ଭୁବନେଶ୍ବର:୨୮/୦୪(ଅଶୋକ ସାହୁ): ଓପିଏସ୍ସି ଓ ଓଏସ୍ଏସ୍ସି ଦ୍ବାରା ପରିଚାଳିତ ଦୁଇଟି ପୃଥକ ପରୀକ୍ଷାରେ ବିଭ୍ରାଟ ଦେଖା ଦେବା ପରେ ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣାର
Category: KHABAR AAJIRA
ଶୁଣିଲେନି ପ୍ରଶାସନ: ତେଲ ବ୍ରିଜ ଏନ୍ ଏଚ ୫୭ର ଖାଲକୁ ପୋତିଲେ ସ୍ବେଛାସେବୀ ସଂଗଠନ
ସୋନପୁର (ଭାସ୍କରଦାଶ):- ୨୭/୦୪: ଦୀର୍ଘ ବର୍ଷରୁ ଅବହେଳିତ ହୋଇ ପଡ଼ିଥିବା ସୁବର୍ଣ୍ଣପୁର ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ସର୍ବ ପୁରାତନ ତେଲ ବ୍ରିଜର ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ବ୍ରିଜର ଉଭୟ ପଟରେ ଅନେକ
ଓଲଟିଲା ଦୁଇ ପିକଅପ, ଚାଲିଗଲା ଚାଳକର ଜୀବନ, ୩ ଗୋରୁ ମୃତ
ଅସୁରାଳି:୨୭/୦୪:(ତପନ ଜେନା )ପୁଲିସ ପିଛା କରୁଥିବା ଦୁଇଟି ବେଆଇନ ଗୋରୁ ବୋଝେଇ ପିକ-ଅପ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଅସୁରାଳି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ଗୋଟିଏ ଗାଡ଼ି ଡ୍ରାଇଭରର ମୃତ୍ୟୁ ହୋଇଥିଲା ବେଳେ ୩ ଗୋରୁଙ୍କର ମୃତ୍ୟୁ
ଟ୍ରାଫିକ ସମସ୍ୟା ଜଟିଳ: ଜାତୀୟ ରାଜପଥ ଉପରେ ନର୍ଦ୍ଦମା ପାଣି
ବାଉଁଶୁଣି: ୨୭/୦୪:ଗୋଟିଏ ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସେଠାକାର ରାସ୍ତାଘାଟର ଉନ୍ନତି ନିହାତି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ। ହେଲେ ବୌଦ୍ଧ ବ୍ଲକର ଅନ୍ୟତମ ପୁରାତନ ସ୍ଥାନ ବାଉଁଶୁଣି ବଜାରର ରାସ୍ତାଗୁଡିକର ଅବସ୍ଥାକୁ ଦେଖିଲେ ଏଥିରେ ନିହାତି ଭାବେ ବ୍ୟତିକ୍ରମ
ଶିକ୍ଷାର ପୃଷ୍ଠାପୋଷକ ଓ ସଂସ୍କୃତିର ବାହକ ଥିଲେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
ସୁବର୍ଣ୍ଣପୁର (ଭାସ୍କର ଦାଶ)-ତା ୨୬/୦୪: ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ
ମାଓବାଦୀମୁକ୍ତ ଲାଗି ପଞ୍ଚମ ଦିନରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍
ମାଲକାନଗିରି:୨୬/୦୪: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-୧୭ହେଲିକପ୍ଟର। ଯବାନମାନେ ପାହାଡ଼ ଶୀର୍ଷରେ ରହି ଅପରେସନ୍ କରୁଛନ୍ତି। ମାଓବାଦୀମୁକ୍ତ କରିବା ଲାଗି ସେମାନେ ଗତ ୫ ଦିନ ଧରି ବଡ଼ ଧରଣର
ଭୁବନେଶ୍ବରରେ ପାକିସ୍ତାନୀ ମହିଳା, ଭାରତ ଛାଡ଼ିବାକୁ ନୋଟିସ୍ ଜାରି କଲା କମିସନରେଟ ପୁଲିସ
ଭୁବନେଶ୍ବର: ୨୬/୦୪:ଭୁବନେଶ୍ବରରେ ରହିଛନ୍ତି ଜଣେ ପାକିସ୍ତାନୀ ମହିଳା। ସେ ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ଵରରେ ରହୁଛନ୍ତି। ଖାଲି ସେତିକି ନୁହେଁ ଉକ୍ତ ପାକିସ୍ତାନୀ ମହିଳା ଜଣେ ଓଡ଼ିଆଙ୍କୁ ବିବାହ କରିବା ସହ ଏଠାରେ
୧୨ରୁ ଅଧିକ ଛାତ୍ରଛାତ୍ରୀ ଅଂଶୁଘାତର ଶିକାର, ସୋର ଡାକ୍ତରଖାନାରେ ଭର୍ତ୍ତି
ସୋର: ୨୫/୦୪: ଅସହ୍ୟ ଗୁଳୁଗୁଳି ପାଇଁ ଘରୋଇ ମେସରେ ଥିବା ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଂଶୁଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ କଲେଜକୁ
ଆକ୍ରମଣ ପୂର୍ବରୁ ମହିଳାଙ୍କର ଆତଙ୍କବାଦୀଙ୍କ ସହ ଭେଟ ହୋଇଥିଲା
ପହଲଗାମ: ୨୫/୦୪:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଅନେକ କଥା ସାମ୍ନାକୁ ଆସିଛି। ଏବେ ଯେଉଁ ମହିଳା ଆତଙ୍କବାଦୀଙ୍କ ଫଟୋ ଉଠାଇଥିଲେ ତାଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି। ମହିଳା ଜଣକ ପହଲଗାମ ଆକ୍ରମଣ କରିଥିବା
ଆତଙ୍କବାଦୀଙ୍କୁ ମୋଦୀଙ୍କ କଡ଼ା ବାର୍ତ୍ତା
ବିହାର:୨୫/୦୪: ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଓ ଷଡ୍ଯନ୍ତ୍ରକାରୀଙ୍କୁ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ମିଳିବ। କୌଣସି ଆତଙ୍କୀ ନିସ୍ତାର ପାଇବେ ନାହିଁ। ସେମାନଙ୍କୁ ପାତାଳରୁ ବି ଖୋଜି ନିପାତ

