ବାତ୍ୟା ‘ତୌକତେ’ ସ୍ଥଳଭାଗ ନଛୁଉଁଣୁ ଭୟଙ୍କର ରୂପ ନେଉଛି ,କର୍ଣ୍ଣାଟକର ୭୩ ଗାଁ ପ୍ରଭାବିତ; ୪ ମୃତ

୭୩ ଟି ଗାଁ ଘୂର୍ଣ୍ଣିବଳୟ ‘ତୌକତେ’ଦ୍ୱାରା ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକର ୬ ଟି ଜିଲ୍ଲା, ୩ ଟି ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ୩ ଟି ମାଲନାଡ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।

ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ପ୍ରଶାସନ ୧୨ଗୋଟି ଟିମ୍ ଗଠନ କଲା –

ତେବେ ରାୟଗଡ଼ାରେ ଦୃତ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ୧୨ ଗୋଟି ଟିମ୍ ଗଠନ କରିଛି । ପ୍ରତି ଟିମରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି ।

୧୨ ଜଣ ବଣ୍ଡା ଆଦିବାସୀ କରୋନା, ସଂକ୍ରମିତ ଚିହ୍ନଟ ଓ ୪ଜଣ ସୁସ୍ଥ

ମାଲକାନଗିରି ବଣ୍ଡା ଆଦିବାସୀଙ୍କ ମଧ୍ୟରେ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନେ ଆନ୍ଧ୍ର ଷ୍ଟ୍ରେନରେ ସଂକ୍ରମିତ ରହିଥିବା ଜଣାପଡିଛି ।

ନବୀକରଣ ପରେ ଖୋଲିଲା ସ୍ବର୍ଗଦାର, ରହିଛି ୨୮ଟି ଶବଦାହ ପିଣ୍ଡି-

ନବୀକରଣ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ତେଲେଙ୍ଗାନା ମହାପ୍ରସ୍ଥାନମ ଢାଞ୍ଚାରେ ନିର୍ମାଣ ହୋଇଥିବା ସ୍ବର୍ଗଦାର । ଏହାକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଲୋକାର୍ପଣ କରିଛନ୍ତି ।

ପୁଣି କରୋନାରେ ପାଟଣାଗଡ଼ର ସାମ୍ବାଦିକ କୈଳାଶ ସାହୁଙ୍କ ବିୟୋଗ:

ସାଂଘାତିକ କରୋନା ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ର ବାସିନ୍ଦା କୈଳାଶ ସାହୁ ରବିବାର ସଂକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ ।

ବୃତ୍ତିଧାରୀଙ୍କ ପାଇଁ ଦ୍ବୈତନଗରୀରେ ଆରମ୍ଭ ହେଲI ଇ-ପାସ୍ ପ୍ରକ୍ରିୟା-

ଲକଡାଉନ୍ ସମୟରେ ଭୁବନେଶ୍ୱର ଓ କଟକରେ ଆଇଟି ସମେତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ କମିଶନରେଟ ପୋଲିସ୍ ଇ-ପାସ୍ ସୁବିଧା ଆରମ୍ଭ କରିଛି।

ଏଣିକି କରୋନା ରୋଗୀ ଭୁବନେଶ୍ୱରର ବଡ ହୋଟେଲରେ ରହିବେ, ମିଳିବ ଉତ୍ତମ ଚିକିତ୍ସା-

ଦିଲ୍ଲୀ ଓ ମୁମ୍ବାଇରେ ଭଳି ଏବେ ରାଜଧାନୀରେ କରୋନା ରୋଗୀ ବଡ ବଡ଼ ହୋଟେଲରେ ରହିବେ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ ।

ରାଜ୍ୟର ଜେଲ ଗୁଡିକରେ କରୋନା ଅଣାୟତ , ଗୋଟିଏ ଦିନରେ ୪୬ ଜଣ କଏଦୀଙ୍କ ରିପୋର୍ଟ ପଜିଟିଭ୍‌

ବର୍ତମାନ ରାଜ୍ୟର ଜେଲ ଗୁଡିକରେ ଅଣାୟତ ହୋବରେ ଲାଗିଛି କରୋନା, ଗୋଟିଏ ପରେ ଗୋଟିଏ କଏଦୀ ଚିହ୍ନଟ ହେଉଛନ୍ତି କରୋନା ପଜିଟିଭ୍ ।

ଉତ୍ୟକ୍ତ ସ୍ୱାମୀର ନୃଶଂସତା, ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟI କଲା ସ୍ୱାମୀ

ପାରିବାରିକ କଳହର ଚରମ ସିମା ଖେିବାକୁ ମିଳିଛି କୋରାପୁଟ ଜିଲ୍ଲାର ବିସଂପୁର ଗ୍ରାମରେ । ଉତ୍ୟକ୍ତ ସ୍ୱାମୀ ନିଜର ୭ ବର୍ଷର ପୁଅ ସହିତ ସ୍ତ୍ରୀକୁ ମଧ୍ୟ ହତ୍ୟା କରିଛି

1 66 67 68 69 70 121