଡଲାଇନ ନାବାଳିକାକୁ ଉଦ୍ଧାର କରିଛନ୍ତି-
କଟକ ଚୌଦ୍ବାରରେ କରୋନା ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଚାଇଲ୍ଡଲାଇନ ନାବାଳିକାକୁ ଉଦ୍ଧାର କରିଛନ୍ତି । ତାଙ୍କୁ ଉଦ୍ଧାର କରିବା ପରେ ଏକ ଚାଇଲ୍ଡ କେୟାର ଘରେ ଆଶ୍ରୟ ଦିଆଯାଇଛି।