ସାମୁଦ୍ରୀକ ବାତ୍ୟା “ୟାସ୍” ର ସମିକ୍ଷା କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳର ଆକାଶ ମାର୍ଗରୁ ଏହାର ସମିକ୍ଷା କରୁଛନ୍ତି । “
Category: Regional
ବାତ୍ୟା “ୟାସ୍”ର ତାଣ୍ଡବ ପରେ ପୁନଃଉଦ୍ଧାର କାର୍ଯ୍ୟ ଯୋରଦାର
ସାମୁଦ୍ରିକ ଝଡ “ୟାସ୍” ଧାମରାର ଉତ୍ତର ଏବଂ ବାଲେଶ୍ବରର ଦକ୍ଷିଣ ମଧ୍ୟରେ ଅବତରଣ କରିବା ପରେ ଓଡିଶାର ଉତ୍ତର-ଉପକୂଳ ଦେଇ ଗତି କରିବା ପରେ ଦୁର୍ବଳ ହେବାପରେ ପୁନରୁଦ୍ଧାର କାର୍ଯ୍ୟ
ରେ ନିୟୋଜିତ ବିପର୍ଯ୍ୟୟ ପରିଚାଳନା ଯବାନମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୨୫ ତାରିଖ ୨୦୨୧ ମସିହା(ମଙ୍ଗଳବାର)
ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ-
ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ । ଆକ୍ରମଣରେ ସାନ ଭଉଣୀ ଗୁରୁତର ଆହତ ହୋଇଛନ୍ତି ।ଜମି ବାଡ଼ିକୁ କେନ୍ଦ୍ର କରି ରବିବାର ରାତିରେ ତପନ ମଦ୍ୟପାନ କରି ଆସି ଡଙ୍ଗାପାଳ ଗାଁରେ ବାପା ସନାତନଙ୍କ ସହିତ ପ୍ରଥମେ ଯୁକ୍ତିତର୍କ ଓ ପରେ ଏକ ଟାଙ୍ଗିଆରେ ଗୋଡେଇ ଗୋଡେଇ ହାଣିଥିଲେ ।
ଲୋକପ୍ରିୟ ଜଗନ୍ନାଥ ପ୍ରବଚକ ଚରଣ ରାମ ଦାସଙ୍କ କରୋନା ସଂକ୍ରମଣରେ ଦେହାନ୍ତ –
ଲୋକପ୍ରିୟ ଜଗନ୍ନାଥ ପ୍ରବଚକ ଚାରଣ ରାମ ଦାସଙ୍କ କରୋନା ସଂକ୍ରମଣରେ ଦେହାନ୍ତ ଘଟିଛି । ଗତ କିଛି ଦିନ ହେବ ସେ କରୋନାରେ ପିଡ଼ିତ ହୋଇ ପୁରୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।
ବାତ୍ୟା ପାଇଁ ମେ ୩୧ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ରାଜ୍ୟ ସରକାର-
ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ରାଜ୍ୟ ସରକାର ।
୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ଘଟଣାସ୍ଥଳରେ ଡ୍ରାଇଭର ମୃତ-
ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍ ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ସେହି ସ୍ଥାନରେ ପୋଲିସ୍ ପହଂଚି ଅଧିକ ତନାଘନା ଚଳାଇଛି ।
ଗତକାଲି ବିଳମ୍ବିତ ରାତିରେ ମା ସମଲେଶ୍ବରୀଙ୍କ ଦୀପ ଘରେ ନିଆଁ ଲାଗି ଜଳିଗଲା ମାନସିକ ଦୀପ-
ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଦୀପ ଘର ଜଳି ଯାଇଥିଲା। ତେବେ ସର୍ଟସର୍କିଟିଂ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।
୮୦୦ ଓଡ୍ରାଫ କର୍ମଚାରୀ ବାତ୍ୟା “ୟାସ୍”ର ମୁକାବିଲାରେ ସାମିଲ ହେବେ , ଟ୍ୱିଟ କରି ସୁଚନା ଦେଲେ ଓଡିଶା ପୋଲିସ-
ବଙ୍ଗୋପସାଗରରେ ଆଜି ସକାଳ ୫ଟା ୩୦ରେ ବାତ୍ୟା ରୂପ ନେଇଛି ୟାସ୍ । ଏବେଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବ । ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣପୂର୍ବକୁ ୫୪୦ କିମି ଦୂରରେ ବାତ୍ୟା ୟାସ ।
୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବାତ୍ୟା ୟାସ ମୁକାବିଲା ପାଇଁ ପ୍ରଭାବିତ ଜିଲ୍ଲାରେ ଦାୟିତ୍ବ-
ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ମୁକାବିଲା ଲାଗି ରାଜ୍ୟସରକାର ପ୍ରଶାସନିକସ୍ତରରେ ଦାୟିତ୍ବ ବଣ୍ଟନ କରିଛନ୍ତି । ପ୍ରଭାବିତ ୫ଟି ଜିଲ୍ଲାରେ ପରିସ୍ଥିତିର ମୁକାବିଲା ଲାଗି ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ।