୨୦୨୪ରୁ ୨୦୨୭ ମସିହା ମଧ୍ୟରେ ଖେଳାଯିବାକୁ ଥିବା ୪ଟି ଆଇସିସି ମହିଳା ପ୍ରତିଯୋଗିତା ଭିତରୁ ତିନିଟି ଭାରତୀୟ ଉପମହାଦେଶରେ ଆୟୋଜିତ ହେବ। ୨୦୨୫ ମସିହାର ଆଇସିସି ଦିନିକିଆ ମହିଳା ବିଶ୍ବକପ୍ ଭାରତରେ ଅନୁଷ୍ଠିତ ହେବାକୁ
Category: Sports
ଦକ୍ଷିଣ ଆଫ୍ରିକା ବାରବାଟୀରେ ଭାରତ ବିପକ୍ଷରେ ୪ ୱିକେଟରେ ମ୍ୟାଚ୍ ଜିତିଲା
ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତିଛି । କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜଣ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା
ବାରବାଟୀ ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ: DCP
କଟକ: ସୁରକ୍ଷା ବଳୟରେ ବାରବାଟୀ । ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ। ଫୋପାଡିଲା ଭଳି କୌଣସି ବସ୍ତୁ ମଧ୍ୟ ନେଇପାରିବେନି । ପାଣି ବୋତଲ, ହେଲମେଟ୍, ଲାଇଟର, ବାଡ଼ି ନେବାକୁ ବାରଣ କରାଯାଇଛି। ଅପରାହ୍ନ ୩ଟାରେ
ବାରବାଟୀ କାଉଣ୍ଟରରେ ଟିକେଟ ପାଇଁ ଠେଲାପେଲା, ପୋଲିସର ଲାଠିଚାର୍ଜ
କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ ଦେଖିବା ପାଇଁ ଗତକାଲି ରାତିରୁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ। ହେଲେ ବାରବାଟୀ ଷ୍ଟାଡିୟମ ଟିକେଟ
ହକୀ ତାରକାଙ୍କୁ ସମ୍ବର୍ଦ୍ଧନା କଲେ ମଖ୍ୟମନ୍ତ୍ରୀ,ପୁରୁଷଙ୍କୁ ୨.୫ କୋଟି ସହିତ ଚାକିରି ଏବଂ ମହିଳାଙ୍କୁ ୫୦ ଲକ୍ଷ ପୁରସ୍କାର ପ୍ରଦାନ
ମୁଖ୍ୟମନ୍ତ୍ରୀ ଖେଳାଳି ମାନଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ ଏବବଂ ଭବିଶ୍ୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯେଅଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଥିଲେ ।
ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ-
ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍କୁ ଆୟୋଜକ ଶ୍ରୀଲଙ୍କା ସହିତ ହେବ । କଲୋମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ରବିବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ହେବ ।
୧୯୮୩ରେ ଟିମ ଇଣ୍ଡିଆ ଆଜିର ଦିନରେ ହୋଇଥିଲା ବିଶ୍ୱକପ୍ ଚାମ୍ପିଅନ-
୧୯୮୩ ମସିହା ଜୁନ ୨୫ ତାରିଖ । ଭାରତୀୟ କ୍ରୀଡ଼ା ପାଇଁ ଏକ ସ୍ମରଣୀୟ ଦିବସ । ୩୮ ବର୍ଷ ପୂର୍ବରୁ ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ ବିଶ୍ୱକପ ଚାମ୍ପିଅନ ହୋଇଥିଲା ।
ଭାରତୀୟ କ୍ରିକେଟ ଦଳ ଘୋଷଣା-ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ଶିଖର ଧାୱନଙ୍କୁ ଦଳର ଅଧିନାୟକ:
ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ଶିଖର ଧାୱନଙ୍କୁ ଦଳର ଅଧିନାୟକ ଭାବେ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରିଛି। ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ ।
ନ୍ୟୁଜିଲ୍ୟାଣ୍ଡର ଡିଭନ୍ କନୱେ ପଦାର୍ପଣରେ ଦ୍ବଶତକ ହାସଲ କରି ଇତିହାସ ରଚିଲେ-
ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଡିଭନ୍ କନୱେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଇଂଲଣ୍ଡରେ ପଦାର୍ପଣଳେ ଦ୍ୱିଶତକ ହାସଲ କରିଛନ୍ତି ।
ଚଳିତ ଆଇପିଏଲ୍ ମ୍ୟାଚ୍ ର ବାକି ସଂସ୍କରଣ ୟୁଏଇରେ ଅନୁଷ୍ଠିତ ହେବ-
ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହାର ସ୍ୱତନ୍ତ୍ର ସାଧାରଣ ବୈଠକରେ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନେଇଛି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ର ଅସମାପ୍ତ ମ୍ୟାଚ୍ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ।