ସାଂସଦ- ବିଧାୟକ ମୁହାଁମୁହିଁ: କରୋନା କେୟାର ସେଣ୍ଟରର ଫିତାକଟାକୁ ନେଇ , ସାଂସଦ କହିଲେ ରାଜନୀତି କରନି-

କରୋନା ଶହ ଶହ ଜୀବନ ନେଲାଣି ହେଲେ ଫିତା କଟାକୁ ନେଇ ଲୋକ ପ୍ରତିନିଧିଙ୍କ ଫୁଲ୍ ରାଜନୀତି । ଉଦଘାଟନ କାହିଁକି ବିଧାୟକ କରିଦେଲେ ସାଂସଦ କଲେନି ତାହାକୁ ନେଇ ଏକ ହାଇଡ୍ରାମା ଦେଖିଛନ୍ତି ଅନୁଗୁଳବାସୀ ।

ରାଜଧାନୀରେ ସାମାନ୍ୟ ପାଟିତୁଣ୍ତରୁ ନିର୍ମମ ଭାବେ ପଥର ଛେଚି ହତ୍ୟା

ଭୁବନେଶ୍ୱରରେ ସାମାନ୍ୟ ପାଟିତୁଣ୍ଡରୁ ଜଣେ ଯୁବକଙ୍କୁ ଅତିନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତଙ୍କ ନାଁ ଶେଖ ଅବଦୁଲ।

ଏସସିବିରେ ଆଉ ଜଣେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ-

କରୋନା ପରେ ଏବେ ଚିନ୍ତା ବଢ଼ାଉଛି ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା । ପୂର୍ବରୁ ଏସସିବିରେ ୩ ଜଣ ସନ୍ଦିଗ୍ଧ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏବେ ଆଉ ଜଣେ ସନ୍ଦିଗ୍ଧ ବ୍ଲାକ ଫଙ୍ଗସ ରୋଗୀ ଭର୍ତ୍ତି ହୋଇଛନ୍ତି ।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ନିତି ଆୟୋଗ ସୂଚକାଙ୍କକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ-

2020-21 ପାଇଁ SDGରେ ରାଜ୍ୟଗୁଡିକର ପ୍ରଦର୍ଶନ ଉପରେ NITI ଆୟୋଗଙ୍କ ରିପୋର୍ଟ ବାହାରିଛି। ତେବେ ଏଥିରେ ଓଡିଶା ପୁର୍ବ ବର୍ଷ ତୁଳନାରେ ଚାରୋଟି ସ୍ଥାନ ତଳକୁ ଖସି 19 ତମ ସ୍ଥାନରେ ରହିଛି।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ବିନା ଭକ୍ତରେ ହେବ: ପ୍ରଶାସନର ଅନୁମତି ମିଳିଲା –

ଚଳିତବର୍ଷ କରୋନା ସଂକ୍ରମଣ ଭୟ ରହିଥିବାରୁ ବିନା ଭକ୍ତରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ହେବ ବୋଲି ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।

ନିଶାଗ୍ରସ୍ତ ଅବସ୍ଥାରେ ବାପା ନିଜ ଝିଅ ସହ ଦୁର୍ବ୍ୟବହାର କରିବାରୁ ମା ଚୁଲି ଫୁଙ୍କନଳୀରେ ମାରିଦେଲା –

ନିଶାଗ୍ରସ୍ତ ଅବସ୍ଥାରେ ନିଜ ଝିଅ ସହ ବାପା ଦୁର୍ବ୍ୟବହାର କରିବାରୁ ମା ଫୁଙ୍କନଳୀରେ ପିଟିପିଟି ମାରିଦେଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରେ ଏଭଳି ଘଟଣା ଘଟିଛି ।

ଚଳଚଞ୍ଚଳ ରଥଖଳା, ୩ ରଥର ୨୧ ଚକ ନିର୍ମାଣ କାର୍ଯ୍ୟ ଶେଷ –

ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରଥଖଳା । ଫଳରେ ରଥର ବିଭିନ୍ନ କାର୍ଯ୍ୟ ଶେଷ ହେବାକୁ ବସିଲାଣି । ଏହାରି ଭିତରେ ପୁର୍ବରୁ ଭଉଁରୀ ଯାତ୍ରା ଅବସରରେ ୩ରଥର ୨୧ଟି ଚକର ନିର୍ମାଣ ଶେଷ ହୋଇଥିବା ବେଳେ ଗତକାଲି ଆଉ ୫ଟି ଚକର ନିର୍ମାଣ ସରି ମୋଟ ୨୬ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

1 53 54 55 56 57 121