ଆସାମ ଓ ପଶ୍ଚିମବଙ୍ଗରେ ସିଟ ଭାଗବଣ୍ଟା ଏବଂ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ଲାଗି ଗୁରୁବାର ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଷ୍ପତ୍ତି
Category: KHABAR AAJIRA
ଦାଦା ପୁଅ ଭାଇ ସହ ପ୍ରେମ ସମ୍ପର୍କକୁ ନେଇ ଝିଅକୁ ହତ୍ୟା କଲା ବାପା, କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ
ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଛାତିଥରା ଦୃଶ୍ୟ ସାମନାକୁ ଆସିଛି । ଜଣେ ବାପା ନିଜ ଝିଅର ମୁଣ୍ଡକାଟି ହତ୍ୟା କରିବା ପରେ କଟାମୁଣ୍ଡକୁ ହାତରେ ଧରି ଥାନାରେ ପହଁଞ୍ଚିଥିଲା । ଏହି ଭୟଙ୍କର
ଛାତ୍ରଙ୍କ ନାଁରେ ୩୮କୋଟି ଟଙ୍କାର ଜିଏସଟି ଠକେଇ ନେଇ ନୋଟିସ୍
ରାଉରକେଲାରେ ଜଣେ କଲେଜ ଛାତ୍ରଙ୍କ ନାଁରେ ଆସିଛି ଜିଏସଟି ଠକେଇ ଅଭିଯୋଗ । ଛାତ୍ର ଜଣଙ୍କ ହେଉଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ବର ବାଗ । ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି
ସମ୍ବଲପୁର ହୁମା ବକ୍ର ମନ୍ଦିରରେ ହେବନି ଶିବରାତ୍ରି ମେଳା
କରୋନା ଯୋଗୁଁ ଏବର୍ଷ ସମ୍ୱଲପୁର ଜିଲ୍ଲାର ହୁମା ବକ୍ର ମନ୍ଦିରରେ ଶିବରାତ୍ରି ମେଳା ହେବ ନାହିଁ । ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବଭଳି ମନ୍ଦିରରେ ରୀତିନୀତି
କରୋନା କାଳରେ ଭାରତର ୨୫ କୋଟି ପିଲାଙ୍କ ଶିକ୍ଷା ଉପରେ ପ୍ରଭାବ ପଡ଼ିଛି: UNICEF
ମହାମାରୀ କୋଭିଡ୍ ସମୟରେ ସମସ୍ତ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚିଥିବା ସରକାର ଦାବି କରୁଛନ୍ତି । କିନ୍ତୁ ୟୁନିସେଫ୍ (UNICEF) ଜାରି କରିଥିବା ରିପୋର୍ଟ ଅନ୍ୟ କିଛି କହୁଛି । ରିପୋର୍ଟ ଅନୁସାରେ, ମହାମାରୀ
ବରମୁଣ୍ଡା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା : ଟାଙ୍କିରେ ଫରେନସିକ୍ ଟିମ୍ର ଛାନ୍ଭିନ୍
ଭୁବନେଶ୍ୱର: ବରମୁଣ୍ଡା ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା । ପେଟ୍ରୋଲ ପମ୍ପରେ ତଦନ୍ତ ଆରମ୍ଭ କରିଛି ଫେରନସିକ୍ ଟିମ୍ । ପେଟ୍ରୋଲ ଓ ଡିଜେଲର ନମୁନା ଯାଞ୍ଚ କରାଯାଉଛି । ଗତକାଲି
ସୁନ୍ଦରଗଡରେ ଚାଞ୍ଚଲ୍ୟ, ଇବନଦୀ ପଠାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
ସୁନ୍ଦରଗଡ ନଦୀପଠାରୁ ଯୁବକଙ୍କ କଟା ଅଙ୍ଗପ୍ରତ୍ୟଙ୍ଗ ଉଦ୍ଧାର ହୋଇଛି । ସୁନ୍ଦରଗଡ ସଦର ଥାନା ବନ୍ଧପାଲି ନିକଟ ଇବନଦୀ ପଠାରୁ ଜଣେ ଯୁବକର କଟାମୁଣ୍ଡ, ଗୋଟିଏ ଗୋଡ ଏବଂ ଶରୀରର ଅନ୍ୟ ଅଂଶ ମିଳିଛି । ତେବେ
ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର ବେଳେ ଖାଦ୍ୟନଳୀ କାଟି ଦେଲେ ଡାକ୍ତର, ଗୁରୁତର ଅବସ୍ଥାରେ ମହିଳା ଭୀମସାରରେ ଭର୍ତ୍ତି
ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟି ଦେଲେ ଡାକ୍ତର । ଏଭଳି ସାଂଘାତିକ ଅଭିଯୋଗ ଆସିଛି ସମ୍ବଲପୁର ବୁର୍ଲା ଲଖନପୁର ସ୍ୱାସ୍ଥ୍ୟ କେନ୍ଦ୍ର ନାଁରେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ଭୀମସାରରେ
ବନ୍ଦ ଘରୁ ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସୁନ୍ଦରଗଡ ସରସରା ଗ୍ରାମ ବନ୍ଦ ଘରରୁ ନବବଧୂଙ୍କ ମୃତଦେହ ଉଦ୍ଧାର । ସ୍ୱାମୀ ଓ ଶ୍ୱଶୁର ଫେରାର ଥିବାରୁ ଏହି ନବବଧୂଙ୍କୁ ହତ୍ୟା ସନ୍ଦେହ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲା ଟୀକାୟତ ପାଲି ଥାନାର ସରସରା ଗ୍ରାମ ବଜ଼ାର ଦାଣ୍ଡ ନିକଟରେ ରହୁଥିବା ମାଲୁ ବେହେରାଙ୍କ ପୁଅ ଚାରି ମାସ ତଳେ ବିବାହ କରିଥିଲେ । ଗତକାଲି ମାଲୁ ବେହେରା ଏବଂ ତାଙ୍କ ପୁଅ ଘରୁ ପଳାଇବା ଦେଖି ଗ୍ରାମବାସୀ ସନ୍ଦେହ କରିଥିଲେ । ଏହା ପରେ ଘର ଝରକା ବାଟେ ଦେଖିବାପରେ ନବ ଵିବାହିତ ମହିଳାଙ୍କମୃତଦେହଝୁଲୁଥିବଦେଖିଥିଲେ । ଗ୍ରାମବାସୀ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।ତେବେବାପା ପୁଅ ଫେରାର ଥିବାରୁ ଏହା ହତ୍ୟା ସନ୍ଦେହ କରାଯାଉଛି, ପୂର୍ବରୁ ଏହି ବାପା ପୁଅ ଏକ ହତ୍ୟା ଘଟଣାରେ ଜେଲ ଯାଇ ଫେରିଛନ୍ତି ।
କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ଏହି କମ୍ପାନୀ
ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍ ଲିମିଟେଡ୍ ଏବଂ କନସଲଟିଂ ଓ ଆଉଟସୋର୍ସିଂ କମ୍ପାନୀ Accenture Plc ଭାରତରେ ସେମାନଙ୍କ କର୍ମଚାରୀଙ୍କ କୋଭିଡ ଟିକାକରଣ ଖର୍ଚ୍ଚ ବହନ କରିବେ ବୋଲି ସୂଚନା ଦେଇଛନ୍ତି।ଭାରତରେ ଟୀକାକରଣ

