ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ
Category: Regional
ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୯ ଜଣିଆ ଟାକ୍ସ ଫୋର୍ସ କମିଟି ଗଠନ କଲେ ରାଜ୍ୟ ସରକାର
ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର । ନିଆଁ ଆୟତ୍ତ ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ଜଣିଆ କମିଟି ଗଠନ କରିଛନ୍ତି
ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭା ପାଇଁ ପଠାଗଲା ଆଉ ଚାରୋଟି ଅଗ୍ନିଶମ ଟିମ
ଲିଭିବାର ନାଁ ଧରୁନି ଶିମିଳିପାଳରେ ନିଆଁ । ଉତ୍ତର ଶିମିଳିପାଳରେ ଏହି ନିଆଁ ପ୍ରାୟ ୧୮ଟି ସ୍ଥାନରେ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗର କର୍ମଚାରୀ ନିୟୋଜିତ
ବଡ ମେଡିକାଲ ଛାତରୁ ସିଲିଂ ଫ୍ୟାନ ପଡି ରୋଗୀ ଗୁରୁତର
ଆଜି ସକାଳେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସର୍ଜରୀ ୱାର୍ଡ ଭିତରେ ଚଳନ୍ତା ସିଲିଂ ଫ୍ୟାନ୍ ଜଣେ ମହିଳାଙ୍କ ଉପରେ ପଡ଼ିଯିବାରୁ ସେ ଆଘାତ ହୋଇଛନ୍ତି ।ସୂଚନାନୁସାରେ, ଯାଜପୁରର ବାସିନ୍ଦା ଜଣେ ମହିଳାଙ୍କୁ
ପରିବେଶ ଅପରିଚ୍ଛନ୍ନତା ଓ ବଜ୍ୟ ପକାଇବା କ୍ଷେତ୍ରରେ ଶ୍ରେଷ୍ଠ ୨୩ତମ ସ୍ଥାନରେ ଓଡିଶା
ଓଡିଶା ପରିବେଶ ପ୍ରଦୂଷଣ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିଛି । ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଓଡିଶା ପରିବେଶର ଅପରିଚ୍ଛନ୍ନତା ଓ ବଜ୍ୟ ଖୋଲାରେ ପକାଇବା କ୍ଷେତ୍ରରେ ୨୩ତମ ସ୍ଥାନ ଅଧିକାର କରିଛି
ବ୍ରହ୍ମପୁରରେ ଫେଲ ମାରିଲା ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ, କାର୍ଯ୍ୟ ଶୂନ
ପଦାରେ ପଡୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି । ରାଜସ୍ୱ ଟଙ୍କାକୁ ଅପବ୍ୟବହାର କରୁଛି ବ୍ରହ୍ମପୁର ମହାନଗର ନିଗମ । ନୂଆ ନୂଆ ଯୋଜନା କରି ରାଜ୍ୟ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି ବ୍ରହ୍ମପୁର ମହାନଗର
ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଭୀମଟାଙ୍ଗୀ ଅଂଚଳର ସୁବାସ ସାହୁ । ସେ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଋଷର ମସ୍କୋଠାରେ ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ ଉଦ୍ଘାଟିତ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ କଳ୍ପନା ଓ ପ୍ରଚେଷ୍ଟାରେ ମସ୍କୋ ଠାରେ ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ ଭାରତର ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଏବଂ ଋଷର ଡେପୁଟି ଉର୍ଜା ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି
ଦିଲ୍ଲୀ: ଲକ୍ଡାଉନ୍ ସମୟରେ ପିସିଆର୍ ଭ୍ୟାନ୍ରେ ଜନ୍ମ କରିଥିଲେ ଶିଶୁ, ସମ୍ମାନିତ ହେବେ ଆଜି
ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବା ପରେ ଜୀବନ ସଂଘର୍ଷର ସହିତ ବିତୁଛି । ମାତ୍ର କିଛି ମାସ ହେଲା ଦେଶରେ କରୋନାର ସ୍ଥିତି ସୁଧୁରିଛି । କିନ୍ତୁ ଗତ
ପିସିସି ସଭାପତି ଆସନ୍ତା ୧୦ତାରିଖରେ ସ୍ଥିତି ପରଖିବାକୁ କୋଟିଆ ଯିବେ
ଆସନ୍ତା ୧୦ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ଥିତି ପରଖିବାକୁ କୋଟିଆ ଯିବେ ବୋଲି ସୂଚନା ମିଳିଛି । ପିସିସି ସଭାପତିଙ୍କ ସହ କଂଗ୍ରେସର କିଛି ବରିଷ୍ଠ ନେତାମାନେ ମଧ୍ୟ ଯାଇପାରନ୍ତି । କୋଟିଆର

