ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି,ରଜ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ !

ଭୁବନେଶ୍ବର:ଭୟଙ୍କର ତାତି। ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳିରେ ଛଟପଟ ଜନଜୀବନ। ଉପକୂଳରେ ଗୁଳୁଗୁଳି କଲବଲ କରୁଥିବାବେଳେ ପଶ୍ଚିମରେ ତାତି ବଳବତ୍ତର ରହିଛି। ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ

RBI କରିବାକୁ ଯାଉଛି ବଡ ପରିବର୍ତ୍ତନ, ନୋଟ୍‌ରେ ଖୁବ୍‌ଶୀଘ୍ର ଦେଖିବାକୁ ମିଳିପାରେ ରବୀନ୍ଦ୍ରନାଥ ଟାଗୋର ଏବଂ ଅବଦୁଲ କଲାମଙ୍କ ଫଟୋ

ନୂଆଦିଲ୍ଲୀ :ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମ ଥର ବ୍ୟାଙ୍କ୍ ନୋଟ୍‌ରେ ଫଟୋ ବଦଳାଇବାକୁ ନେଇ ବିଚାର କରୁଛନ୍ତି । ଭାରତୀୟ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ ଡ. ଏପିଜେ ଅବଦୁଲ

ଶପଥ ନେଲେ ଓଡିଶା ହାଇକୋର୍ଟର ୨ ନୂଆ ବିଚାରପତି

କଟକ :ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଏବଂ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ଶପଥ ନେଇଛନ୍ତି । ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିଲେ

ଖବର ଆଜିର -ତାରିଖ ୧୦/୦୬/୨୨, ଶୁକ୍ରବାର

୧-ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ, ଜୁନ୍ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି। ୨-୧୨ ହଜାର ଟିକେଟ୍ ପାଇଁ ବାରବାଟୀ ବାହାରେ ୨୦ହଜାରେ ଲୋକଙ୍କ ଭିଡ। ରାତି ଅନିଦ୍ରା ହେଲେ, ପୋଲିସଠୁ ମାଡ ଖାଇ

ପୁରୀ ରଥଯାତ୍ରା ପାଇଁ ଚାଲିବ ୧୦୦ଟି ସ୍ବତନ୍ତ୍ର ବସ୍‌

କଟକ : ଆସନ୍ତା ଜୁଲାଇ ୧ତାରିଖ ପୁରୀ ରଥଯାତ୍ରା ପାଇଁ କଟକ, ଭୁବନେଶ୍ବର, ପୁରୀ ମଧ୍ୟରେ ନିୟମିତ ବସ୍‌ ବ୍ୟତୀତ ପାଖାପାଖି ୧୦୦ଟି ସ୍ବତନ୍ତ୍ର ବସ ଚଳାଚଳ କରିବ। ଘରୋଇ ବସ୍‌ ମାଲିକ ସଂଘ-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କର

ମେଡିକାଲରୁ ପୁଅର ମୃତଦେହ ମୁକୁଳାଇବାକୁ ଭିକ ମାଗୁଛନ୍ତି ବାପା ମା

ବିହାରର ସମସ୍ତୀପୁର ସଦର ହସ୍‌ପିଟାଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମା’-ବାପାଙ୍କୁ ଶବବ୍ୟବଚ୍ଛେଦ ଗୃହରୁ ମୃତଦେହ ପାଇବା ପାଇଁ ଭିକ ମାଗିବାକୁ ପଡ଼ିଛି । ଅଭିଯୋଗ ଅନୁସାରେ ପୋଷ୍ଟମର୍ଟମ କର୍ମୀ ମୃତଦେହ ଦେବାକୁ ୫୦

ଆଜିଠୁ ଚିଲିକାରେ ଚାଲିବ ‘ଗରୁଡ’

ଟାଙ୍ଗୀ : ଆଜିଠାରୁ ଚିଲିକାରେ ଚାଲିବ ‘ଗରୁଡ’ । ଆଜି ସକାଳ ସାଢେ ୧୦ଟାରେ ଭିଡିଓ କନଫେରନ୍ସି ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଚିଲିକାରେ ଅତ୍ୟାଧୁନିକ ପ୍ରଣାଳୀ ରେ ନିର୍ମିତ ହୋଇଛି ହାଉସ୍ ବୋଟ୍ “ଗରୁଡ ” । ଡବଲ୍

୨୦୧୬ ମସିହାରୁ ଫେରାର ଥିବା ଯାଜପୁର ତହସିଲର ପୂର୍ବତନ ନାଜିର ଗିରଫ

ସରକାରୀ ପାଣ୍ଠି ହଡ୍‌ପ ଅଭିଯୋଗରେ ଯାଜପୁର ତହସିଲର ପୂର୍ବତନ ନାଜିର ଗିରଫ । ପୂର୍ବତନ ନାଜିର ରଜତ କୁମାର ରାଉତରାୟକୁ ଭିଜିଲାନ୍ସ ସ୍ୱତନ୍ତ୍ର ଟିମ ଗିରଫ କରିଛି । ୨୦୧୬ ମସିହାରୁ ସେ ଫେରାର

ବାରବାଟୀ କାଉଣ୍ଟରରେ ଟିକେଟ ପାଇଁ ଠେଲାପେଲା, ପୋଲିସର ଲାଠିଚାର୍ଜ

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ ଦେଖିବା ପାଇଁ ଗତକାଲି ରାତିରୁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ। ହେଲେ ବାରବାଟୀ ଷ୍ଟାଡିୟମ ଟିକେଟ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍‌ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ନିର୍ବାଚନ କମିସନ ଆଜି

1 51 52 53 54 55 172